ମହଙ୍ଗା ମାଡ଼ ଓ ବେରୋଜଗାର ଚର୍ଚ୍ଚାକୁ ଜୋରଦାର କରିବା ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର:ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମର ଅହେତୁକ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା ଓ ଅର୍ଥନୀତିକୁ ଭୁଲ ବାଟରେ ପରିଚାଳନା କରିବା ଯୋଗୁଁ ଆଜି ସାରା ଭାରତ ବର୍ଷରେ ଏକ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି । ଏହି କିଛି ଦିନ ତଳେ କେନ୍ଦ୍ର ସରକାର ଜିଏସଟି କାଉଂନସିଲ ବୈଠକରେ ଗୁଡ଼, ଚୁଡ଼ା, ମୂଢ଼ି, ଦହି, ଖଇ, ଉଖୁଡ଼ା, ଅଟା, ପେନସିଲ କଟର, ନୋଟ ଖାତା ଇତ୍ୟାଦି ଉପରେ ୫% ଜିଏସଟି ଲାଗୁ କରିଛନ୍ତି । ମୁଦ୍ରାସ୍ପିତି ଆଜି ସର୍ବୋଚ୍ଚ ସ୍ତରରେ । ବେକାରୀ ସମସ୍ୟାକୁ ସମାଧାନ କରିବାପାଇଁ କେନ୍ଦ୍ରର ବିଜେପି ସରକାର ସାମାନ୍ୟତମ ଆଗ୍ରହ ପ୍ରକାଶ କରୁନାହାନ୍ତି । ଦେଶ ୭୫ତମ ବର୍ଷ ସ୍ୱାଧୀନତାର ପୂର୍ତି ପାଳନ କରୁଥିବା ବେଳେ ଭାରତ ବର୍ଷର ଭବିଷ୍ୟତ ୧୪ କୋଟି ଶିକ୍ଷିତ ଯୁବକ ଯୁବତୀ ଆଜି ଦିଗଭ୍ରଷ୍ଟ ହୋଇ ଯାଇଛନ୍ତି । ଶ୍ରମିକ,କୃଷକ, ସାଧାରଣ ବର୍ଗ, ମହିଳା ଓ ସ୍ୱଳ୍ପ ରୋଜଗାର କରୁଥିବା କର୍ମଚାରୀ ଆଜି ସମସ୍ତେ କେନ୍ଦ୍ର ସରକାରଙ୍କର ଜନମାରଣ ନୀତିରେ ହନ୍ତସନ୍ତ ହେଉଛନ୍ତି । ଏହାକୁ ବିରୋଧ କରି ଏବଂ ଜନଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଆହ୍ୱାନରେ ସାରା ଭାରତ ବର୍ଷରେ ଆସନ୍ତା ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ମହଙ୍ଗାଇ ପର ଚର୍ଚ୍ଚା ଏବଂ ମହଙ୍ଗାଇ ପର ହାଲ୍ଲା ବୋଲ- ଚଲୋ ଦିଲ୍ଲୀ କାର୍ଯ୍ୟକ୍ରମ ରୂପରେଖର ନିଷ୍ପତି ନିଆଯାଇଛି । ଏହି ଅବସରରେ ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀଯୁକ୍ତ ପଟ୍ଟନାୟକ ଉପସ୍ଥିତ ଥିବା ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, କର୍ମୀ ମାନଙ୍କୁ ଆସନ୍ତା କାର୍ଯ୍ୟକ୍ରମକୁ ରାଜ୍ୟରେ କିପରି ସଫଳ କରାଯାଇ ପାରିବ ସେଥି ନେଇ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ । ରବିବାର ଦିନ ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା, ସାଂସଦ ତଥା ଏଆଇସିସି ସଂପାଦକ ସପ୍ତଗିରୀ ଉଲ୍ଲାକା, ପୂର୍ବତନ ମନ୍ତ୍ରୀ ତଥା ଏଆଇସିସି ସଂପାଦକ ଶରତ ରାଉତ, ପୂର୍ବତନ ବିରୋଧି ଦଳ ନେତା ରମାକାନ୍ତ ମିଶ୍ର, ପୂର୍ବତନ ମନ୍ତ୍ରୀ ତଥା ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ମନ୍ତ୍ରୀ ହଳଧର କାର୍ଜି, ଡ.ଯୁଧିଷ୍ଠୀର ଜେନା, ଡ.ରବି ସେଠୀ, ବିଜୟ ଲକ୍ଷ୍ମୀ ସାହୁ, ପୂର୍ବତନ ବିଧାୟକ ସମୀର ରାଉତରାୟ, ଡ. ଲଲାଟେନ୍ଦୁ ମହାପାତ୍ର, କୁମାର ଚିରଞ୍ଜିବ, ସେବାଦଳ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, କିଶୋର ଜେନା, ରଜନୀ ମହାନ୍ତି, ଲୋକନାଥ ମହାରଥି, ଜ୍ଞାନ ପଟ୍ଟନାୟକ, ନିରଞ୍ଜନ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ ।

5 thoughts on “ମହଙ୍ଗା ମାଡ଼ ଓ ବେରୋଜଗାର ଚର୍ଚ୍ଚାକୁ ଜୋରଦାର କରିବା ପାଇଁ ପ୍ରସ୍ତୁତି ବୈଠକ

  1. Deutsche Online Casinos bieten eine Vielzahl von Slot-Spielen mit unterschiedlichen Themen und Stilen an. Diese Programme
    bieten oft zusätzliche Vorteile wie schnellere Auszahlungen, höhere Limits und
    persönliche Kundenbetreuer. Die Regeln für Neukundenboni und wöchentliche Werbeaktionen ermöglichen es Spielern, von verschiedenen Angeboten zu
    profitieren. Am Free Spin Monday erhält man 5 Freispiele für den Slot der Woche, wenn man mindestens einen Euro einzahlt.

    Slot-Turniere in Online Casinos bieten Spielern die Möglichkeit,
    sich zu messen und attraktive Preise zu gewinnen.
    Einzahlungsboni gehören zu den wichtigsten Angeboten neuer Online Casinos – sie schenken Ihnen zusätzliches Guthaben und verlängern den Spielspaß von Anfang an. Neue Online Casinos
    locken mit attraktiven Bonus Angeboten, die Ihnen den Einstieg
    ins Spiel erleichtern und zusätzlichen Spaß bieten. Sie haben sich seit kurzem in den Casinos online etabliert.

    References:
    https://online-spielhallen.de/posido-casino-erfahrungen-ein-detaillierter-erfahrungsbericht-aus-spielersicht/

  2. Try your luck at the freshly rebuilt casino, which
    has a total area of 65,000 square feet. With award-winning restaurants and five bars, there’s plenty to do.

    Alternatively, you might relax in your 5-star
    hotel room and take in the beautiful scenery from your suite.
    Before you attend the latest stage play, meet up with friends and have a meal before the night
    begins, or taste from the incredible buffet. There are over six restaurants, and their website offers
    a handy online table reservation option. After hours, choose from outdoor bars, sports bars, or the neighborhood’s hotspot, The Atrium Bar.
    You may enjoy lush manicured grounds, an enviable location, and five-star comfort whether you stay at The Star Grand
    or The Darling. There are also spa services, an outdoor pool area,
    and private cabanas.
    View current jackpot sums for games like Golden Dollars Grand, Dinomite, Highway Zone, Players Paradise Gold, and more.

    The hosts will gladly answer any questions you may have about membership requirements and advantages.

    There is no limit, and there is a buy-in ranging from $100 to $300 for Texas Hold ’em.
    On both the Main Gaming Floor and the Private Gaming Room, there are over 1,400 pokies and video poker machines, making it a pokies lover’s delight.
    Below we take you through what you can expect from the casino in detail.

    Many attractions are within walking distance of the casino, located on the
    picturesque Gold Coast.

    References:
    https://blackcoin.co/no-verification-casinos-in-australia-the-ultimate-guide/

  3. Enhanced by high-definition graphics and responsive interfaces, the software integration not only elevates gameplay but also fortifies the casino’s commitment to
    technological excellence and customer satisfaction. Utilizing software from
    industry-leading providers, the casino ensures each game runs smoothly across various platforms.
    These regulatory bodies are stringent in their requirements, involving regular audits and checks that guarantee
    fairness and transparency in all casino operations. The ville Casino Townsville operates with utmost adherence to legal and
    regulatory frameworks, ensuring all gaming activities are conducted in a secure and
    ethical manner. This approach ensures that all players can manage their funds efficiently and securely, according to their individual preferences.

    Such language diversity not only caters to international visitors but also reflects the casino’s
    global perspective and respect for cultural diversity.

    Unlock the benefits of discounted dining and accommodation today.
    Join the crew and be first to know about exclusive discounts,
    new spots, and all things delicious. If you do not hear back within 24 hours we suggest that you phone the restaurant as opening times and days may change.
    Showcasing the freshest tropical produce, guests can feast on all you
    can eat buffet, live cooking stations and made-to-order dishes.
    For those who want a residence, not just a hotel room, the spacious Corner
    Suites make for a luxurious retreat.

    References:
    https://blackcoin.co/casino-australia-premier-online-casino-play-review/

Leave a Reply

Your email address will not be published. Required fields are marked *