ଭୁବନେଶ୍ୱର : ବୁଧବାର ଦିନ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଭୁବନେଶ୍ୱର ସ୍ଥିତ ରେଳ ସଦନ ଆଗରେରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଛାତ୍ର କଂଗ୍ରେସର କର୍ମକର୍ତାମାନେ ରେଳସ ଦନର ମୁଖ୍ୟ ଫାଟକ ପାଖରେ ବିକ୍ଷୋଭ କାର୍ଯ୍ୟକ୍ରମ କରି ରେଳସଦନ ଭିତରକୁ ଧଶେଇ ପସିବାକୁ ବହୁ ଉଦ୍ୟମ କରିଥିଲେ । ମାତ୍ର ସେଠାରେ ଉପସ୍ଥିତ ପୋଲିସ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏବଂ ଅନ୍ୟମାନଙ୍କୁ ଘଟଣାସ୍ଥଳରୁ ଭ୍ୟାନଯୋଗେ ଉଠାଇ ନେଇଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କୁଶପୁତଳିକା ଦାହ କରାଯାଇଥିଲା ।
ଛାତ୍ର କଂଗ୍ରେସର ଦାବୀ
ପ୍ରତି ମୃତକଙ୍କ ପରିବାରକୁ ରେଳବାଇ ପକ୍ଷରୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ । ପ୍ରତି ମୃତକ ଓ ଅକର୍ମଣ୍ୟ ପରିବାରର ଜଣକୁ ସରକାରୀ ଚାକିରୀ ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଗଣମାଧ୍ୟମକୁ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଥିଲେ ଯେ ବାହାନଗା ରେଳ ଦୁର୍ଘଟଣା ମୋଦି ଓ ଅଶ୍ୱିନୀ ବୈଷ୍ଣବ କୃତ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ ମୋଦି ସରକାରର ୯ବର୍ଷର ଶାସନରେ ରେଳ ବିଭାଗ ସଂପୂର୍ଣ୍ଣ ଉପେକ୍ଷିତ ଏବଂ ଲୁଣ୍ଠିତ । ରେଳ ବିଭାଗ ପ୍ରତି ଚରମ ଅବହେଳା କରାଯାଇଛି । ରେଳବାଇର ବିକାଶ ବୋଲି ଯେଉଁ ଚର୍ଚ୍ଚା କରାଯାଉଛି ଏଥିରେ ସତ୍ୟତା ନାହିଁ । ରେଳବାଇରେ ମରାମତି, ନବୀକରଣ, ରକ୍ଷଣାବେକ୍ଷଣ, ସୁରକ୍ଷା, ଆଧୁନିକୀକରଣ ଏବଂ କର୍ମଚାରୀ ଅଭାବ କାରଣରୁ ଆଜି ବାରମ୍ବାର ରେଳ ଦୁର୍ଘଟଣା ହେଉଛି । ରେଳବାଇରୁ ବ୍ୟାପକ ଅର୍ଥ ଆୟ ହେଉଥିବା ବେଳେ ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପ୍ରତି ସରକାରଙ୍କର ନିଘା ନାହିଁ । ସୁତରାଂ ଏକ ବିପଦ ସଂକୁଳ ବ୍ୟବସ୍ଥା ଭିତରେ ଯାତ୍ରୀମାନେ ରେଳପଥରେ ଯାଉଛନ୍ତି । ମାତ୍ର କେନ୍ଦ୍ରସରକାରଙ୍କ ପକ୍ଷରୁ ରେଳ ବିଭାଗକୁ ସଂପୂର୍ଣ୍ଣ ବିକଶିତ ଏବଂ ଆଧୁନିକ ବୋଲି ଘୋଷଣା କରାଯାଉଛି । ଏହା ନିରୀହ ଯାତ୍ରୀଙ୍କ ପ୍ରତି ବିଶ୍ୱାସଘାତକତା । ସୁତରାଂ ରେଳବାଇ ମନ୍ତ୍ରୀ ଜଣେ ଯାତ୍ରୀ ହତ୍ୟକାରୀ ବୋଲି କହିଲେ ଅତ୍ୟୁକ୍ତ ହେବନାହିଁ । ବଗିତଳେ ଯାତ୍ରୀଙ୍କ ଶବ ପ୍ରତିଦିନ ବାହାରୁଥିବା ବେଳେ ୫ଦିନ ତଳୁ ରେଳବାଇ ମନ୍ତ୍ରୀ ଘୋଷଣା କରିଦେଲେ ଯେ ଉଧାର କାର୍ଯ୍ୟ ସମାପ୍ତ ହୋଇଛି । ମୃତ ରେଳଯାତ୍ରୀଙ୍କ ସଂଖ୍ୟା କ’ଣ ପାଇଁ ଲୁଚେଇ ଦିଆଯାଉଛି ତାହା ଆଜି ପ୍ରଶ୍ନବାଚୀ । ମୃତକଙ୍କ ପରିବାରକୁ କ୍ଷତିପୂରଣ ନଦେବା ପାଇଁ ଏହା ଷଡ଼ଯନ୍ତ୍ର ହେଉଛି । ୨୦୧୭ ମସିହାରୁ ଆଜି ପର୍ଯ୍ୟନ୍ତ ରେଳ ବିଭାଗର ୩ଲକ୍ଷ ୧୨ ହଜାର ପଦବୀରୁ ଅଧିକ ପୂରଣ ନହୋଇ ପଡ଼ିରହିଛି । ତନ୍ମମଧ୍ୟରୁ ୧ଲକ୍ଷ ୪୦ ହଜାର ପଦବୀ କେବଳ ସୁରକ୍ଷା ଓ ନିରାପତା କ୍ଷେତ୍ର ପାଇଁ ଉଦ୍ଦିଷ୍ଟ । ବର୍ଷ ବର୍ଷ ଧରି ଏହି ସବୁ ଗରୁତ୍ୱପୂର୍ଣ୍ଣ ପଦବୀ କେନ୍ଦ୍ରର ବିଜେପି ସରକାର ଜାଣିଶୁଣି ପୂରଣ କରୁନାହାନ୍ତି । ରେଳବାଇ ପକ୍ଷରୁ ସଂସଦୀୟ କମିଟିର ସୁପାରିଶ ଏବଂ ସିଏଜିର ରିପୋର୍ଟକୁ କେନ୍ଦ୍ର ସରକାର ଆଦୌ ପାଳନ କରିନାହାନ୍ତି । ରେଳବାଇ ସଂସଦୀୟ କମିଟିର ସୁପାରିଶ ଅନୁସାରେ ସମସ୍ତ ରେଳ ଟ୍ରାକଗୁଡ଼ିକ ପୁନଃ ନବୀକରଣ ଓ ଦୁର୍ଘଟଣା ନିରୋଧ ଯନ୍ତ୍ରାଂଶର ଉପଯୋଗୀତା ଉପରେ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସାରା ଭାରତ ବର୍ଷରେ ମାତ୍ର ୨% ରେଳଲାଇନରେ ଆଂଟି କୋଲିଜନ ଡିଭାଇସ ଲଗାଯାଇଛି । ପାସେଞ୍ଜର ଟ୍ରେନର ସୁରକ୍ଷାକୁ ଉପେକ୍ଷା କରି କେନ୍ଦ୍ର ସରକାର ସବୁବେଳେ ମାଲବାହୀ ଟ୍ରେନ ଉପରେ ପ୍ରାଧାନ୍ୟ ଦେଉଛନ୍ତି । ଯେଉଁ ମାଲବାହୀ ଟ୍ରେନିଟି ଲୁପ ଲାଇନରେ ଠିଆ ହୋଇଥିଲା ସେହି ଟ୍ରେନରେ କାହାର ଜିନିଷ ପରିବହନ ହେଉଥିଲା ବୋଲି ଶ୍ରୀ ନୱାଜ ପ୍ରଶ୍ନ କରିଛନ୍ତି । ଏହାକୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଶ୍ରୀ ନୱାଜ ଦାବି କରିଛନ୍ତି । କିଛିଦିନ ତଳେ ରେଳମନ୍ତ୍ରୀ ଆଂଟି କଲିଜନ ଡିଭାଇସକୁ ନେଇ ଯେଉଁ ତୁମ୍ବିତୋଫାନ କରୁଥଲେ ସେଥିରେ ମୋଦି ସରକାରର କିଛି ବାହାଦୁରୀ ନାହିଁ । କାରଣ ଏହା ମନମୋହନ ସିଂଙ୍କ ସରକାର ସମୟରୁ ୨୦୧୨ ମସିହାରେ ପ୍ରଚଳନ ହୋଇଛି । ମାତ୍ର ଏହାକୁ କାର୍ଯ୍ୟକାରୀ କରିବାରେ ଜନସାଧାରଣଙ୍କୁ ମିଥ୍ୟା କଥା କୁହାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି ୯ବର୍ଷରେ ମାତ୍ର ୩୭୩ କୋଟି ଟଙ୍କା ବଜେଟର ଅର୍ଥ ବ୍ୟୟବରାଦ କରିଛନ୍ତି କବଜର କାର୍ଯ୍ୟକାରୀ ପାଇଁ । ଇଷ୍ଟକୋଷ୍ଟ ରେଲୱେ କିମ୍ବା ଦକ୍ଷିଣ ପୂର୍ବ ରେଳ ବିଭାଗରେ ଗୋଟିଏବି ଟ୍ରାକରେ କବଜ ଲଗାଯାଇ ନାହିଁ । ଏଥିପାଇଁ ଏକଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇ ନାହିଁ । କେନ୍ଦ୍ର ରେଳବାଇ ଓଡ଼ିଶାରୁ ମାଲପରିବହନ ଓ ଯାତ୍ରୀ ପରିବହନ କ୍ଷେତ୍ରରୁ ୨୦ ହଜାର କୋଟି ଟଙ୍କା ବାର୍ଷିକ ଆୟ କରୁଥିଲା ବେଳେ ଯାତ୍ରୀଙ୍କ ସୁରକ୍ଷା ଓ ନିରାପତା ପାଇଁ ୫ ହଜାର କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁନାହାନ୍ତି । ସୁତରାଂ ଦେଶରେ ରେଳଯାତ୍ରୀଙ୍କ ସୁରକ୍ଷା ପ୍ରତି ଆଜି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ରେଳବାଇର ନବୀରକରଣ ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ଉପେକ୍ଷା କରି ରେଳବାଇର ଘରୋଇକରଣ ପ୍ରତି ବେଶି ଧ୍ୟାନ ଦେଉଛନ୍ତି । ରେଳବାଇ ଦୋଷୀ ଚିହ୍ନଟ ହୋଇଗଲା ବୋଲି ଘୋଷଣା କରିଦେବା ପରେ ପୁଣି ଜନସାଧାରଣଙ୍କୁ ଭୁଆଁ ବୁଲାଇବାକୁ ସିବିଆଇ ତଦନ୍ତ କରୁଛନ୍ତି । ସେ କେତେବେଳ କ’ଣ କହୁଛନ୍ତି ତାଙ୍କ କଥାରେ ତାଳମେଳ ରହୁନାହିଁ । ସିବିଆଇ କେନ୍ଦ୍ର ସରକାରଙ୍କ ହାତବାରିସ ସାଜିଛି ଏବଂ ରେଳବାଇ ବିଭାଗ କେନ୍ଦ୍ର ସରକାରଙ୍କର । ତେଣୁ ଏଥିରେ ତଦନ୍ତ ବାଟବଣା ହେବ । କେତୋଟି ନିରୀହ ଲୋକ ଦଣ୍ଡିତ ହେବେ । ସମଗ୍ର ବ୍ୟବସ୍ଥାର ଯିଏ ପରିଚାଳକ ସେ ହେଉଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସେ ଏପର୍ଯ୍ୟନ୍ତ ନିଜକୁ ଦୋଷୀ ବୋଲି କହିନାହାନ୍ତି । ଦୁର୍ଘଟଣାର ୩ ଘଣ୍ଟା ପର୍ଯ୍ୟନ୍ତ ଦୁର୍ଘଟଣା ସ୍ଥଳରେ କେହି ପହଞ୍ଚିଲେ ନାହିଁ । କେବଳ ସେଠିକାର ସ୍ଥାନୀୟ ଲୋକ ଦେବଦୂତ ସାଜି ପ୍ରଥମେ ଘନ ଅନ୍ଧାର ଭିତରେ ଲୋକଙ୍କୁ ଉଧାର କଲେ । ଯଦି ଠିକ୍ ସମୟରେ ଉଧାକାରୀଦଳ ପହଞ୍ଚିଥାନ୍ତେ ତେବେ ଆଉ କିଛି ଜୀବନ ବଞ୍ଚିଯାଇଥାନ୍ତା । ଅନ୍ୟପକ୍ଷରେ ଆହତ ଯାତ୍ରୀଙ୍କ ଯୋଗାଇ ଦିଆଯାଇଥିବା ଚିକିତ୍ସା ଅତି ନିମ୍ନମାନର । ଡାକ୍ତରଖାନାରେ ଡାକ୍ତର ଓ ଅନ୍ୟାନ୍ୟ ଷ୍ଟାଫଙ୍କର ଘୋର ଅଭାବ ଯୋଗୁଁ ରୋଗୀମାନେ ଡାକ୍ତରଖାନରେ ଛଟପଟ ହେଉଛନ୍ତି । ଶବଗୁଡ଼ିକ ମଧ୍ୟ ଚିହ୍ନଟପାଇଁ ଉପଯୁକ୍ତ ବ୍ୟବସ୍ଥା ଭିତରେ ରଖାଯାଇନଥିଲା । ଶବଗୁଡ଼ିକ ରକ୍ଷାଣାବେକ୍ଷଣର ଅଭାବରୁ ଗନ୍ଧ ଛାଡ଼ୁଥିଲା । ମୃତକଙ୍କ ପରିବାର ଯେଉଁମାନେ ଶବକୁ ନେବାପାଇଁ ଆସୁଥିଲେ ସେମାନଙ୍କୁ ଠିକ ଭାବରେ ସାହାଯ୍ୟ କରାଯାଉନଥିଲା । ସୁତରାଂ ଏ ସମଗ୍ର ଦୁର୍ଘଟଣା ପାଇଁ ଦାୟୀ ରେଳମନ୍ତ୍ରୀ ଇସ୍ତଫା ଦେବା ପ୍ରଦେଶ ଛାତ୍ର କଂଗ୍ରେସ ଦାବି କରୁଛି । ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂପାଦିକା ସୁଶ୍ରୀ ଅନୁଲେଖା ବୋଷା, ବିଶ୍ୱଜିତ ଦାଶ, ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, ରଣଜିତ ପାତ୍ର, ସୁବ୍ରତ ମହାପାତ୍ର, ସ୍ୱାଗତ କର, ବିଶ୍ୱଭୂଷଣ ମହାପାତ୍ର, ମହମ୍ମଦ ଗୁଲଫାମ, ଶ୍ରୀ ମହାନ୍ତି, ଲିପିକା ପାତ୍ର, କାର୍ତିକେଶ୍ୱର କାଣ୍ଡି, ଅଖିଳେଷ ଯାଦବ, ସୌମ୍ୟ ବରାଳ, ମୁନା ପରିଡ଼ା, ସ୍ପନ୍ଦନ କୁମାର ସ୍ୱାଇଁ, ଆର୍ଯ୍ୟାନ ସାସମଲ, ଉଦିତ ପ୍ରଧାନ, ସାହାରୁଖ ଖାନ, ନିଆଜୁଲ ଇସ୍ଲାମ, ସୁରଜ ରାଉତ, ସିନିଲ ଗାନ୍ଧୀ, ବିକ୍ରମ ସେନାପତି, ସୌମେନ୍ଦ୍ର ମହାନ୍ତି, ମଂଟୁ ମଲ୍ଲିକ, ସୌରଭ ପଟ୍ଟନାୟକ ପ୍ରମୁଖ ବହୁ ଛାତ୍ର କଂଗ୍ରେସ କର୍ମକର୍ତା ଅଂଶ ଗ୍ରହଣ କରିଥଲେ ।
Dadurch konnten wir den führenden Anbieter für Online Glücksspiel in Hamburg identifizieren. Glücksspiel genießt in Hamburg eine tiefe Verwurzelung,
und die Auswahl an Casinos in der Hansestadt
ist beeindruckend vielfältig. Ja, neben den staatlich konzessionierten Spielbanken gibt es in Hamburg auch
zahlreiche kleinere Spielhallen oder Spielotheken, die ausschließlich Automatenspiel anbieten.
Die heutige Spielbank Hamburg GmbH blickt auf eine Entwicklung zurück,
die sicherstellt, dass das Glücksspiel in einem kontrollierten und sicheren Rahmen stattfindet.
Die Geschichte des organisierten Glücksspiels in Hamburg,
wie in ganz Deutschland, ist eng mit staatlicher Regulierung und
der Erteilung von Konzessionen verbunden. Glücksspiel hat in Hamburg eine lange Tradition,
auch wenn die modernen Spielbanken in ihrer jetzigen Form natürlich jüngeren Datums sind.
Es gibt aber deutlich mehr Casinospiele als nur Roulette, Slots oder Blackjack.
Diese Variante wird oft als Cash Game oder in Turnieren gespielt, bei denen man gegen andere Spieler antritt.
Die sogenannten einarmigen Banditen haben in ihrer
Popularität die klassischen Tischspiele längst
überholt.
Auch Lotterien des deutschen Lotto-Toto-Blocks oder Casinospiele
in Spielbanken. Die Whitelist führt auch Glücksspielangebote
auf, die nicht unter der Aufsicht der GGL, sondern unter der Aufsicht anderer deutscher Glücksspielaufsichten stehen. Im gleichen Jahr trat die Technische Richtlinie 5.0 in Kraft, die das Automatenspiel in Spielhallen deutlich restriktiver regulierte und dafür sorgte, dass
vermehrt Spieler die weniger limitierten Automatenspiele in den deutschen Spielbanken nutzen. November 2003, dürfen die EU-Mitgliedstaaten Glücksspiele nur aus Gründen des Allgemeininteresses – wie dem Schutz
vor Geldwäsche oder Spielsucht – beschränken.
References:
https://online-spielhallen.de/lapalingo-casino-cashback-ihr-weg-zu-mehr-spielguthaben/
Such language diversity not only caters to international visitors but
also reflects the casino’s global perspective and respect for cultural diversity.
Some players opt for direct bank transfers, ideal for larger transactions,
or even cryptocurrencies like Bitcoin, which add an extra layer of anonymity and are becoming increasingly popular due to their low fees and
quick processing times. At Casino in Townsville, a range of deposit and withdrawal options
ensures flexibility and security for all players.
To accommodate its international clientele, the
ville resort Casino Townsville accepts a broad spectrum of currencies,
enhancing the convenience for players from around the globe.
Whether you’re looking to test your luck at the gaming
tables, enjoy a meal, or simply soak up the lively environment, Townsville Casino promises a comprehensive and exhilarating
entertainment experience. The vibrant Townsville Casino hotel atmosphere of the casino is complemented by its exceptional customer
service, ensuring that every visit is both enjoyable and memorable.
We have an exciting opportunity for a Casino Technician to join our team on a permanent
full-time basis. We’re at your service with fresh towels, change rooms, showers and the
swim-up bar all ready to make your chill time a total breeze.
With perfect temperature water, there’s never been a
better time to head poolside. Like all casinos in Australia, entry to The Ville’s Casino is
restricted to people aged 18 years and over.
References:
https://blackcoin.co/nine-casino-premium-gaming-destination-for-australia/
Check out our top-rated Internet blackjack gaming sites if you are located
outside of Australia. For those who are based elsewhere,
the real money casinos on this page are all accessible via both mobile and desktop.
Because of these laws, we choose not to promote real money blackjack games to this part of the world.
Country Club Tasmania was opened in 1982 and boasts an 18-hole
championship golf course as well as a premier golf driving range.
Blackjack tournaments are also a chief feature at
the Country Club Casino, typically boasting a minimum $3,000
prize pool (often much more) and also organised in a three
elimination heats then finals table format (scheduled at specific times).
Please note that tables of 12 or more are required to dine from the Master Smoker’s Platter menu.
We have homemade rubs and a curated range of sauces to complement
every dish. Our team live to grill and smoke Tasmania’s best meats to perfection.
The all-electric buildings are completely fossil-fuel free, drawing
renewable energy from off-site sources and the campus’s Thermal
Energy Center, which houses a geothermal system that provides heating and cooling
for 18 buildings. Able to accommodate more than 6,000 employees, the seven new office buildings range from four to
five stories and are arranged in an urban-inspired, pedestrian-friendly setting.
Since Microsoft established its headquarters in Redmond, Washington, in 1986, the company’s campus has grown from four
buildings to more than 100. The Pedestrian Bridge connects Microsoft’s East and West
Campus, creating a direct connection between the distinct areas of campus while also eliminating the need
for cars to traverse campus.
References:
https://blackcoin.co/rooli-casino-in-depth-review/
online real casino paypal
References:
ehdrmffn.site
online casinos mit paypal
References:
https://jobboat.co.uk/employer/324984/die-besten-online-casino-mit-paypal-im-test-2025