‘ଅହିଂସା ରଥ’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ସୋମବାର ଦିନ  ରାଜଧାନୀ ଭୁବନେଶ୍ୱରର ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ୭୬ତମ ପବିତ୍ର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାରାରାଜ୍ୟରେ ପରିକ୍ରମା କରିବାକୁ ଥିବା ଭ୍ରାମ୍ୟମାଣ ଭିଡ଼ିଓ ରଥ ଅଭିଯାନ ‘ଅହିଂସା ରଥ’ର ଶୁଭାରମ୍ଭ କରିଛନ୍ତି । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମହାତ୍ମାଙ୍କ ବାର୍ତ୍ତା ସହ ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ମହାନ ଅବଦାନ ସଂପର୍କରେ ସୂଚନା ପ୍ରଦାନ କରୁଥିବା ଅହିଂସା ରଥ ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କରିବ । ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ‘ଅହିଂସା ମଣିଷର ସବୁଠୁ ବଡ଼ ଶକ୍ତି । ମଣିଷ ନିଜର ବୁଦ୍ଧିମତା ବଳରେ ବିକାଶ କରିଥିବା ସବୁଠାରୁ ଶକ୍ତିଶାଳୀ ବିଧ୍ୱଂସୀ ମାରଣାସ୍ତ୍ର ଅପେକ୍ଷା ଆହୁରି ବେଶୀ ଶକ୍ତିଶାଳୀ ।’ ଏହି ଅହିଂସା ରଥଗୁଡ଼ିକରେ ସ୍ଥାନିତ ହୋଇଛି । ଏଥିସହ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ ‘ଦାରିଦ୍ର୍ୟ ଓ ସାମାଜିକ ଅବିଚାର ସବୁଠାରୁ ବଡ଼ ହିଂସା । ଯେ ପର୍ଯ୍ୟନ୍ତ ଦାରିଦ୍ର୍ୟ ରହିଥିବ, ସେ ପର୍ଯ୍ୟନ୍ତ ସ୍ୱାଧୀନତାର ମୂଲ୍ୟ ଅର୍ଥହୀନ । ଦାରଦ୍ର୍ୟ ଦୂରୀକରଣ ଯେକୌଣସି ସରକାର ପାଇଁ ସବୁଠାରୁ ବଡ଼ ଆହ୍ୱାନ । ଅହିଂସା ବିନା ଏହା ହାସଲ କରାଯାଇ ପାରିବ ନାହିଁ । ପ୍ରଗତି ପାଇଁ ଶାନ୍ତି ଅପରିହାର୍ଯ୍ୟ । ଜାତି, ଧର୍ମ, ବର୍ଣ୍ଣ ଭିତ୍ତିରେ ସମାଜକୁ ବିଭକ୍ତ କରୁଥିବା ଶକ୍ତିର ପରାଜୟରେ ହିଁ ପ୍ରକୃତ ପ୍ରଗତି ହାସଲ କରାଯାଇପାରିବ ।’ ମଧ୍ୟ ୪ଟି ଯାକ ଅହିଂସା ରଥରେ ସ୍ଥାନିତ ହୋଇଛି । ଗାନ୍ଧିଜୀ ଓ ଓଡ଼ିଶା ଶୀର୍ଷକ ଚଳଚ୍ଚିତ୍ର ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ‘ଅହିଂସା ରଥ’ ମାଧ୍ୟମରେ ପ୍ରଚାରିତ ହେବ । ଏହା ଛଡ଼ା ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଉତ୍କଳମଣି ଗୋପବନ୍ଧୁ ଦାସ, ଶହୀଦ ଲକ୍ଷ୍ମଣ ନାୟକ, ସ୍ୱାଧୀନତା ସଂଗ୍ରାମୀ ରଘୁ ଦିବାକର, ଦେଶର ସର୍ବକନିଷ୍ଠ ଶହୀଦ ବାଜିରାଉତଙ୍କ ଜୀବନାଦର୍ଶ ସଂପର୍କିତ ପ୍ରମାଣିକ ଚଳଚ୍ଚିତ୍ର ଏହି ଚାରୋଟି ଅହିଂସା ରଥର ଭିଡ଼ିଓ ୱାଲ୍‌ରେ ପ୍ରଦର୍ଶିତ ହେବ । ଏହା ମାଧ୍ୟମରେ ରାଜ୍ୟବାସୀ ସ୍ୱାଧୀନତା ସଂଗ୍ରାମରେ ଏହି ବରପୁତ୍ରମାନଙ୍କ ବହୁମୂଲ୍ୟ ଅବଦାନ ସଂପର୍କରେ ଅବଗତ ହୋଇପାରିବେ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ସ୍ଥଳରୁ ଏଲ୍‌ଇଡ଼ି ଭିଡ଼ିଓ ୱାଲ୍‌ରେ ସଜ୍ଜିତ ୪ଟି ରଥ ସମଗ୍ର ରାଜ୍ୟ ପରିକ୍ରମା ନିମନ୍ତେ ଯାତ୍ରା ଆରମ୍ଭ କରିଛି । ପ୍ରତି ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚିବା ପରେ ଏହି ରଥଗୁଡ଼ିକ ଜିଲ୍ଲାର ବିଭିନ୍ନ ବ୍ଲକ୍‌ ଗସ୍ତ କରିବ । ଏହି ଅବସରରେ ଜିଲ୍ଲା ଓ ବ୍ଲକ୍‌ସ୍ତରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଏଥିରେ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ, ସ୍ଥାନୀୟ ଲୋକପ୍ରତିନିଧି, ସାଧାରଣ ଜନତା ଯୋଗଦେବେ । ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ସୋମବାର ଦିନ ଠାରୁ ଆରମ୍ଭ ହୋଇଥିବା ଏହି ଅହିଂସା ରଥ ପରିକ୍ରମା କାର୍ଯ୍ୟକ୍ରମ ଅକ୍ଟୋବର୨ ତାରିଖ ଦିନ ପର୍ଯ୍ୟନ୍ତ ଚାଲିବ । ଜନସାଧାରଣ, ବିଶେଷ କରି ଛାତ୍ରଛାତ୍ରୀଙ୍କୁ ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ଅବଦାନ ସଂପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରସ୍ତୁତ ଏହି ରଥଗୁଡ଼ିକ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ, ଭୁବନେଶ୍ୱରଙ୍କ ପକ୍ଷରୁ ସୋମବାର ଦିନ  ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ପରିକ୍ରମା କରିବ । ପରେ ଅଗଷ୍ଟ ୧୬ରେ ପୁରୀରେ ପହଞ୍ଚି ସେଠାରେ ଏହି ରଥଗୁଡ଼ିକ ୪ ଦିନ ପର୍ଯ୍ୟନ୍ତ ପୁରୀ ସଦର ମହକୁମା ଏବଂ ଜିଲ୍ଲା ଅଧୀନସ୍ଥ ବିଭିନ୍ନ ବ୍ଲକ୍‌ ପରିକ୍ରମା କରିବ । ସେହିପରି ଅଗଷ୍ଟ ୨୦ରୁ ୨ ଦିନ ପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲା ଏବଂ ଏହାର ସମସ୍ତ ବ୍ଲକ୍‌ ଅଞ୍ଚଳ, ଅଗଷ୍ଟ ୨୨ରୁ ୩ ଦିନ ପର୍ଯ୍ୟନ୍ତ ଫୁଲବାଣୀ ଜିଲ୍ଲା ଓ ଏହାର ସମସ୍ତ ବ୍ଲକ୍‌ ଅଞ୍ଚଳ, ଅଗଷ୍ଟ ୨୫ରୁ ୨ ଦିନ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା, ୨୭ ଅଗଷ୍ଟରୁ ୩ ଦିନ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲା, ସେପେଫମ୍ବର ୧ ତାରିଖରୁ ୨ ଦିନ ପର୍ଯ୍ୟନ୍ତ ନୂଆପଡ଼ା ଜିଲ୍ଲା, ସେପ୍ଟେମ୍ବର ୩ ତାରିଖରୁ ୪ ଦିନ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା, ସେପ୍ଟେମ୍ବର ୭ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ନବରଙ୍ଗପୁର ଜିଲ୍ଲା, ସେପ୍ଟେମ୍ବର ୧୦ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲା, ସେପ୍ଟେମ୍ବର ୧୩ ତାରିଖରୁ ୪ ଦିନ ପାଇଁ କୋରାପୁଟ ଜିଲ୍ଲା, ସେପ୍ଟେମ୍ବର ୧୭ ତାରିଖରୁ ୪ ଦିନ ପର୍ଯ୍ୟନ୍ତ ରାୟଗଡ଼ା ଜିଲ୍ଲା, ସେପ୍ଟେମ୍ବର ୨୧ ତାରିଖରୁ ୨ ଦିନ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା, ସେପ୍ଟେମ୍ବର ୨୩ ତାରିଖରୁ ୫ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା, ସେପ୍ଟେମ୍ବର ୨୮ ତାରିଖରୁ ୪ ଦିନ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ଏବଂ ଏହା ଅନ୍ତର୍ଗତ ସମସ୍ତ ବ୍ଲକ୍‌ ଅଞ୍ଚଳ ପରିଦର୍ଶନ କରିବ । ଅକ୍ଟୋବର୨ ତାରିଖ ଦିନ ଏହି ରଥ ଭୁବନେଶ୍ୱର ଫେରିବା ସହ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ବିଭିନ୍ନ ସ୍ଥାନରେ ପରିକ୍ରମା କରିବ ।

12 thoughts on “‘ଅହିଂସା ରଥ’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  1. Um bei Merkur24 spielen zu können, ist also eine vergleichsweise
    geringe Echtgeldeinzahlung vorzunehmen. Wieviel Spaß es in einem Social casino wie
    Merkur24 machen kann zu spielen, haben wir im Rahmen unserer Merkur24 Erfahrungen erleben können. Vielmehr kommen Spieler durch das
    Sammeln von Spielchips und die Interaktion mit anderen Casinospielern auf
    ihre Kosten.
    Während das Online-Glücksspiel in Deutschland weiter wächst, bleibt Merkur Deutschland eine führende Kraft.

    Deutsche Spieler vertrauen Merkur Deutschland aufgrund seiner langen Geschichte in der Glücksspielbranche.
    Dies ist eine großartige Möglichkeit, das Beste aus
    Ihrem Spiel zu machen und zusätzliche Vorteile zu genießen. Deutsche Spieler
    können zusätzliche Belohnungen während der
    nationalen Feiertage, des Oktoberfestes und anderer lokaler
    Veranstaltungen genießen.

    References:
    https://online-spielhallen.de/ihr-einstieg-ins-gluck-der-casino-of-gold-login/

  2. Durch die Vergabe von Gratis-Spielgeld oder Freispielen versuchen Casinos, neue Kunden anzulocken und zur Anmeldung zu bewegen. Sie können dann in Sekundenschnelle Geld
    einzahlen, spielen und gewinnen. Gleiches gilt auch für Boni,
    mit denen Sie im Casino online spielen können.
    Wie beim Neukundenbonus gibt es auch bei der Freiwette ohne Einzahlung ein paar Vor- und Nachteile.
    In unserem Beispiel muss der 10 € Wettbonus ohne
    Einzahlung zu einer Mindestquote von 1,70 ganze 3 Mal
    umgesetzt werden. Wie bei jedem Wettbonus, unterliegt auch der Wettbonus ohne Einzahlungen einigen Bonusbedingungen. Gratiswetten ohne
    Einzahlung werden in den meisten Fällen Neukunden angeboten. Eine entsprechende Info bekommst Du per E-Mail vom Wettanbieter.

    Damit ist dieser Wettbonus ohne Einzahlung nur sehr schwere umzusetzen.
    Prüft aber in jedem Fall vorher, für welchen Automaten die Gratisspiele zur Verfügung stehen und wie die
    Umsatzbedingungen vor einer möglichen Auszahlung sind.
    Es gibt immer wieder neue Online Casinos, in denen Freispiele ohne
    Einzahlung sofort erhältlich sind. Es gibt noch
    deutlich mehr Boni im Online Casino zu entdecken, die sich
    ähnlich lohnen können wie Freispiele ohne Einzahlung. Gratisrunden gibt’s in unterschiedlichen Ausführungen,
    wobei Freispiele ohne Einzahlung aktuell ganz klar die seltenste Form darstellen. Ihr werdet vielleicht schon bemerkt haben, dass gerade Freispiele ohne Einzahlung oft nur dem absoluten Mindesteinsatz von 10 oder
    20 Cent entsprechen. Schaut ihr euch zum Thema Freispiele ohne Einzahlung aktuell
    um, werdet ihr feststellen, dass die Nutzungsfrist oft bei 24
    Stunden liegt – das ist in Ordnung.

    References:
    https://online-spielhallen.de/quickwin-casino-auszahlung-ein-umfassender-leitfaden-fur-reibungslose-gewinnauszahlungen/

  3. If you don’t meet the wagering requirements before the expiry date,
    you can lose any bonus funds and winnings. For example, a $100
    bonus with a 30x wagering requirement means you need
    to wager $3,000 before cashing out. These can quietly deliver more value than the headline welcome deals.
    These could include deposit limits or time checks, for example.

    With over 8,000 games to choose from (from 60 different game providers),
    it’s easily one of the biggest collections of games we’ve seen from a real money online casino.
    The best Australian online casino real money site welcomes new players with a versatile bonus that is perfect for all bankrolls.
    For a safe and enjoyable experience, play only at the best real money online casino Australia offers, like the trusted sites we’ve featured here.
    Yes, pretty much all online casinos in Australia offer bonuses these days.
    PlaytechPlaytech is another global powerhouse that supplies a wide variety of pokies, table games, and branded content to Australian online casinos.

  4. This guarantees safe deposits, fair outcomes, and a transparent casino environment.

    Aussie players benefit from strict data protection, KYC verification, and SSL encryption. In addition, the responsive mobile
    website works on both platforms without any downloads, offering the full range of games, banking
    functions and support.
    As you climb the VIP ladder, you’ll see benefits like increased cashback percentages, more free spins with better terms, and sometimes even dedicated account managers.
    It’s a tiered system designed to give more back to those who play consistently.
    If you’re a regular at 21bit, the VIP program is where the real
    perks kick in. The popular Drops & Wins promotion featuring
    Pragmatic Play titles is usually live. Basically, you’ll need to bet through the bonus amount a certain number of times before you
    can cash out any winnings derived from it. It’s the closest
    you can get to being on the casino floor without leaving home.

    References:
    https://blackcoin.co/rocketplay-casino-australia/

  5. If you’re experiencing issues with pages not loading
    or any other technical problems, our support team is always happy to help.

    Until you win then no bonus for you!! Been playing here for years!!
    Shit site people don’t bother waiting Ur money here if U
    win it’s not easy to withdraw stay away … RUBBISH SITEOnly have 3 withdrawal options, 2 of which of a fee and the other bitcoin.Advertise as an Australian website
    yet make it impossible to withdrawal to Australians.

    For withdrawals, Aussie players can use Bitcoin and bank transfers.
    When depositing funds, you can rest assured that your funds will be available almost instantly for immediate gaming.
    You can carry out both transactions at Fair Go Casino using the available deposit and
    withdrawal options. There’s also a 300% bonus up to $600 plus
    60 free spins and freebies worth $150 if you deposit via Bitcoin. For instance, Fair Go Casino will give you a 200% bonus if you deposit
    with Neosurf. Once you do, you can claim any of the following easy bonuses.

    Rather than giving you the same old titles all the time, the casino ensures that
    there are new games every month. There are bonuses with
    free spins for slots and bonus funds that you can use on a variety of games.
    Fair Go is a leading provider of online gambling services to players in Australia.
    Ongoing and no-deposit bonuses are also regularly featured—just check the Promotions
    section and always review the bonus terms before playing.
    Yes, Fair Go casino pays out to Australian players
    and offers several convenient withdrawal methods, including Bitcoin, e-wallets, and bank wire transfers.

    References:
    https://blackcoin.co/15-top-uk-no-wagering-no-deposit-casinos-you-shall-try-this-year/

  6. After introducing a nationwide shipping feature on the eCommerce platform, Facebook marketplace shipping is quickly becoming another great
    way for online sellers to earn extra cash. These guidelines encompass
    a range of criteria, including prohibited items and content that is deemed inappropriate or offensive.

    If you don’t provide these shipping alternatives, you may discourage potential buyers from making a
    purchase.
    This button will be available if you’ve chosen the prepaid shipping label method.
    When using a prepaid shipping label, simply enter
    the weight of the package and choose a shipping carrier
    from the dropdown menu on the Facebook app or desktop.

    You will then purchase your own shipping label from the carrier you specified in your listing.
    With this delivery method, the buyer will pay for shipping based on the cost you listed.

    References:
    https://blackcoin.co/royce-hotel-casino-a-comprehensive-guide/

Leave a Reply

Your email address will not be published. Required fields are marked *