ରାଜ୍ୟସ୍ତରୀୟ ପୋଲିସ୍ ପଦକ ପ୍ରଦାନ ଉତ୍ସବ

ଭୁବନେଶ୍ଵର:ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୋଲିସ୍‌, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ଏବଂ କାରାଗାର ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯାଇଛି । ସୋମବାର ଦିନ ସ୍ଥାନୀୟ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦକ ପ୍ରଦାନ କରିଛନ୍ତି । ୨୦୨୨ ମସିହା ସାଧାରଣତନ୍ତ୍ର ଦିବସ ଅବସରରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ଯୋଗ୍ୟ ବିବେଚିତ ରାଜ୍ୟର ଆରକ୍ଷୀ ବାହିନୀ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ଏବଂ କାରାଗାର ସଂସ୍ଥାର ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ସହ ଓ ଅର୍ଥ ପୁରସ୍କାର ପ୍ରଦାନ କରିଛନ୍ତି । ପୋଲିସ୍ ବିଭାଗର ୯ଜଣଙ୍କୁ ସାହସିକତା ପଦକ, ବିଶିଷ୍ଟ ସେବା ପାଇଁ ୨ଜଣଙ୍କୁ ରାଷ୍ଟ୍ରପତି ପଦକ ଓ ୧୧ଜଣଙ୍କୁ ପୋଲିସ୍ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପୋଲିସ୍ ପଦକ ପ୍ରଦାନ କରାଯାଇଛି । ସେହିପରି ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବିଭାଗର ୩ଜଣ ଗୃହରକ୍ଷୀ ଓ ୨ଜଣ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀଙ୍କୁ ପ୍ରଶଂସନୀୟ ସେବା ନିମନ୍ତେ ପଦକ ପ୍ରଦାନ କରାଯାଇଥିବା ବେଳେ କାରାଗାର ବିଭାଗର ୨ ଜଣ ଅଧିକାରୀଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ପଦକ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଡି.କେ. ସିଂ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପରେ ପରେ ଶ୍ରୀ ସୁନୀଲ କୁମାର ବଂସଲ, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ପୁରସ୍କୃତ ପୋଲିସ୍ ଅଧିକାରୀ/କର୍ମଚାରୀଙ୍କ ନାମ ପାଠ କରିଥିଲେ । ଏହାପରେ ଶ୍ରୀ ସନ୍ତୋଷ କୁମାର ଉପାଧ୍ୟାୟ, ଆରକ୍ଷୀ ମହାନିର୍ଦ୍ଦେଶକ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବିଭାଗ ପୁରସ୍କୃତ ଗୃହରକ୍ଷୀଙ୍କ ନାମ ପାଠ କରିଥ୍‌ଲେ । ଶ୍ରୀ ଦୀପ୍ତେଶ କୁମାର ପଟ୍ଟନାୟକ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, କାରାଗାର ଓ ସଂସ୍କାରମୂଳକ ବିଭାଗ ପୁରସ୍କୃତ ଅଧିକାରୀଙ୍କ ନାମ ପାଠ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର,୫-ଟି ସଚିବ ଭି.କେ. ପାଣ୍ଡିୟାନ୍‌, ବରିଷ୍ଠ ପୋଲିସ୍‌ ଅଧିକାରୀ, ପୁରସ୍କୃତ ପୋଲିସ୍ ଅଧିକାରୀ ଓ କର୍ମଚାରୀଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ ।

 

5 thoughts on “ରାଜ୍ୟସ୍ତରୀୟ ପୋଲିସ୍ ପଦକ ପ୍ରଦାନ ଉତ୍ସବ

  1. Laut Golden Panda Casino Erfahrungen und bewertung 2025
    ist das Casino reguliert und bietet ein sicheres spielerlebnis.
    Außerdem bietet Golden Panda Casino wöchentlichen cashback und die Möglichkeit, mit Kryptowährungen wie Bitcoin zu spielen. Dieser Bonus
    bietet Dir eine zusätzliche Sicherheit, um Verluste teilweise auszugleichen und motiviert, weiterzuspielen. Mit Lizenzen von anerkannten Behörden, fortschrittlichen Sicherheitsmaßnahmen und Unterstützung für Fiat- und Kryptowährungstransaktionen bieten wir eine vertrauenswürdige Plattform für Gelegenheitsspieler und ernsthafte Spieler.
    Egal, ob Sie pendeln, auf Reisen sind oder einfach
    lieber auf Ihrem Smartphone spielen – Golden Panda bietet Ihnen ein erstklassiges mobiles Erlebnis, das unserer Desktop-Plattform in jeder Hinsicht in nichts
    nachsteht.
    Sollte das nicht der Fall sein wird mein Anwalt eine sammelklage starten und wir werden auf jeder Seite die mit den casinos zu tun haben mitteilen wo und bei wem ihr euch zur Klage melden könnt.

    Richtige abzocke die Kinder spielen lassen!!!
    Leider war es mir möglich zu spielen, trotz Selbstsperre!

    Ich habe es geschafft 900 Euro von den Gelben münzen zu Erspielen. Für Vielspieler ist die App eine willkommene Ergänzung, aber kein Muss – auch die Browser-Version erfüllt höchste Anforderungen. Die
    native App, sofern im jeweiligen App Store verfügbar, bietet noch schnellere Ladezeiten, Push-Benachrichtigungen für
    Bonusangebote und ein leicht verbessertes Nutzererlebnis.

    References:
    https://online-spielhallen.de/verde-casino-online-spielen-bonus-spiele-erfahrungen/

  2. The extensive game library, powered by Realtime Gaming (RTG), includes a variety of slot machines,
    card games, and progressive jackpots. Ozwin Casino is fortunate enough
    to provide gameplay on a range of compatible devices. Finally, you can check out Gambling Therapy for emotional support if you or your loved one is being impacted by problem gambling.System Requirements
    Reputable casinos follow strict rules to protect players
    and ensure fair play, so you can enjoy your free spins or bonus cash with
    confidence. Most casinos attach wagering requirements or maximum cashout limits to these bonuses, meaning
    you\\u2019ll need to play through your winnings a certain number of times before you can withdraw
    them. Join the fastest-growing mobile casino
    and live gaming hub in the country and experience why thousands of
    Bangladeshi players trust OZWIN Casino every day. We’ve
    built our platform with players like you in mind—offering generous bonuses, lightning-fast payments, and a
    game library that’s as exciting as it is extensive.

    The only difference is that you can use free spins to play the cutting-edge
    Bubble Bubble 2 slot with a chance of winning 50,000 times the
    bet per line! The second welcome bonus on Ozwin comes with
    the same conditions and offers 200% of up to $2,000 + 50 FS.
    If you encounter issues related to accessing the profile, you can always ask the support care service
    for assistance. This completes the registration at Ozwin Casino, you will only need to verify your account.

    References:
    https://blackcoin.co/4-reasons-to-avoid-an-online-poker-casino/

  3. First, you have to Rocketplay register, then select a comfortable payment option and make your initial deposit,
    which must be at least 20 AUD. Additionally, there are several chances to win prizes thanksto the Rocket casino bonus promos.
    3,900 games from 46 reliable sources that arewell-known for their
    excellent quality and solid reputation are availableon the website.
    In just a few years, the global gaming platform RocketPlay has becomequite
    well-liked by gamers. From free spins to the most attractive bonuses, Keith is the mastermind behind every detail.

    The best Australian online casinos share several characteristics, but
    the best of them provide all the following.

    We’ve investigated and reviewed the top online casinos in Australia to give you a sense of what to expect.
    For details search rocketplay no deposit bonus and the full Bonus T&C in your profile.

    References:
    https://blackcoin.co/casino-weather-your-comprehensive-guide/

Leave a Reply

Your email address will not be published. Required fields are marked *