ପିସିସି ପକ୍ଷରୁ ପବିତ୍ର ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର : ସୋମବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ  ୭୬ତମ ପବିତ୍ର ସ୍ୱାଧୀନତା ଦିବସ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଂଗ୍ରେସ ସେବାଦଳ ପକ୍ଷରୁ ପରିଚାଳିତ ପତାକା ଉତୋଳନ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଜାତୀୟ ପତାକା ଉତୋଳନ କରି ରାଜ୍ୟବାସୀ ତଥା ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ, କଂଗ୍ରେସ କର୍ମୀ ଓ ଶୁଭେଚ୍ଛୁ ମାନଙ୍କୁ ପବିତ୍ର ସ୍ୱାଧୀନତା ଦିବସ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ସ୍ୱାଧୀନତା ସଂଗ୍ରାମରେ ସହିଦ ହୋଇଥିବା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଲେ ଯେ ଭାରତବର୍ଷର ସ୍ୱାଧୀନତାପ୍ରାପ୍ତି ପାଇଁ ଏ ଦେଶର କୋଟି କୋଟି ଜନଗଣ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ନିଜର ତ୍ୟାଗ ଓ ବଳିଦାନ ଯୋଗୁଁ ଏ ଦେଶ ସ୍ୱାଧୀନତା ପ୍ରାପ୍ତି ପାଇଥିଲା । ଏ ସ୍ୱାଧୀନତା ହେଉଛି ଆମର କଷ୍ଟଲବ୍ଧ ସ୍ୱାଧୀନତା । ସତ୍ୟ, ଅହିଂସା ମାର୍ଗରେ ଯେଉଁ ସ୍ୱାଧୀନତା ପ୍ରାପ୍ତ ହୋଇଥିଲା ଓ ଏ ଦେଶର ମହାମନୀଷମାନେ ଯେଉଁ ସ୍ୱପ୍ନ ଦେଖିଥିଲେ ଆଜି ତାହା ବିପଦମୁଖି । ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଭାରତବର୍ଷକୁ ଏକ ସମୃଦ୍ଧ ରାଷ୍ଟ୍ରରୂପେ ଗଠନ କରିବାପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଶିଳ୍ପ, ଜଳସେଚନ ପଞ୍ଚବାର୍ଷିକ ଯୋଜନା, ବିଜ୍ଞାନ ଓ କାରଗରୀ କ୍ଷେତ୍ରରେ ପ୍ରଭୁତ ବିକାଶ କରିବା ସହିତ ଭାରତରେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରିଥିଲେ । ଆଦିବାସୀ, ହରିଜନ ଓ ଅନ୍ୟ ପଛୁଆବର୍ଗଙ୍କ ସାମଗ୍ରିକ ବିକାଶ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଓ ଯୋଜନା ପ୍ରଣୟନ କରାଯାଇଥିଲା । ପରବର୍ତୀ ଅବସ୍ଥାରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଗରିବ ହଟାଓ, ବ୍ୟାଙ୍କ ଜାତୀୟ କରଣ, ରାଜାମହାରାଜାଙ୍କ ହାତପାଣ୍ଠି ଉଚ୍ଛେଦ ଓ ବିଂଶସୂତ୍ରୀ କାର୍ଯ୍ୟକ୍ରମ ଦ୍ୱାରା ଭାରତ ବର୍ଷର ଗରିବରୁ ଅତି ଗରିବତର ଲୋକମାନଙ୍କର ବହୁ ଉନ୍ନତି ପରିଲକ୍ଷିତ ହେଉଥିଲା । ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ବିଜ୍ଞାନୀ କାରିଗରୀ କୌଶଳ, ଟେଲି କମ୍ୟୁନିକେସନ, ସୁପର କମ୍ପ୍ୟୁଟର, ନୂତନ ଶିକ୍ଷାନୀତି, ୧୮ବର୍ଷରୁ ଯୁବକ ଯୁବତୀମାନଙ୍କର ଭୋଟ ବ୍ୟବସ୍ଥା, ସାଂପ୍ରଦାୟିକ ସଦ୍‌ଭାବନା ଉପରେ ବହୁ ଗରୁତ୍ୱପ୍ରଦାନ କରି ଭାରତବର୍ଷକୁ ଏକ ବିକାଶଶୀଳ ରାଷ୍ଟ୍ରରୂପେ ପରିଗଣତ କରାଇଥିଲେ । କିନ୍ତୁ ୟୁପିଏ ସରକାର ସମୟରେ ଶିକ୍ଷା ଅଧିକାର, ଖାଦ୍ୟ ସୂରକ୍ଷା ଆଇନ, ସୂଚନା ଅଧିକାର ଆଇନ ଏବଂ ଆଦିବାସୀ ମାନଙ୍କର ଜଙ୍ଗଲ ଜମି ଓ ଜଳ ଉପରେ ଅଧିକାରର ଆଇନ ଆଣି ଦେଶର ଏକ ବୈପ୍ଳବିକ ପରିବର୍ତନ ଆଣିଥିଲୋ । କିନ୍ତୁ ଦୀର୍ଘ ୨୦୧୪ ମସିହା ପାଖରୁ ଭାରତ ବର୍ଷର ବିଜେପି ସରକାର ଦେଶରେ ଧର୍ମ ନାମରେ ରାଜନୀତି କରୁଛନ୍ତି । ଭାରତ ବର୍ଷରେ ବିଭେଦ ସୃଷ୍ଟି କରିବା ସହିତ ଘୃଣା, ହିଂସା ଓ ବିଦ୍ୱେଶ ବାଣ୍ଟୁଛନ୍ତି ତଦ୍ୱାରା ବିବିଧତା ଭିତରେ ଯେଉଁ ଐକ୍ୟତା ନଷ୍ଟ ହେଉଛି । ଶାନ୍ତି,ମୌତ୍ରି ଓ ପ୍ରଗତି ଆଜି ଘୃଣା ଓ ହିଂସାରେ ପରିବର୍ତନ ହୋଇଛି । ୨୨ ବର୍ଷର ନବୀନ ସରକାର କେନ୍ଦ୍ରର ବିଜେପି ସରକାର ସହତ ହାତମିଳାଇ ଓଡ଼ିଶାକୁ ଆଜି ରସାତଳ ଗାମୀ କରିଛି । ଏ ରାଜ୍ୟର କୃଷକ, ଗରିବ, ଖଟିଖିଆ ସମେତ, ଶିକ୍ଷତ ବେକାରୀ ଯୁବକ ଯୁବତୀ, ସ୍ୱଳ୍ପ ଓ ମଧ୍ୟବିତ ଆୟକାରୀ ବର୍ଗ ଆଜି ସମସ୍ତେ ହନ୍ତସନ୍ତ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଆଇନ କାନୁନ ବ୍ୟବସ୍ଥା ସବୁ ଭୁଷୁଡ଼ି ପଡ଼ିଛି । ଯେ ପର୍ଯ୍ୟନ୍ତ କଂଗ୍ରେସ ରାଜ୍ୟକୁ ଫେରିନାହିଁ ସେ ପର୍ଯ୍ୟନ୍ତ ଓଡ଼ିଶା ଭାଗ୍ୟର ପରିବର୍ତନ ହେବ ନାହିଁ । ତେଣୁ ମୋର ଓଡ଼ିଶା ବାସୀ ତଥା କଂଗ୍ରେସ ନେତୃବର୍ଗ ଓ କର୍ମୀମାନଙ୍କୁ ମୋର ନିବେଦନ ଆସନ୍ତା ଦିନରେ ଆପଣମାନେ କଂଗ୍ରେସକୁ ଶକ୍ତିଶାଳି ଓ ମଜଭୁତ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଜୟଦେବ ଜେନା, ଶରତ ରାଉତ, ରାମ ଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ, ଅନନ୍ତ ସେଠୀ, ଆର୍ଯ୍ୟ ଜ୍ଞାନେନ୍ଦ୍ର, ଶୁଭେନ୍ଦୁ ମହାନ୍ତି, ବିଶ୍ୱଜିତ ଦାଶ, ସସ୍ମିତା ବେହେରା, ଲଲାଟେନ୍ଦୁ ମହାପାତ୍ର, ଯୁଧିଷ୍ଠୀର ଜେନା, କିଶୋର ଜେନା, ମନୋରଞ୍ଜନ ଦାଶ, ଅମୀୟ ପଟ୍ଟନାୟକ, ଜାନକୀ ପଟ୍ଟନାୟକ, ଅଭିଷେକ ମହାନନ୍ଦ, ସ୍ମୃତି ରଞ୍ଜନ ଲେଙ୍କା, ୟାସିର ନୱାଜ, ମାନସ ଆଚାର୍ଯ୍ୟ, ଲୋକନାଥ ମହାରଥି, ବିରେନ ମୋହନ ପଟ୍ଟନାୟକ, ଚିନ୍ମୟ ସୁନ୍ଦର ଦାସ, ପ୍ରକାଶ ଜେନା, ପ୍ରଭାବିତୀ ପଟ୍ଟନାୟକ, ରଶ୍ମି ମହାପାତ୍ର, ଗୀତାଞ୍ଜଳି ମହାନ୍ତି, ସ୍ୱାଧୀନବାଳା ଦାସ, ମଧୁସ୍ମିତା ଆଚାର୍ଯ୍ୟ, କୁସୁମ ପ୍ରଧାନ, ଶ୍ରିୟାସ୍ମିତା ପଣ୍ଡା, ସୁଭଦ୍ରା ମିଶ୍ର, ଜୟଶ୍ରୀ ପାତ୍ର, ଯୋଗୀନାଥ ବାହୁ ବଳେନ୍ଦ୍ର, ହଳଧର ସେଠୀ, ରଜନୀ ମହାନ୍ତି, ନିରଞ୍ଜନ ନାୟକ, ଦୀପକ ସାହୁ, ସରୋଜ ପରିଡ଼ା, କୁମାର ଚିରଞ୍ଜିବ, ପ୍ରଣତି ମିଶ୍ର, ବିସ୍ମୟ ମହାପାତ୍ର, ରସିକ ପଟ୍ଟନାୟକ, ଜ୍ଞାନରଞ୍ଜନ ପଟ୍ଟନାୟକ, ତ୍ରିଲୋଚନ ମହାନ୍ତି, ନରେଶ ମହାନ୍ତି, ସତ୍ୟବ୍ରତ ନାୟକ, ରାଜକିଶୋର ବାରିକ, ମନୋଜ ସାହୁ, ଜ୍ୟୋତିଷ ସାହୁ, ଏମଡି ଶାହାଦୁଲ୍ଲା, ଉଷାରାଣୀ ବେହେରା, କୁଳମଣି ସାହୁ, ଅଶୋକ ଦାସ, ରାଜୀବ ପଟ୍ଟନାୟକ, ମିହିର ଆଚାର୍ଯ୍ୟ, ଲଲାଟେନ୍ଦୁ ଦାଶ, ତରୁଣ ମିଶ୍ର, ସୁଶାନ୍ତ ତ୍ରିପାଠୀ, ସଂକୁନା କହଁର, ଲିଙ୍ଗରାଜ ସାହୁ, ବିଜୟଲକ୍ଷ୍ମୀ ମହାପାତ୍ର, ଦୀପକ ମହାପାତ୍ର, ପ୍ରକାଶ ମିଶ୍ର, ପୁଷ୍ପିତା ଦାସ, ନଳିନୀ ନାୟକ, କୈଳାସ ସାହୁ, ବସନ୍ତ ମହାରଣା, ଜିଆଉଲ ହକ, ଉର୍ବଶୀ ମିଶ୍ର, ଦେବାଶିଷ ଭୂୟାଁ, ଅଶୋକ ସାହୁ, ଦେବାଶିଷ ମହାପାତ୍ର, ଜୟକୃଷ୍ଣ ମଲ୍ଲିଆ, ଜୟକୃଷ୍ଣ ସୁବୁଦ୍ଧି, ଆଲୋକ ମହାନ୍ତି, ଦେବେନ୍ଦ୍ର ମହାନ୍ତି, କୃଷ୍ଣ ଚନ୍ଦ୍ର ନେପାକ, ବେଣୁଧର ପାତ୍ର, ଏମଡି ଅଲ୍ଲୀ, ସୁଶାନ୍ତ ମହାରଣା, ବୁନା ମହାନ୍ତି, ମନୋଜ ନାୟକ, ଶ୍ରୀନିବାସ ରାଉତରାୟ, ରାମକୃଷ୍ଣ ପରିଡ଼ା, ସାଗର ପରିଡ଼ା, ମଂଟୁ ମଲ୍ଲିକ, ଖଗେଶ୍ୱର ମଲ୍ଲିକ, ପ୍ରକାଶ ମହାନ୍ତି, ମୋହନ ହେମ୍ବ୍ରମ, ଲକ୍ଷ୍ମିଧର ନାୟକ, ଭୀମସେନ ଭୋଇ, ସୁବ୍ରତ ଗଡ଼ ନାୟକ, କୈଳାସ ମୁଖି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

5 thoughts on “ପିସିସି ପକ୍ଷରୁ ପବିତ୍ର ସ୍ୱାଧୀନତା ଦିବସ ପାଳିତ

  1. PSK Casino bietet seinen Spielern in Deutschland zuverlässigen und zugänglichen Kundensupport über verschiedene Kanäle.
    Benutzer können über den mobilen Browser auf alle Casino-Funktionen zugreifen, einschließlich Registrierung, Ein- und Auszahlungen, Spielen und Zugriff auf Promotionen. Für Benutzer, die keine App installieren möchten, bietet PSK Casino eine mobile Version seiner
    Website, die für alle Arten von Mobilgeräten optimiert ist.

    Darüber hinaus können Benutzer zahlreiche Vorteile wie Freispiele und Promotionen für Mitglieder nutzen.
    Die App ist aufgrund der Google-Richtlinien zu Wett-Apps nicht im Google Play Store verfügbar.
    Nuvei bietet ebenfalls vollständige Ein- und Auszahlungsfunktionen. PSK Casino ermöglicht
    seinen Benutzern in Deutschland verschiedene Optionen für Ein-
    und Auszahlungen mit hohen Sicherheits- und Komfortstandards.
    Im Folgenden finden Sie einen Überblick über die aktuell verfügbaren Boni, Mindestvoraussetzungen für die Aktivierung
    sowie die Umsatzbedingungen.

    References:
    https://online-spielhallen.de/playfina-casino-mobile-app-dein-spielvergnugen-fur-unterwegs/

  2. In terms of deposits at Royal Reels Casino, players can typically expect instant processing times for most payment methods, allowing them to jump right into their favorite games
    without delay. The convenience and reliability of the deposit procedures at Royal Reels Casino contribute to
    an enhanced gaming experience for all players.
    One of the key aspects that sets Royal Reels Casino apart is the seamless integration of cutting-edge technology, ensuring a smooth and immersive gaming experience for all
    players.
    This online casino review confirms that our
    platform excels with its vast selection of games and slots, generous royal reels casino bonuses, and a player-focused approach.
    Royal Reels Casino is at the forefront of offering enticing promotions and bonuses, consistently
    enhancing the online gaming experience for players. Our mobile platform gives you full access to your royal
    reels casino account, games, and bonuses.

    Royal Reels Casino stands out through a concoction of benefits
    designed to elevate the player experience beyond standard offerings.
    Royal Reels Casino provides a warm introduction to
    its online gaming world, blending thrilling experiences with essential guidance.
    These features affirm Royal Reels Casino’s commitment to providing
    a cutting-edge and player-centric experience, showcasing a digital
    environment where innovation thrives, and customer satisfaction is consistently prioritized.
    Players are treated to enhanced live dealer offerings with multi-table views allowing simultaneous game play.

    References:
    https://blackcoin.co/this-is-vegas-casino-review/

  3. The Winspirit VIP program is designed to reward loyal players with exclusive
    benefits. The strong points like game variety and quick payouts make it a
    solid choice, while knowing the cons lets you plan around them.
    This balance helps you decide if Win Spirit online casino fits your gaming needs.

    Players enjoy the wide game variety and fast payouts, while some mention minor issues
    like limited payment options. The support team is also
    there to help, ensuring your Win Spirit casino
    sessions stay fun.
    The platform uses SSL encryption and enforces KYC/AML rules.
    WinSpirit emphasises secure transactions and responsible play.
    The PWA mimics native app behaviour and can be
    installed on iOS and Android with add-to-home-screen steps.
    WinSpirit includes low-cost, social game options like bingo and keno that are ideal for relaxed sessions.
    Points convert into tier progression and unlock benefits like cashback increases,
    higher withdrawal limits and personalised offers.

    This promotion features 30 live table games, including Baccarat,
    Blackjack, Poker, and so on. You can participate in this tournament by wagering just 0.2 AUD and playing 11 games,
    listed in the promotion details. You can take part
    in it by playing 116 different games. Such offers revolve around games
    of specific developers. Our official brand is WinSpirit (sometimes stylised
    as win spirit), and both terms refer to the same platform.
    Remember to use the WinSpirit casino login credentials safely, enable
    any available security features, and consult support for any uncertainties during the process.

    References:
    https://blackcoin.co/discover-the-ultimate-online-gambling-experience/

Leave a Reply

Your email address will not be published. Required fields are marked *