ଏକାମ୍ର ହାଟଠାରେ ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୨ ଉଦ୍‌ଘାଟିତ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିତ ବାର୍ଷିକ ତାଲିକା ହିସାବରେ ଏ ବର୍ଷ ଗଣେଶ ପୂଜା ଅବସରରେ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୨ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟଠାରେ ଆୟୋଜନ କରାଯାଇଅଛି । ରାଜ୍ୟରେ ଥିବା ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ମାନଙ୍କରେ ଜଡିତଥିବା ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି କରି ତାଙ୍କୁ ନିୟମିତ କାମ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ POHI-୨୦୨୨-୨୩ ଯୋଜନାରେ ଏହା ଅନୁଷ୍ଠିତ ହୋଇଅଛି । ବୁଧବାର ଦିନ ଏହି ମେଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଉଦ୍‌ଘାଟନ କରିଛନ୍ତି । ଏହି ଉତ୍ସବରେ ବୟନଶିଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଦାଶ, ସମ୍ବଲପୁରୀ ବସ୍ତ୍ରାଳୟର ସଂପାଦକ ଶ୍ରୀଯୁକ୍ତ ସଂପୂର୍ଣ୍ଣାନନ୍ଦ ପ୍ରଧାନ, ଓ ସମ୍ବଲପୁରୀ ବସ୍ତ୍ରାଳୟ, ବରଗଡର ବାଣିଜ୍ୟ ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ମେଳାରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ରାଜ୍ୟର ବରଗଡ, କଟକ, ସୋନପୁର,ଆଠଗଡ, ଢେଙ୍କାନାଳ, ବାରିପଦା, ଖୋର୍ଦ୍ଧା, ନୟାଗଡ, କଲାହାଣ୍ଡି, ବଲାଙ୍ଗିର ଓ ବୌଦ୍ଧ ବୟନ ମଣ୍ଡଳମାନଙ୍କରୁ ୫୫ଗୋଟି ସମବାୟ ସମିତି/ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କର ଉତ୍ପାଦିତ ଲୁଗାର ପ୍ରଦର୍ଶନୀ ଓ ବିକ୍ରୟ କରିବା ପାଇଁ ଯୋଗଦାନ କରିଛନ୍ତି । ଏଥି ସକାଶେ ସେମାନଙ୍କୁ ୫୫ଗୋଟି ଦେୟମୁକ୍ତ ଷ୍ଟଲ ପ୍ରଦାନ କରାଯାଇଅଛି । ଏହି ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଆସନ୍ତା ତା.୩୧.୦୮.୨୦୨୨ ପର୍ଯ୍ୟନ୍ତ ଚାଲୁରହିବ । ଏହି ଏକାମ୍ର ହାଟରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରଚେଷ୍ଠାରେ ଗତ ତା.୦୨.୧୦.୨୦୨୧ ରୁ ତା.୧୪.୦୮.୨୦୨୨ ପର୍ଯ୍ୟନ୍ତ ରାଜ୍ୟର ୫୩୬ଜଣ ହସ୍ତତନ୍ତ ବୁଣାକାର/ସଂସ୍ଥା ଓ ୭୧୮ଜଣ ହସ୍ତଶିଳ୍ପ କାରିଗର
ଭାଗନେଇ ଯଥାକ୍ରମେ ୭୦୦.୭୨ ଓ ୩୮୫.୦୪ ଲକ୍ଷ ଟଙ୍କା, ଏହିପରି ମୋଟ ୧୦୮୫.୭୬ ଲକ୍ଷ ଟଙ୍କାର କାରବାର କରିପାରିଛନ୍ତି, ଯାହାକି ଏକ ଯୁଗାନ୍ତକାରି ପଦକ୍ଷେପ ଅଟେ । ଏତତ୍‌ବ୍ୟତୀତ ଉକ୍ତ ହାଟରେ ଥିବା ଫୁଡ ଷ୍ଟଲମାନଙ୍କରେ ମଧ୍ୟ ୨୧୩.୦୩ ଲକ୍ଷ ଟଙ୍କାର ବିକ୍ରୟ କରି ପାରିଛନ୍ତି ଓ ଏହି ହାଟରେ ୧୬ଗୋଟିସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଅଛି । ଉକ୍ତ ଅବଧି ମଧ୍ୟରେ ଏକାମ୍ର ହାଟ ମଧ୍ୟକୁ ୧.୯୬ ଲକ୍ଷ ଲୋକ ଆଗମନ କରିଛନ୍ତି । ତା.୧୭.୦୮.୨୦୨୨ରୁ ଆରମ୍ଭ ହେଉଥିବା ସ୍ୱତନ୍ତ୍ର ମେଳାରେ ଗ୍ରାହକମାନେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଉପିାଦିତ ହସ୍ତତନ୍ତ ଲୁଗା ସୁଲଭ ମୂଲ୍ୟରେ ୧୦% ସରକାରୀ ରିହାତିରେ କିଣିପାରିବେ । ଏହାର ସୁଯୋଗ ନେବାପାଇଁ ସମିତି ତରଫରୁ ଗ୍ରାହକମାନଙ୍କୁ ଅନୁରୋଧ କରାଯାଉଅଛି । 

5 thoughts on “ଏକାମ୍ର ହାଟଠାରେ ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୨ ଉଦ୍‌ଘାଟିତ

  1. Ja, Casinos ohne deutsche Lizenz sind nicht an das OASIS Sperrsystem angebunden. Als deutscher Spieler machst Du Dich nicht strafbar, wenn Du bei internationalen Anbietern spielst.
    Online Casinos ohne Limit bieten Dir deutlich mehr Freiheit beim Spielen. Die besten Casinos bieten Dir tägliche,
    wöchentliche oder personalisierte Cashback-Aktionen an, meist zwischen 10 und 20%.
    Oft sind Freispiele ein Teil des Willkommenspakets oder Teil des Reload
    Boni.
    Die Casinos ohne Limits können insgesamt als deutlich attraktiver und besser als die
    Casinos mit deutscher Lizenz bezeichnet werden. Zudem findet
    ihr nicht nur Slots im Spielangebot, sondern auch Live-Spiele, Jackpots
    und Tischspiele. Online Casinos ohne Limit sind legal, wenn sie
    eine Lizenz einer europäischen Regulierungsbehörde besitzen. Zu diesen gehören etwa das 1€
    Einsatzlimit oder das 1.000€ Einzahlungslimit im Monat.

    Könnt ihr im Kassenbereich vertrauenswürdige Zahlungsanbieter entdecken, ist dies definitiv ein gutes Zeichen. Das Ganze gilt
    übrigens für alle in Deutschland lizenzierten Anbieter.
    Bonus bis 2500€ + 250 FSSilverplayJetzt ohne Einschränkungen spielen! Wer ohne Limits im Casino spielen will, findet immer noch eine Vielzahl an Anbietern, die ohne diese Maßnahmen auskommen. Daher
    sollten Spieler, die No-Limit-Casinos nutzen,
    verantwortungsbewusst spielen und ihre Einsätze im Rahmen ihres Budgets halten. Viele Online Casinos operieren weiterhin auf dem deutschen Markt
    und nutzen dabei eine legale Grauzone. Größere Einzahlungen sind auch in von uns getesteten Online-Casinos ohne Einzahlungslimits möglich.

    References:
    https://online-spielhallen.de/deine-verde-casino-mobile-app-das-ultimative-spielerlebnis-fur-unterwegs/

  2. In 1864 the military moved from the site and the existing buildings were
    occupied by the Registrar-General, Treasury and Engineer of
    Harbours. In September 2024, Griffith University announced
    that they would be purchasing the building to use as a new inner-city teaching campus.

    From 1995 to 2024 the building was occupied by the Treasury Casino and
    owned by Star Entertainment Group. Although officially fronting
    on Queen Street, the building occupies an entire city block surrounded by
    Queen Street, George Street, Elizabeth Street and William Street.
    The building is located at North Quay, near the northern end
    of Victoria Bridge.
    A contemporary 1920s interior was achieved in the third phase of the building by infilling between loadbearing
    columns with semi-demountable partitions. He received his training
    and experience in the architectural office of the Victorian Department of Public Works, and designed major public buildings in Victoria (e.g.
    the Old Treasury Building in Melbourne), Queensland and Western Australia.
    Explore a world of top-tier gaming andenhance your onsite
    casino journey.
    Once the user clicks the button control, the result will be stored in the Power Apps collection, as shown below.
    Once you click the button control, the specified value will appear in the
    text label control, as shown below. Now, on the Power Apps Screen, insert a Data
    table control and set its Items property to the code below.
    For all the records of the input table, raise the Value column to the
    third power. It evaluates some functionality on each row of a particular table/collection or database.
    It’s time to embrace spring in style.

    References:
    https://blackcoin.co/ggbet-casino/

  3. The casino is recognised for fair payouts, transparent rules,
    and responsible gambling practices. This information is
    provided for the information of players from the Australia.
    Sign up at SkyCrown Casino and play favourite
    pokies now, grabbing your real money wins today! The comprehensive FAQ section also addresses many common questions,
    making information readily available without contacting support.

    Overplaying or treating it as an income source can harm your finances, relationships, and wellbeing.
    Wins and losses are part of the experience, and chasing
    losses can only lead to frustration. It’s important to remember that a casino is not a way to earn money.

    The site layout eliminates unnecessary distractions, focusing attention on gaming content.

    The main menu categories provide quick access
    to slots, table games, and promotional offers.
    Dark tones create contrast with game elements while minimizing glare during gameplay.

    References:
    https://blackcoin.co/login-to-your-spin-city-account-the-official-site-2025-updated/

Leave a Reply

Your email address will not be published. Required fields are marked *