କଳାକାରମାନଙ୍କ ପାରିଶ୍ରମିକରେ ଉଲେଖନୀୟ ବୃଦ୍ଧି ଘୋଷଣା

ଭୁବନେଶ୍ବର:ରାଜ୍ୟରେ ଲୋକକଳାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପ୍ରଗତିଶୀଳ ପଦକ୍ଷେପ ନେଇଛନ୍ତି । 2009 ମସିହାରୁ ବ୍ଲକ୍‌ ଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟସ୍ତର ପର୍ଯ୍ୟନ୍ତ କଳାକାରମାନଙ୍କ ସଂଘ ଗଠନ କରାଯାଇଛି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଅନ୍ୟାନ୍ୟ ବିଭାଗ ଦ୍ବାରା ଲୋକକଳା କାର୍ଯ୍ୟକ୍ରମର ଆୟୋଜନ କରାଯାଇ ପ୍ରୋତ୍ସାହନ ଦିଆଯାଉଛି । କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଗୁଡିକରେ କଳାକାର ମାନଙ୍କ ପ୍ରଦର୍ଶନ ପାଇଁ ପାରିଶ୍ରମିକରେ ବୃଦ୍ଧି ବିଷୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।ବିଭିନ୍ନ ଲୋକକଳା ଯଥା ଦାସକାଠିଆ, ପାଲା, ଘୋଡାନାଚ ତଥା ଲୋକନୃତ୍ୟ ଓ ଲୋକସଂଗୀତ ପାଇଁ ପାରିଶ୍ରମିକ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ଲୋକକଳା ଜରିଆରେ ବିଭିନ୍ନ ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମ ତଥା ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ପ୍ରଚାର ପ୍ରସାର କରାଯାଇଥାଏ । ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ଲୋକକଳା ପାଇଁ ଗୋଟିଏ ଦିନରେ ୩ ଘଣ୍ଟାରେ ୩ଟି ପ୍ରଦର୍ଶନ କରିବା ପାଇଁ ବର୍ଦ୍ଧିତ ପାରିଶ୍ରମିକ ଘୋଷଣା କରାଯାଇଛି । ଦଳର ମୁଖ୍ୟଙ୍କୁ ଦିନକୁ ୧୦୦୦ ଟଙ୍କା ଓ ଅନ୍ୟ ସଦସ୍ୟ ମାନଙ୍କୁ ୮୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ । ଏହାସହିତ, କଳାକାର ମାନଙ୍କ ଗମନାଗମନ ଓ ଖାଦ୍ୟ ପାଇଁ ଜଣ ପିଛା ଦୈନିକ ୩୦୦ ଟଙ୍କା ଲେଖାଏ ଦିଆଯିବ । ଏହି ନୂତନ ପାରିଶ୍ରମିକ ଅନୁଯାୟୀ ଦାସକାଠିଆ ପ୍ରଦର୍ଶନ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୨୦୦ ଟଙ୍କା ଦିଆଯାଉଥିବା ବେଳେ, ବର୍ତ୍ତମାନ ଏକ ଦୁଇ ଜଣିଆ ଦଳକୁ ଏକକାଳୀନ ୨୪୦୦ ଟଙ୍କା ପ୍ରଦାନ କରାଯିବ ।ସେହିପରି ପାଲା ପ୍ରଦର୍ଶନ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୩୫୦ ଟଙ୍କା ଦିଆଯାଉଥିବା ବେଳେ, ଏବେ ଏକ ୬ ଜଣିଆ ଦଳକୁ ଏକକାଳୀନ ୬୮୦୦ ଟଙ୍କା ଦିଆଯିବ ।ଘୋଡାନାଚ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୩୫୦ ଟଙ୍କା ଦିଆଯାଉଥିବା ବେଳେ, ବର୍ତ୍ତମାନ ୮ ଜଣିଆ ଘୋଡାନାଚ ଦଳକୁ ଏକକାଳୀନ ୯୦୦୦ ଟଙ୍କା ଦିଆଯିବ ।ସେହିପରି ଲୋକନୃତ୍ୟ ଓ ଲୋକସଂଗୀତ ପାଇଁ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୪୦୦ ଟଙ୍କା ଦିଆଯାଉଥିଲା । ଏବେ ଏକ ୮ ଜଣିଆ ଦଳକୁ ଏକକାଳୀନ ୯୦୦୦ ଟଙ୍କା ଦିଆଯିବ ।ଲୋକକଳାର ସୁରକ୍ଷା ତଥା କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଏହି ପଦକ୍ଷେପ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।

5 thoughts on “କଳାକାରମାନଙ୍କ ପାରିଶ୍ରମିକରେ ଉଲେଖନୀୟ ବୃଦ୍ଧି ଘୋଷଣା”

  1. Darüber hinaus ermöglichen casino online echtgeld
    Plattformen den Spielern, den wahren Nervenkitzel von Wetten und möglichen Gewinnen zu
    erleben. Für diejenigen, die die Authentizität eines physischen Casinos suchen, bieten viele online
    casino deutsch Seiten Live-Casino-Optionen. Die
    beste online casino Deutschland Plattformen bieten eine Vielzahl von Spielen, einschließlich Slots, Blackjack, Roulette und mehr.

    Ein entscheidendes Merkmal eines deutsches online casino ist der casino bonus.
    In der Welt der Glücksspiele hat sich das online casino
    als eine moderne und bequeme Option für Spieler etabliert.
    Mobile Casino-Apps bieten den Spielern eine größere Auswahl an Slots
    und die Möglichkeit, bequem online zu spielen, ohne physisch zur Spielothek reisen zu müssen.
    Wir haben schon mehrmals weiter oben erklärt, dass legale Online Casinos ein vielfältiges Spielangebot bieten müssen. Doch
    die besten Anbieter mit dem höchsten Bonus und einer top Spielauswahl
    finden Sie in unserer obigen Rangliste für legale Online Casinos,
    die wir empfehlen. Denn Sie können ohne Frage alle lizenzierten Online Casinos
    in Deutschland legal besuchen. Wir sehen uns bei den Bewertungen der
    besten Auszahlungsquoten an, welche Glücksspiele mit hohem RTP
    auf einer Seite verfügbar sind.

    References:
    https://online-spielhallen.de/monro-casino-cashback-ihr-weg-zu-verlorenen-einsatzen-zuruck/

  2. Each time a new player takes a turn, the board is passed
    over to them. Most players, especially those who are first
    starting, will use 24/7 Backgammon to play against a computer as opposed to a “real” opponent.
    If they have not borne off any checkers and still have checkers within the opponent’s home board, the winner
    earns three points. For example, if the losing player
    has not borne off any of their checkers, you will receive two points.

    If playing with friends, you could always ask them for some advice before you
    start playing. For example, you could watch Backgammon tutorials or games on sites
    such as YouTube to better familarize yourself with the rules!

    However, if you are looking to put your skills to the test, you may want to play
    against another human player instead. When playing 24/7 Backgammon, your home
    point is in the bottom left corner of the screen. A die
    is used to raise the stakes when playing Backgammon. A prime is a series
    of six consecutive points occupied by your checkers.

    References:
    https://blackcoin.co/just-casino-australia-your-premier-online-casino-destination/

  3. If you don’t meet the wagering requirements before the expiry date, you can lose any bonus funds and winnings.
    For example, a $100 bonus with a 30x wagering requirement
    means you need to wager $3,000 before cashing out.
    These can quietly deliver more value than the headline welcome deals.
    These could include deposit limits or time checks, for example.

    With over 8,000 games to choose from (from 60 different game providers), it’s easily one of the biggest collections
    of games we’ve seen from a real money online
    casino. The best Australian online casino real money site welcomes new players with a versatile bonus that is perfect for all bankrolls.
    For a safe and enjoyable experience, play only at the best real money online casino Australia offers, like the trusted sites we’ve featured here.

    Yes, pretty much all online casinos in Australia offer bonuses these days.

    PlaytechPlaytech is another global powerhouse that supplies a wide variety of
    pokies, table games, and branded content to Australian online casinos.

Leave a Reply

Your email address will not be published. Required fields are marked *