ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ କରିବା ନେଇ ସମୀକ୍ଷା ବୈଠକ

ଭୁବନେଶ୍ୱର:ଓଡ଼ିଶାର ସମସ୍ତ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ କରିବା ନିମନ୍ତେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ଆବଶ୍ୟକତା ତଥା ଗୁରୁତ୍ୱ ସଂପର୍କରେ ଶ୍ରୀ ସାହୁ ଆଲୋକପାତ କରିଥିଲେ । ଏ ସଂକ୍ରାନ୍ତୀୟ ଆଇନର କଡ଼ାକଡ଼ି ଅନୁପାଳନ ନିମନ୍ତେ ଶ୍ରମ ଆୟୁକ୍ତ, ଜିଲ୍ଲା ଶ୍ରମ ଅଧିକାରୀ, ପୌର ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ବୈଠକରେ ୫୩ ହଜାର ୫୩୪ ପଂଜୀକୃତ ଦୋକାନ ଓ ବାଣିଜ୍ୟକ ପ୍ରତିଷ୍ଠାନ ମଧ୍ୟରୁ ୪୮ ହଜାର ୫୪୭ଟି ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖାଯାଇଥିବା ଏବଂ ୨୭ଟି ଖିଲାପକାରୀ ପ୍ରତିଷ୍ଠାନ ବିରୁଦ୍ଧରେ ଜରିମାନା ଆଦାୟ ସହ ମୋକଦ୍ଦମା କରାଯାଇଥିବା ନେଇ ଶ୍ରମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଏ ପର୍ଯ୍ୟନ୍ତ ୧୭ଟି ଜିଲ୍ଲାରେ ବିଭିନ୍ନ ବାଣିଜ୍ୟକ ସଂଘ ସହିତ ଏ ନେଇ ବୈଠକ କରାଯାଇଥିବା ବେଳେ ବାକି ଜିଲ୍ଲାଗୁଡ଼ିକରେ ଓଡ଼ିଆରେ ନାମଫଳକ ଲେଖିବା ସଂକ୍ରାନ୍ତୀୟ ବୈଠକ ଶେଷ କରିବାକୁ ଶ୍ରୀ ସାହୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହ ମହାନଗର ନିଗମ ଅଧିକାରୀମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯାଇ ଓଡ଼ିଆରେ ନାମଲେଖା ନେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏଥି ସହ ପ୍ରତି ୧୫ ଦିନରେ ଶ୍ରମ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ନେଇ ଏହାର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଗେଜେଟ୍‌ ବିଜ୍ଞପ୍ତି ସଂଖ୍ୟା ୮୨୪ ତା. ୩୦/୦୫/୨୦୧୮ ଅନୁସାରେ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଥିଲା । ଏଥି ନିମିତ୍ତ ୨୦୧୮ ମସିହାରେ ରାଜ୍ୟର ଶ୍ରମ ଓ ରାଜ୍ୟ କର୍ମଚାରୀ ବିଭାଗ ଦ୍ୱାରା ଓଡ଼ିଶା ଦୋକାନ ଓ ବାଣିଜ୍ୟକ ପ୍ରତିଷ୍ଠାନ ଅଧିନିୟମ ୧୯୫୬ରେ ଆବଶ୍ୟକୀୟ ସଂଶୋଧନ ମଧ୍ୟ କରାଯାଇଥିଲା । ଏହି ନିୟମ ଅନୁଯାୟୀ ଖିଲାପକାରୀଙ୍କୁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପକ୍ଷରୁ ୭ ଦିନିଆ ନୋଟିସ ଦିଆଯିବା ପରେ ଖିଲାପକାରୀଙ୍କୁ ପ୍ରଥମଥର ୫ ହଜାର ଟଙ୍କା ଓ ଦ୍ୱିତୀୟ ଥର ନିମନ୍ତେ ୨୫ ହଜାର ଟଙ୍କା ଜରିମାନା କରାଯିବାର ବ୍ୟବସ୍ଥା ରହିଛି । ଏହି ଅନ୍ୟମାନଙ୍କ ମଧ୍ୟରେ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଶାସନ ସଚିବ ଶ୍ରୀ ଆର୍‌. ସନ୍ଥଗୋପାଳନ୍‌, ଶ୍ରମ ଆୟୁକ୍ତ ଡ. ତିରୁମାଲା ନାୟକ, ଭୁବନେଶ୍ୱର ମହାନଗର ନିଗମର କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିଲିପ ରାଉତରାଏ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାସ, ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ପ୍ରଭାତ ମହାପାତ୍ରଙ୍କ ସମେତ ଆଭାସୀ ମାଧ୍ୟମରେ ବିଭିନ୍ନ ଜିଲ୍ଲା ଶ୍ରମ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।

5 thoughts on “ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ କରିବା ନେଇ ସମୀକ୍ଷା ବୈଠକ”

  1. Über 3.000 Spiele von führenden Anbietern – Slots,
    Live-Casino, Tischspiele und mehr. Verteilt auf deine ersten drei Einzahlungen erhältst du insgesamt bis zu
    3.000€ Bonusgeld plus 350 Freispiele für Premium-Slots.
    Wähle aus unserem vielfältigen Angebot an Boni und Aktionen – vom Willkommensbonus bis zum
    wöchentlichen Cashback. Sichere dir jetzt 3.000€
    Bonus verteilt auf deine ersten drei Einzahlungen plus 350 Freispiele für
    ausgewählte Top-Slots.
    AllySpin Casino bietet mehr als 4000 verschiedene Spiele, die die unterschiedlichsten Vorlieben der Spieler
    erfüllen. Spieler können nicht nur Slots genießen, sondern auch Tischspiele, Sportwetten und Live-Dealer-Spiele.
    Die Plattform richtet sich sowohl an Anfänger als auch an erfahrene Spieler und bietet eine benutzerfreundliche Oberfläche sowie
    ein modernes Design. Das Casino wurde im Jahr 2024 gestartet und erlangte schnell Popularität dank seines hochwertigen Services, der breiten Spielauswahl und des attraktiven Bonusprogramms.

    References:
    https://online-spielhallen.de/casino-of-gold-bonus-spiele-anmeldung/

  2. These aren’t one-time gimmicks – they are consistent, structured, and tailored for players
    who stick around. You don’t need to upload documents right away to access Zoome casino pokies or bonus
    offers, but verification is required later for withdrawals.
    The loyalty system is simple to understand, and the bonus structure rewards both new and returning players.
    Just sign up, deposit, and you’re into over 6,000 games with full access to pokies, jackpots, tables,
    and crypto-friendly options. With strict adherence to
    Know Your Customer (KYC) policies and anti-money laundering measures, Zoome Casino
    ensures a secure environment for its players.
    This license allows the casino to operate independently, offering a wide range of games from multiple providers, including some audited for fairness.

    You can deposit with major cards, popular e‑wallets, Rapid
    Transfer, and supported cryptocurrencies. If you love presenter‑led rounds and side bets, spin up Crazy Time or Pragmatic’s Mega Wheel, both with bonus segments and lively hosts.
    Free spins land on selected slots from known studios, and the terms are easy to find.
    The verification hub sits inside your account area with step‑by‑step slots for each document type.
    KYC is a standard identity check used by licensed casinos to protect your account,
    prevent fraud, and comply with AML/CTF rules. The dark‑violet
    interface with yellow highlights looks slick, runs smoothly
    in mobile browsers, and the 24/7 live chat is only ever a click
    away.

    References:
    https://blackcoin.co/lasseters-hotel-casino-comprehensive-guide/

  3. This is an important consideration while picking a gaming site.
    We can all agree that it’s essential for the casino to provide a variety of withdrawal methods and for this process to be smooth
    and fast. The highest amount that may be deposited or taken out
    is $5,000. Twenty bucks is the bare minimum for a deposit.

    It is crucial to choose a trustworthy casino to ensure reliable customer
    support and a safe gambling experience. For online baccarat to play in Australia, our dedicated section provides various options with professional dealers and authentic casino atmosphere.

    If you’re looking to play online blackjack for real money,
    our dedicated section features multiple variations of this classic table game.

    In addition to the welcome bonus, we also offer a matched deposit bonus, providing new customers with attractive offers such
    as bonuses of up to $10,000 along with free spins.

    Antillephone is known for taking action against non-compliant operators, giving players a reliable safety net for
    fair treatment. Rocketplay takes player welfare seriously,
    offering a wide range of responsible gambling tools.
    The casino complies with international data protection laws, ensuring full respect for player privacy.
    Rocketplay Casino uses advanced SSL encryption to protect every data exchange between players and its servers.
    Offline functionality lets players check account info and promotions without internet, with all data syncing across devices once reconnected.
    Automatic updates keep everything current, ensuring access to the
    latest games and security features.

    References:
    https://blackcoin.co/malina-casino-australia-your-ultimate-gaming-destination/

Leave a Reply

Your email address will not be published. Required fields are marked *