ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଖୋର୍ଦ୍ଧା: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲା ବରୁଣେଇ ଠାରେ ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପରିଦର୍ଶନ କରିବା ସହ ପ୍ରକଳ୍ପ କାମର ଅଗ୍ରଗତି ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ପ୍ରକଳ୍ପର ପରିକଳ୍ପନା ୨୦୧୭ ମସିହାରେ ହୋଇଥିଲା । ଏହି ବର୍ଷ ଭାରତର ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ବଜେଟରେ ଅର୍ଥ ବରାଦ କରିବା ସହ ଓଡ଼ିଆ ଜାତିର ବୀରତ୍ୱକୁ ରାଷ୍ଟ୍ରୀୟ-ଅନ୍ତରାଷ୍ଟ୍ରୀୟ ସ୍ୱୀକୃତି ପ୍ରଦାନ କରିଥିଲେ । ପରେ ୨୦୧୭ ଜୁଲାଇ ୨୦ରେ ତତ୍କାଳୀନ ରାଷ୍ଟ୍ରପତିଙ୍କ ଉପସ୍ଥତିରେ ନୂଆଦିଲ୍ଲୀ ଠାରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ସମାରୋହର ଆୟୋଜନ ହୋଇଥିଲା । ୨୦୧୮ ଡିସେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରୁଣେଇ ପାଦଦେଶରେ ପାଇକ ବିଦ୍ରୋହର ସ୍ମାରକୀ ମୁଦ୍ରା ଓ ଷ୍ଟାମ୍ପ ଉନ୍ମୋଚନ କରିଥିଲେ । ୨୦୧୯ ଡିସେମ୍ବର ୮ରେ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ସ୍ମାରକୀର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୨୦୧୭ରୁ ପାଖାପାଖି ୬ ବର୍ଷ ମଧ୍ୟରେ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ସବୁ ବୁଝାମଣା ହୋଇ ସାରିଛି । ରାଜ୍ୟ ସରକାର ବରୁଣେଇର ପାଦଦେଶରେ ଜମି ମଧ୍ୟ ଉପଲବ୍ଧ କରାଇଛନ୍ତି । ଭାରତ ସରକାରଙ୍କ ସଂସ୍କୃତି ବିଭାଗ ସବୁ ନିୟମକୁ ମାନିବା ପାଇଁ ପ୍ରସ୍ତୁତ ଅଛନ୍ତି । ପ୍ରକଳ୍ପ ସ୍ଥାନରୁ ବିଦ୍ୟୁତ ଖୁଣ୍ଟ ଓ ଗଛ ହସ୍ତାନ୍ତରଣ ପାଇଁ ଅର୍ଥ ଦିଆଯାଇଛି । ଏହା ସ୍ମାରକୀ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟିଛି । ପାଇକ ବିଦ୍ରୋହ ହେଉଛି ଓଡିଆ ଜାତିର ସ୍ୱାଭିମାନ, ଅସ୍ମିତା ଓ ଗୌରବର ପ୍ରତୀକ । ତେଣୁ ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ପାଇକ ସ୍ମାରକୀ ନିର୍ମାଣ ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ପ୍ରକଳ୍ପ ସ୍ଥାନ ପରିଦର୍ଶନ ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ସହ ସାଂସଦ ଭର୍ତ୍ତୃହରି ମହତାବ ସାଥୀରେ ଥିଲେ ।

5 thoughts on “ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ”

  1. Als verantwortungsbewusstes Unternehmen sorgt Sonnenspiele dafür, dass nur Kunden, die das Mindestalter von 18 Jahren erfüllen, ein Konto
    eröffnen können. Daher wird ausschließlich mit sicheren und seriösen Anbietern zusammengearbeitet.
    Auch ein Blick in die Zahlungsmethoden zeigt, dass der online Spielothek die Sicherheit seiner
    Kunden am Herzen liegt. Der Anbieter Sonnenspiele verpflichtet sich natürlich auch dazu, die Daten der Kunden nicht einfach weiterzugeben.
    Dies ist ein maßgeblicher Faktor für die Sonnenspiele Meinungen. Hoffen wir also
    auf das Beste und darauf, dass die Sonnenspiele Erfahrungsberichte keine unnötigen Irrwege beklagen müssen. Aktuell ist über einenSonnenspiele
    Bonusnoch nichts bekannt. Uns hat das jedoch nicht weiter von einem kurzen Sonnenspiele Test abgehalten. Wer eigene
    Sonnenspiele Erfahrungen sammeln möchte, wird derzeit noch
    etwas enttäuscht.
    Sonnenspiele mag nicht perfekt sein, aber für die meisten Spieler bietet es ein hervorragendes Casino-Erlebnis mit starken Sicherheitsmaßnahmen, vielen Top-Spielen und
    sinnvollen Schutzmechanismen. Zudem punktet Sonnenspiele mit einem durchdachten Sicherheitskonzept und einem starken Fokus auf den Spielerschutz.
    Allerdings wäre es wünschenswert, wenn mehr Aufklärung und Beratung direkt auf der Seite verfügbar wären, um den Nutzern noch besser zu helfen, problematisches Spielverhalten frühzeitig zu erkennen. Besonders positiv ist mir aufgefallen, dass Sonnenspiele klar auf
    Spielerschutz hinweist und alle Optionen gut zugänglich sind.
    Das System ist einfach zu bedienen und gibt ein Gefühl von Kontrolle über das eigene Spielverhalten. Während meiner Zeit auf
    Sonnenspiele habe ich die Möglichkeit genutzt, individuelle Einzahlungslimits festzulegen.

    References:
    https://online-spielhallen.de/n1bet-casino-bonus-code-ihr-weg-zu-exklusiven-vorteilen/

  2. Avoid the hassle and get your movie tickets in advance.
    Our user-friendly website is your one-stop destination for all
    your movie ticket needs. Wondering where to book movie tickets online?

    With a lack of proper input data, there is the ongoing risk of “hallucinations,” delivering inaccurate
    or irrelevant answers that require the customer to escalate the conversation to another
    channel. Many rely on rule-based systems that automate tasks and provide predefined responses
    to customer inquiries. Any advantage of a chatbot
    can be a disadvantage if the wrong platform, programming, or data are used.
    A chatbot can provide these answers in situ, helping to progress the customer toward purchase.

    It has a quiet, residential feel, making it a popular getaway for city dwellers.
    Located in the plains at the foothills of the Hajar Mountains to the east of Ajman, Manama is about
    an hour’s drive from city centre. The developer has not
    yet indicated which accessibility features this app supports.

    Privacy practices may vary based, for example, on the features you use or your age.

    References:
    https://blackcoin.co/kangaroo88-casino-a-decade-of-winning-experience/

  3. Additionally, the high RTP games ensure players have a higher chance of
    winning, making it an appealing choice for those seeking
    more favorable odds. It is particularly popular for its
    exciting promotions, including National Casino bonus codes and the no deposit bonus, which provide great
    value to both new and returning players. Get ready to indulge in thrilling slots,
    classic table games, live dealer experiences, and dynamic sports betting odds right at your fingertips.
    With a user-friendly interface, a wide range of payment options,
    and 24/7 customer support, National Casino ensures a top-quality experience for every player.

    The secure gaming environment, convenient payment methods, and mobile app make it easy for players to enjoy a seamless and enjoyable experience from anywhere.
    Whether you’re interested in online pokies, table games, live dealer options, or sports betting, National Casino has something for everyone.
    You can also access customer support and make deposits and withdrawals directly from
    the app, making it the perfect choice for players who want to
    enjoy gaming on the go. The app is compatible with both iOS and Android devices, ensuring that players can access their favorite games no matter which platform they use.

    Australian players get access to the latest titles from
    top providers within days of their global launch. Slots contribute 100%, while table games
    and video poker have lower contribution rates.
    Different games contribute varying percentages toward
    meeting wagering requirements.

    References:
    https://blackcoin.co/crownplay-casino-majestic-gambling-for-australia/

Leave a Reply

Your email address will not be published. Required fields are marked *