ରାଜ୍ୟ ସରକାରଙ୍କ ଚରମ ଅବହେଳାରୁ ପନିପରିବାର କୃତ୍ରିମ ଦରବୃଦ୍ଧି

ଭୁବନେଶ୍ୱର: ସମ୍ପ୍ରତି ସମଗ୍ର ରାଜ୍ୟରେ ପନିପରିବାର ଆକାଶଛୁଆଁ ଦର ବୃଦ୍ଧି । ଟମାଟୋ କିଲୋ ୧୨୦, ଅଦା କିଲୋ ୩୦୦କୁ ଟପିଲାଣି । ଅନ୍ୟ ପରିବା ଦାମ୍ କଥା କହିଲେ ନ ସରେ । ସରକାରଙ୍କର ଏଥିପ୍ରତି ତିଳେମାତ୍ର ନିଘା ନାହିଁ । ବଜାର ଦର ନିୟନ୍ତ୍ରଣ କରିବାରେ ସରକାର ବିଫଳ । ରାଜ୍ୟ ବିଜେଡ଼ି ସରକାରର ଚରମ ଅବହେଳାରୁ ଖରା ଓ ବର୍ଷା  ବିହନ ଅଭାବ, ବିପଣନ, ମଣ୍ଡି ବ୍ୟବସ୍ଥା ଓ ଆବଶ୍ୟକ ଶୀତଳଭଣ୍ଡାର ନ ଥିବା ଯୋଗୁଁ ବର୍ଷତମାମ ଓଡ଼ିଶା ବଜାରକୁ ପରିବା ଆସି ପାରୁନାହିଁ । ଯାହା କିଛି ଆସୁଛି, ତାହା ବ୍ୟବସାୟୀଙ୍କ କବଜାରେ । ଫଳରେ ଗରୀବ, ନିମ୍ନ ମଧ୍ୟବିତ୍ ଓ ସାଧାରଣ ଖାଉଟି ପରିବା କିଣିବା କାଠିକର ପାଠ । ୨୦୦୦ ମସିହାରେ ବିଜେଡ଼ି ଦଳ ସରକାରକୁ ଆସିବା ବେଳେ ତାଙ୍କ ନିର୍ବାଚନ ଇସ୍ତାହାରରେ ଓଡ଼ିଶାର ପ୍ରତି ବ୍ଳକସ୍ତରରେ ଶୀତଳଭଣ୍ଡାର ପ୍ରତିଷ୍ଠା ଓ ୨୦୧୪ରେ ଚାଷ ପାଇଁ ଚାଷୀଙ୍କୁ ମାଗଣା ବିଜୁଳି ଯୋଗାଇ ଦେବାକୁ ନିର୍ଭର ପ୍ରତିଶୃତି ଦେଇଥିଲେ । ଏବେ ଏହି ପ୍ରତିଶୃତି ଗଲା କୁଆଡ଼େ ? ରାଜ୍ୟରେ ଏବେ କେତୋଟି ଶୀତଳଭଣ୍ଡାର ଅଛି ? ଘରୋଇ ଭାବେ ହାତଗଣତି କେତୋଟି ଅଚଳ ଶୀତଳଭଣ୍ଡାରକୁ ଛାଡ଼ିଦେଲେ ସରକାରୀସ୍ତରରେ ଉଦ୍ୟାନ ବିଭାଗ ସୂଚନା ଅନୁଯାୟୀ ପୁରୀ ଓ କଟକ ଜିଲ୍ଲାରେ ମାତ୍ର ୨ଟି ଶୀତଳଭଣ୍ଡାର କାଁ ଭାଁ କାମ କରୁଛି । ଚାଷୀ ଉତ୍ପାଦନ କରୁଥିବା ପନିପରିବା ବିକ୍ରୟ ଓ ସଂରକ୍ଷଣ ପାଇଁ ସରକାର ଅଦ୍ୟାବଧି କ’ଣ ବ୍ୟବସ୍ଥା କରିଛନ୍ତି । ଆଳୁ ମିଶନ ଓ ପିଆଜ ମିଶନ୍ ଗଲା କୁଆଡ଼େ । ଏଥିପାଇଁ ରାଜକୋଷରୁ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କାର ହିସାବ ଦେବ କିଏ ? ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାରେ ତାପମାତ୍ର କମ୍ ଥିବାରୁ ବ୍ୟାପକ ପରିମାଣର ପନିପରିବା ଉତ୍ପାଦନ ହେଉଛି । ଚାଷୀ ଏହାର ଫାଇଦା ନେବା ପରିବର୍ତ୍ତେ ବାହାର ରାଜ୍ୟର ବ୍ୟବସାୟୀ ଏହାର ମୁନାଫା ଉଠାଉଛନ୍ତି । ତେଣୁ ଏହାର ପ୍ରତିବାଦରେ ଖାଉଟି ଓ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ଅମିୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ୧୧ ଜଣିଆ ପ୍ରତିନିଧି ମଣ୍ଡଳୀ ଗୁରୁବାର ଦିନ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କ ସହିତ ସାକ୍ଷାତ ଆଲୋଚନା କରି ୧୫ ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିବା ସହିତ ଓଡ଼ିଶା ସରକାର ତୁରନ୍ତ ଏହାର ସମାଧାନ କରିବାକୁ  ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଉକ୍ତ ସ୍ମାରକପତ୍ରରେ ଦାବୀଗୁଡ଼ିକ ମଧ୍ୟରେ ଉତ୍ପାଦିତ ପନିପରିବା ଖର୍ଚ୍ଚର ହିସାବକୁ ଦେଖି ବଜାର ଦର ନିୟନ୍ତ୍ରଣ, ଓଡ଼ିଶାରେ ପନିପରିବା ମିଶନ୍ ଗଠନ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପନିପରିବା ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କ ସୁବିଧା ପାଇଁ ଅଧିକ ଅମଳକ୍ଷମ ପନିପରିବାକୁ ଫସଲବୀମାରେ ଅନ୍ତର୍ଭୁକ୍ତ, ପ୍ରତି ବ୍ଳକସ୍ତରରେ ଶୀତଳଭଣ୍ଡାର ସ୍ଥାପନ, କୁଲିଂ ଚାମ୍ବର ଏବଂ ସୋଲାର ବ୍ୟବସ୍ଥା,ପନିପରିବା ଉତ୍ପାଦନ ଗୋଷ୍ଠୀ ଗଠନ ଓ କ୍ଳଷ୍ଟର ଭିତ୍ତିକ ପନିପରିବା ଚାଷ ପାଇଁ ପ୍ରୋତ୍ସାହନ, ଓମଫେଡ଼ ଭଳି ପନିପରିବା ଉତ୍ପାଦନ ଓ ସୁବିପଣନ ପାଇଁ ଭେଜଫେଡ଼ ପ୍ରତିଷ୍ଠା,  ଉନ୍ନତମାନର ବିହନ ଓ ଚାରା ଚାଷୀଙ୍କୁ ରିହାତି ମୂଲ୍ୟରେ ଯୋଗାଣ, ବିଭିନ୍ନ ପନିପରିବାର ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ରସ୍ତୁତିକରଣ ପାଇଁ ବ୍ୟବସ୍ଥା- ଯଥା ଟମାଟୋରୁ ଜେଲି, ଜାମ୍‌, ସ୍କ୍ୱାସ୍‌, ସସ୍ ପ୍ରସ୍ତୁତି,  ଯୋଜନାର ବ୍ୟାପକ କାର୍ଯ୍ୟକାରୀତା,ପନିପରିବା ଚାଷ ଓ ସଂରକ୍ଷଣ ପାଇଁ ବ୍ୟବହୃତ ବିଜୁଳି ଚାଷୀଙ୍କୁ ମାଗଣାରେ ଯୋଗାଣ, ଅଧିକ ଅମଳକ୍ଷମ ପରିବାକୁ ଅତ୍ୟାବଶ୍ୟକ ସାମଗ୍ରୀର ଅନ୍ତର୍ଭୁକ୍ତ, ଉନ୍ନତ ପନିପରିବା ଚାଷ ପାଇଁ ବିହନ ଓ ଚାରା ଉତ୍ପାଦନ ପାଇଁ ପ୍ରତି ଗ୍ରାମ ପଞ୍ଚାୟତସ୍ତରରେ ନର୍ସରୀ ପ୍ରତିଷ୍ଠା, ବନ୍ୟଜନ୍ତୁଙ୍କ ଦାଉରୁ ଫସଲ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ପନିପରିବା ଉତ୍ପାଦନ, ସଂରକ୍ଷଣ, ପ୍ରକ୍ରିୟା ଓ ପ୍ରସ୍ତୁତିକରଣ ସମ୍ପର୍କରେ ଚାଷୀଙ୍କୁ ଉପଯୁକ୍ତ ବୈଷୟିକ ତାଲିମ ପ୍ରଦାନ, ଖାଦ୍ୟ ଶୈଳୀର ପରିବର୍ତ୍ତନରେ ବଳକା ପନିପରିବାକୁ ଶୁଷ୍କ କରି ବ୍ୟବହାର କରାଯିବା ପ୍ରଭୃତି ଦାବୀ କରାଯାଇଛି । ଯଦି ସରକାର ଏହି ଦାବୀଗୁଡ଼ିକର ଆଶୁ ସମାଧାନ ନ କରନ୍ତି, ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ଜାରି ରହିବ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ କିଷାନ କଂଗ୍ରେସ ନେତା ବୃନ୍ଦାବନ ଖଟେଇ, ସୁବାଷ ରାଉତ, ଅରୁଣ ଜେନା, ନାରାୟଣ ପରିଡ଼ା, ମନୋରଞ୍ଜନ ନାୟକ, ସଦାନନ୍ଦ ଓଝା, ନୂତନ ତ୍ରିପାଠୀ, ଗୋବିନ୍ଦ ପଟେଲ, ଶ୍ୟାମ ସୁନ୍ଦର ଦୋରା, ଇଂ ଅରବିନ୍ଦ ସାମଲ, ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

5 thoughts on “ରାଜ୍ୟ ସରକାରଙ୍କ ଚରମ ଅବହେଳାରୁ ପନିପରିବାର କୃତ୍ରିମ ଦରବୃଦ୍ଧି”

  1. Sie sehen also, wie wichtig es ist, die Bonusbedingungen genau zu kennen,
    wenn Sie mit einem Bonus spielen. Mit Ihrem eigenen Geld können Sie natürlich über Ihre gesamten Gewinne verfügen, nicht aber, wenn Sie mit einem
    Bonus spielen. Nicht nur die Umsatzanforderungen sind wichtig zu beachten, wenn Sie mit einem Bonus spielen, sondern auch die
    Gewinnlimits. Folgen Sie einfach unserer Schritt-für-Schritt-Anleitung und schon spielen Sie Online
    Casino kostenlos und ohne Risiko. Diese sollten Sie sich unbedingt vor Registrierung durchlesen, damit Sie genau
    wissen, was Sie außer den Freispielen ohne Einzahlung geboten bekommen. Wir haben für Sie eine Liste erstellt, mit allen aktuellen Freispiel-Aktionen ohne Einzahlung sowie auch alle wichtigen Informationen zu Freispielen ohne Einzahlung zusammengestellt.

    Das Online Casino hat auch einen No Deposit Casino Bonus in Höhe von 50 Freispielen für Eye of Horus, die alle zu
    100 % gewertet werden. Außerdem kannst du dir einen 400 % Bonus bis zu
    40 Euro und 100 Freispielen sichern. Aktuell bietet Wunderino 50 Freispiele an, die ohne Einzahlung genutzt werden können.Dieser beste online Casino Bonus ohne Einzahlung ermöglich es das Casino und die
    Automaten ohne Risiko kennenzulernen. Denn das abwechslungsreiche und exzellente Portfolio an Glücksspielen holt jeden Spieler ab!
    Auch Gewinne, die aus Freispielen resultieren, gibt es oft umsatzfrei und
    müssen nicht umgesetzt werden. Oftmals spendieren dir Anbieter
    einen neuen Casino Bonus ohne Einzahlung 2025 in Form vonFreispielen fürs Casino.

    Die wenigsten Spieler wissen, dass man sich bei einem Online Casino Willkommensbonus einen Plan zurechtlegen muss, um diesen freispielen zu können. Die wenigsten Spieler
    wissen, dass man sich bei einem Online Casino Willkommensbonus einen Plan zurechtlegen muss,
    um diesen freispielen zu können.Zudem spielt beim Casino
    Bonus ohne Einzahlung in Deutschland auch der Zufallsgenerator eine Rolle.
    BeimSpielautomaten online spielen mit Echtgelderfüllst du die
    Umsatzbedingungen des Online Casino Rewards Bonus ohne Einzahlung 2025 sozusagen nebenbei.

    References:
    https://online-spielhallen.de/wunderino-casino-login-ihr-tor-zu-spannenden-spielen/

  2. Keno and bingo are staples in Australia, and many online casinos include both digital and live versions.
    Most online casinos in Australia don’t have proper poker rooms
    where you play against other people. It’s quick, low-pressure,
    and the best online casinos in Australia will offer multiple variants.
    The first, and usually the biggest, bonus you’ll get when signing up to new
    online casinos in Australia. To maximize your chances of winning money, focus on reputable online casinos
    that have a strong track record. Welcome bonuses are generous offers for new players,
    often with specific requirements like minimum deposits and wagering limits.

    The downside is that the amounts you can receive are usually deficient, which is why most players quickly lose them.
    For example, a bonus might provide you an amount of up to
    $1,500, but you have to match it with a deposit of the same
    value. These promotions are the most generous and provide
    players with the best opportunities to easily acquire enormous winnings.
    On the contrary, your winnings can be immense if you can constantly take advantage of
    the best bonuses. Bonuses and promotions are always
    crucial for online gamblers, and selecting bad offers can negatively impact your results.
    We pretend to be players interested in joining the platform,
    but facing some issues that need a solution.

    References:
    https://blackcoin.co/bars-the-classic-slot-machine-theme/

  3. Whether you’ve got a question about your bonus, a delayed withdrawal, or technical trouble — help is just
    a message away. It’s perfect for gaming on the go, without
    taking up space on your device. You don’t need to download an app — the website is fully optimised
    for mobile play on both Android and iOS. Whether you’re
    depositing with a credit card, Neosurf, or crypto, your money
    is safe every step of the way. Your welcome bonus will land
    automatically, and you’ll be ready to start spinning!
    All you need is an email address, a password, and a few basic details to create your account.

    Premier online gaming with 14,000+ games, from classic slots to live
    dealer tables. Access slots, classic tables, and live dealer games directly from your mobile device with smooth transactions and dedicated support.

    Our casino offers a premium selection of games, including slots, poker,
    and live dealer options, ensuring endless entertainment for enthusiasts.
    For a more realistic casino experience, try the live dealer games, where professional dealers host games in real-time.
    Lucky ones offers a fantastic gaming experience with a wide array
    of slots and table games. Dive into a world of over 5000 games, live casino tables, and
    quick sports betting—perfectly adapted for smooth play
    on Android, iOS, or any browser.

    References:
    https://blackcoin.co/casino-crypto-first-online-casino-review/

Leave a Reply

Your email address will not be published. Required fields are marked *