ଭୁବନେଶ୍ୱର:ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ସଚିବସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସଚିବମାନେ ଯୋଗ ଦେଇଥିଲେ । ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଥମେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଯୋଗଦେଇ ଗତ ଜୁଲାଇ ମାସ ଶେଷ ସୁଦ୍ଧା ବିଭିନ୍ନ ବିଭାଗର ସଚିବମାନେ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଥିବା ବିଭାଗର ପ୍ରମୁଖ କାର୍ଯ୍ୟ ସଫଳତା ସଂପର୍କରେ ଉପସ୍ଥାପନ କରିଥିଲେ । ଏହି ପରିପ୍ରେକ୍ଷୀରେ ସୂଚନା ଦେଇ ଉନ୍ନୟନ କମିଶନର କହିଥିଲେ ଯେ, ଜୁଲାଇ ମାସ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପାଇଁ ବହୁ ସଫଳତା ଆଣି ଦେଇଛି । ଚଳିତ ମାସରେ ‘ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ’ ସମୀକ୍ଷା ଅନୁସାରେ ଓଡିଶାରେ ଦାରିଦ୍ର୍ୟ ଦୂରୀକରଣ ହାର ଦେଶର ଅନ୍ୟ ପ୍ରମୁଖ ରାଜ୍ୟ ଭଳି ଦୃତତମ ରହିଥିବା ରିପୋର୍ଟ ପ୍ରକାଶ ପାଇଛି । ଗ୍ରାମୀଣ ବିକାଶ ଲକ୍ଷ୍ୟରେ ପୂର୍ବରୁ ଥିବା ‘ଆମ ଗାଁ ଆମ ବିକାଶ’ ନିର୍ଦ୍ଦେଶମାନାରେ ସଂଶୋଧନ କରାଯାଇ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ ପରିବର୍ତ୍ତିତ ହୋଇ ତଦନୁସାରେ ଗ୍ରାମୀଣ ବିକାଶ ପାଇଁ ପଦକ୍ଷେପ ନିଆଯାଉଛି । ରାଜ୍ୟର ବିକାଶ ଓ ଶିଳ୍ପାୟନ ପାଇଁ ଆବଶ୍ୟକ ଥିବା ଓଡିଶା ସେମିକଣ୍ଡକ୍ଟର ମାନ୍ୟୁଫ୍ୟାକ୍ଚରିଂ ଏବଂ ଫାବଲେସ୍ ପଲିସି ଅନୁମୋଦନ କରାଯାଇଛି । ଡିଜିଟାଲ୍ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମର ଲକ୍ଷ୍ୟଗୁଡ଼ିକୁ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ‘ଭୂମି ସମ୍ମାନ’ ପୁରସ୍କାର , ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ ପୁରସ୍କାର-୨୦୨୩ ପ୍ରାପ୍ତ ହେବା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାର କୃଷକମାନଙ୍କ ପ୍ରିମିୟମ ଅଂଶ ପ୍ରଦାନ ପାଇଁ ନିଷ୍ପତ୍ତି, ଜଳ ସଂପଦ ବିଭାଗ ପକ୍ଷରୁ ନୂତନ ଭାବେ ଲୋୟର ସୁକତେଲ ପ୍ରକଳ୍ପରେ ଜଳ ସଂରକ୍ଷଣ କରାଯିବା ସହିତ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ଜୁଲାଇ ମାସରେ ରାଜ୍ୟର ଉଲ୍ଲେଖନୀୟ ସଫଳତା ସଂପର୍କରେ ସେ ଆଲୋକପାତ କରିଥିଲେ । ବେଠକରେ ୨୦୨୩-୨୪ ଆର୍ଥିକ ବର୍ଷରେ ଜୁଲାଇ ମାସ ଶେଷ ସୁଦ୍ଧା ଖର୍ଚ୍ଚ ଓ ରାଜସ୍ୱ ଆୟ ସଂପର୍କରେ ସମୀକ୍ଷା କରାଯାଇଥିଲା । ବୈଠକରୁ ଜଣାଯାଇଛି ଯେ, ଗତବର୍ଷ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ବଜେଟ୍ ଅନୁମୋଦନ ହିସାବରେ ଜୁଲାଇ ମାସ ଶେଷ ସୁଦ୍ଧା ଖର୍ଚ୍ଚ ୧୬.୪୩ ପ୍ରତିଶତ ଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ମାସ ଶେଷ ସୁଦ୍ଧା ଏହା ୨୦.୯୭ ପ୍ରତିଶତ ରହିଛି । ସେହିପରି ରାଜସ୍ୱ ଆଦାୟ ଗତବର୍ଷ ଜୁଲାଇ ମାସ ସୁଦ୍ଧା ୧୨ .୨୮ ଥିବା ବେଳେ ଚଳିତ ବର୍ଷ ଏହା ୨୦ .୬୮ ରହିଛି, ଯାହାକି ତୁଳନାତ୍ମକ ଭାବେ ବୃଦ୍ଧି ପାଇଛି । ଭିତ୍ତିଭୂମି କ୍ଷେତ୍ର, ଶକ୍ତି ଓ ମିଶନ ଶକ୍ତି କ୍ଷେତ୍ରରେ ଖର୍ଚ୍ଚରେ ଉନ୍ନତି ପ୍ରଦର୍ଶନ ହୋଇଛି । ଅନ୍ୟ ବିଭାଗମାନେ ମଧ୍ୟ କାର୍ଯ୍ୟରେ ଉନ୍ନତି କରିଛନ୍ତି । ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟକରି ଓ ଖର୍ଚ୍ଚ ବିନିଯୋଗ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ପୁଞ୍ଜି ସହାୟତା ପାଇଁ ରାଜ୍ୟକୁ ମିଳୁଥିବା ସ୍ୱତନ୍ତ୍ର ସହାୟତା ଅର୍ଥ ଖର୍ଚ୍ଚ କରାଯିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ଅବସରଗ୍ରହଣ କରୁଥିବା କର୍ମଚାରୀମାନଙ୍କର ଫାଇନାଲ ପେନସନ ଶୀଘ୍ର ମଂଜୁର ପାଇଁ ଡିଡିଓ ମାନେ ଗୁରୁତ୍ୱ ଦେବା ସହ ବିଭାଗଓ୍ୱାରୀ ଜନ ଅଭିଯୋଗ ଶୁଣାଣିର ସ୍ଥିତି ସମୀକ୍ଷା କରାଯାଇଥିଲା । ବୈଠକରେ କର୍ମଚାରୀମାନଙ୍କ ଅପେକ୍ଷା ସାଧାରଣ ଲୋକଙ୍କର ଅଭିଯୋଗଗୁଡିକୁ ଗୁଗୁତ୍ୱ ଦିଆଯାଇ ତ୍ୱରିତ ଫଇସଲା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ଅକ୍ଟୋବର ମାସରେ ହେବାକୁ ଥିବା ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନେଇ ଜାତୀୟସ୍ତରୀୟ ସମ୍ମିଳନୀ ଆୟୋଜନ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଆଲୋଚନାରେ ସଂପୃକ୍ତ ବିଭାଗର ଅତିରିକ୍ତ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବମାନେ ଅଂଶଗ୍ରହଣ କରିଥିଲେ । ବେଠକରେ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ, ଲଣ୍ଡନ ତରଫରୁ ଓଡିଶାରେ ଅର୍ଥନୈତିକ ବିକାଶ ପାଇଁ ଯେଉଁସବୁ କାର୍ଯ୍ୟକ୍ରମ ରହିଛି, ସେସବୁର ସଫଳ ରୂପାୟନରେ ବୈଷୟିକ ଓ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ କରିବା ସଂପର୍କରେ ବିଶଦ୍ ଉପସ୍ଥାପନ କରାଯାଇଥିଲା । ଶେଷରେ ଅବସରପ୍ରାପ୍ତ ଆଇଏଏସ୍ ପ୍ରବୀଣ ଦେଶାଇ ଶିମିଳିପାଳ, ଭିତରକନିକା, ସତକୋଶିଆ ପରି ଓଡ଼ିଶାର ବନ୍ୟପ୍ରାଣୀ ଅଭୟାରଣ୍ୟକୁ କିପରି ବିଶ୍ୱସ୍ତରୀୟ କରାଯାଇପାରିବ ସେ ସଂପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ ।
Das Holland Casino Venlo ist ein modernes und elegantes Casino und bietet
eine Vielzahl an Spielmöglichkeiten, darunter amerikanisches Roulette, Blackjack, Punto Banco und Poker.
Mit dem Auto fährt man über die A67 und nimmt die Ausfahrt Venlo,
das Casino ist gut ausgeschildert und bietet ausreichend Parkplätze.
Die Lage direkt an der Autobahn A67 ist auf Autofahrer ausgerichtet.
Das Holland Casino Venlo bietet eine moderne Architektur, ein umfangreiches Spielsortiment und hat einen erstklassigen Service.
Neben Tisch- und Automatenspielen können Sie erstklassige Live-Musik
genießen. An diesem Tisch kann man übrigens schon ab 50 cent spielen. Im Raucherbereich der der Spielautomaten gibt es auch einige Stationen,
die mit den Roulettetischen verbunden sind. Onlinespielcasino.de unterstützt den verantwortungsvollen Umgang mit Glücksspiel.
Denn die Kleiderordnung wurde gerade in der jüngeren Vergangenheit angepasst
und die Zügel gelockert, wofür es einige kritischen Bewertungen gab.
Das Parkhaus City-Park-Garage grenzt direkt an die
Spielbank an und verfügt über ausreichend, kostenpflichtige Stellplätze.
Zum Automatenspiel kann hingegen auch im legeren Look erschienen werden.
Um das leibliche Wohl der Besucher wird sich in den attraktiven Barbereichen des
Casinos gesorgt, die sowohl im Klassischen Spiel als auch im Automatensaal
zu finden sind. Auf Automatenspiel muss nicht verzichtet werden, das sehr gut vom Klassischen Spiel getrennt wurde.
Poker ist natürlich auch spielbar, wobei es in der Spielbank
Bad Neuenahr seit 2012 eine separate Poker-Lounge mit drei Tischen gibt, an denen auch mehrfach die Woche Turniere durchgeführt
werden.
References:
https://online-spielhallen.de/buran-casino-cashback-ihr-weg-zu-verlorenen-einsatzen-zuruck/
Casino Canberra is a European-style tables game casino with bars, restaurants and
a nightclub. Book your table now and make this Christmas
in July a truly magical experience at the Canberra Casino.
Located on the main floor—onyx lounge features access to
the main bar and gaming tables all in front of the big
screen Also featured in the gaming room are the casino’s
blackjack tournaments, which are held over two days.
In that way, it’s like blackjack and many other table games.
The casino has managed to more than double its current terminals to
50, in order to create a “multi-terminal” stadium for
gaming.
The emphasis at this casino is on table games and poker.
This lack of poker machines, which is a staple at most casino venues in Australia, has impacted the ability of Casino Canberra to expand.
The casino’s operators have campaigned for a law
change since the very beginning, but the ACT has stood firm time and again due to concerns over draining revenue from Canberra’s clubs and pubs.
There are plenty of gaming options nonetheless, from baccarat to roulette to poker, but pokies
players will have to look elsewhere for the time being. Notable guests at the launch included former Prime Minister, Bob Hawke, who actually won the golden roulette ball
from the first roulette wheel spin in the temporary casino.
Due to local legislation, the casino does not offer
any poker machines (more on that later).
References:
https://blackcoin.co/sp77-casino-in-australia-real-money-pokies-adventure/
The site features over 4,000 games across nearly every category, offers expert guides with helpful insights, and lays out its terms clearly.
We were especially impressed by the sheer number of live
dealer crypto games, with options that suit pretty much every budget.
You can watch most live tables even with a zero balance,
which isn’t something commonly available at online casinos.
It operates as a no-KYC crypto casino, allowing
you to gamble privately. The site offers around
70 live titles, with nearly half being game shows. Most games are available in demo
mode, and each game’s thumbnail shows how many
players are currently playing it.
It is especially appealing for players who want speed, privacy, and
a seamless betting experience. The sportsbook is robust
and supports esports betting — a key point for
crypto players looking for variety. BC.Game is a leading Bitcoin casino thanks to its high-quality games and unique betting features.
Each platform supports Bitcoin and other major cryptocurrencies, providing secure payments and a smooth,
enjoyable experience. This is significantly faster than traditional online casinos that may take 3-7 business days.
They offer faster transactions, lower fees, enhanced privacy, and
often don’t require traditional identity verification compared to fiat currency casinos.
The number of bingo, poker, and casual games was the biggest surprise.
Our BC Game review team had a blast playing SV388’s Cock Fighting title; it was a hilarious experience.
BC.Game features 200+ casual games—mainly from InOut,
Platipus, Tada, BGaming, and Caleta—grouped under the Burst Games category.
The games we liked the most during our BC Game review were Hundred Player Texas Hold’Em (WALI Games) and Caribbean Poker (BetSoft).
You’ll find both classic bingo games and modern themed options like Calaca Bingo (TaDa) and Bingo
Tornado (Caleta).
References:
https://blackcoin.co/las-vegas-a-comprehensive-guide/
online casino paypal
References:
https://timviec24h.com.vn/
paypal casino canada
References:
https://jobs.unigotravels.com/