ଭୁବନେଶ୍ୱର:ଶ୍ରମିକ ତଥା ଗରିବ ବର୍ଗର କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ସାମାଜିକ ନିରାପତ୍ତା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଜରିଆରେ ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ବୁଲାବିକାଳୀ, ଛୋଟ ଦୋକାନୀ, ଘରୋଇ ସହାୟକ, ରିକ୍ସାବାଲା, ଅଟୋ ଡ୍ରାଇଭର, ମୋଚି, କୃଷି ଶ୍ରମିକ, ଜଙ୍ଗଲ ଶ୍ରମିକ, ସମ୍ବାଦପତ୍ର ହକର ଏବଂ ସଫେଇ କର୍ମଚାରୀଙ୍କ ପରି ୧୦ଟି ବର୍ଗର ଲୋକ ବୋର୍ଡର କଲ୍ୟାଣ ଯୋଜନାରେ ସୁବିଧା ପାଉଛନ୍ତି । ଏବେ ଆଉ ୫୦ ବର୍ଗର ଅଣସଂଗଠିତ କର୍ମଚାରୀଙ୍କୁ ଏହି ବୋର୍ଡର କଲ୍ୟାଣ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସେମାନେ ହେଲେ – (୧) ଦରଜୀ, ଏମ୍ବ୍ରୋଡୋରୀ କାରିଗର (୨) ବାରିକ, ସ୍ପା, ସେଲୁନ ଓ ବିଉଟି ପାର୍ଲୋରରେ କାମ କରୁଥିବା କର୍ମଚାରୀ (୩) ମହାରଣା (୪) ମତ୍ସ୍ୟଜୀବୀ (୫) କମାର (୬) ରେଳବାଇ କୁଲି (୭) ମାଲ ଲୋଡିଂ ଏବଂ ଅନ୍ଲୋଡିଂରେ ନିୟୋଜିତ ଶ୍ରମିକ ତଥା ମୁଣ୍ଡରେ ବୋଝ ବୋହୁଥିବା ଶ୍ରମିକ (୮) କୁମ୍ଭାର (୯) ପଥର ଶିଳ୍ପୀ ଏବଂ ସହାୟକ (୧୦) ଜରି ଗୋଟାଳି (୧୧) ପରିମଳ କର୍ମଚାରୀ (୧୨) ରଜକ/ ଲଣ୍ଡ୍ରୀ ଓ Dry Cleaner କର୍ମଚାରୀ (୧୩) ବୁଣାକାର, ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗର (୧୪) କତା ଶିଳ୍ପ ଶ୍ରମିକ (୧୫) ଲୋକକଳା କଳାକାର (୧୬) ଚିତ୍ରଶିଳ୍ପୀ/ପଟ୍ଟଚିତ୍ର ଶିଳ୍ପୀ (୧୭) ମାଂସ କଟାଳି (୧୮) ରତ୍ନ ପଥର ତଥା ସୁନାରୂପା କାରିଗର (୧୯) ହୋଟେଲ, ରେଷ୍ଟୁରାଣ୍ଟ ଓ ଢାବାରେ କାର୍ଯ୍ୟରତ ଶ୍ରମିକ (୨୦) ଫଟୋଗ୍ରାଫର ଓ ଭିଡିଓଗ୍ରାଫର (୨୧) ୱେଲ୍ଡିଂ କାରିଗର, ୱେଲ୍ଡିଂ ସହାୟକ (୨୨) ଇଲେକ୍ଟ୍ରିସିଆନ (୨୩) ପାଣି ପାଇପ ମିସ୍ତ୍ରୀ (୨୪) Tool Maker, Dye Maker, ରଙ୍ଗ ପ୍ରସ୍ତୁତକାରୀ (୨୫) ମେକାନିକାଲ ଓ ଇଲେକ୍ଟ୍ରିକାଲ ଯନ୍ତ୍ରାଂଶ ମରାମତି କର୍ମଚାରୀ (୨୬) ମାଳି (୨୭) ଆସବାବପତ୍ର ମରାମତିରେ ନିୟୋଜିତ ଶ୍ରମିକ (୨୮) ତେଜରାତି ଓ ପରିବା ଦୋକାନରେ କାର୍ଯ୍ୟରତ ସହାୟକ (୨୯) ଫୁଲ ଦୋକାନୀ (୩୦) ଟେଣ୍ଟହାଉସ/ଡେକୋରେସନ କାର୍ଯ୍ୟରେ ନିୟୋଜିତ ଶ୍ରମିକ (୩୧) ବ୍ୟାଣ୍ଡପାର୍ଟି ସଦସ୍ୟ (୩୨) ମନୋରଞ୍ଜନ କଳାକାର (୩୩) ମ୍ୟୁଜିସିଆନ ଓ କଣ୍ଠଶିଳ୍ପୀ (୩୪) ଚଳଚ୍ଚିତ୍ର ଅପରେଟର/ସହାୟକ (୩୫) ସିନେମା ହଲ୍ ବୁକିଂ କ୍ଲର୍କ (୩୬) ବାଦ୍ୟଯନ୍ତ୍ର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ (୩୭) ସମସ୍ତ ପ୍ରକାର କାରିଗର (୩୮) ବୃକ୍ଷରୋପଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ (୩୯) ଡଙ୍ଗା ଚାଳକ/ସହାୟକ (୪୦) Snacks ମିକ୍ସଚର୍ ଫ୍ୟାକ୍ଟ୍ରି ଶ୍ରମିକ (୪୧) ଆଚାର, ବଡି, ପାମ୍ପଡ ପ୍ରସ୍ତୁତକାରୀ (୪୨) ସ-ମିଲ୍ ଶ୍ରମିକ (୪୩) କ୍ଷୀର ବିକ୍ରୟ କରୁଥିବା ବ୍ୟକ୍ତି (୪୪) କେୟାରଟେକର/ହାଉସ କିପର/Bedside Attendant (୪୫) କେକ୍/କ୍ୟାଣ୍ଡି ପ୍ରସ୍ତୁତକାରୀ (୪୬) ବରଫ ପ୍ରସ୍ତୁତକାରୀ/ ଆଇସକ୍ରିମ ପ୍ରସ୍ତୁତକାରୀ (୪୭) ଡାଇରୀ ପ୍ରଡକ୍ଟ ପ୍ରସ୍ତୁତକାରୀ (୪୮) ଟ୍ରାଭେଲ ଓ ଟୁରିଷ୍ଟ ଗାଇଡ (୪୯) ଡେଲିଭରୀ ବଏ (୫୦) କୃଷି ଶ୍ରମିକ (Cultivator) । ବୋର୍ଡରେ ରେଜିଷ୍ଟ୍ରିଭୁକ୍ତ ଶ୍ରମିକମାନଙ୍କୁ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହାୟତାକୁ ୨ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି । ସେହିପରି ସ୍ବଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତାକୁ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସୂଚନାଯୋଗ୍ୟ ଯେ ୨୦୧୭ ମଇ ପହିଲାରୁ ଆରମ୍ଭ ହୋଇଥିବା ଏହି ବୋର୍ଡ ଜରିଆରେ ବର୍ତ୍ତମାନ ୧୦ଟି ବର୍ଗର ପ୍ରାୟ ୩.୬୫ ଲକ୍ଷ ପଞ୍ଜୀକୃତ ଶ୍ରମିକ ସୁବିଧା ପାଉଛନ୍ତି । ଏବେ ଆଉ ୫୦ ବର୍ଗର ଅଣସଂଗଠିତ ଶ୍ରମିକ ଏହି ଯୋଜନାରୁ ଉପକୃତ ହେବେ ।
Verpasse keine Aktionen und nutze Promo-Code Vulkan Spiele, um stets attraktive
Boni und Freispiele zu erhalten. Nur so können Sie jederzeit mit Echtgeld von Boni profitieren und bei unseren angesagtesten Slots um den großen Gewinn mitspielen.
Wer möglicherweise ein problematisches Spielverhalten aufweist, kann hier entsprechende Kontaktangebote
wahrnehmen und sich über weitere Schritte informieren. Im Gegensatz zum
Live-Casino besteht bei besagten Spielen die Möglichkeit,
ohne andere Spieler sowie mit ausbleibendem Zeitdruck im eigenen Tempo spielen zu können.
Schon jetzt ist mit Evoplay beispielsweise ein spannender
Entwickler verfügbar, der eine Vielzahl verschiedener Spiele anbietet.
Aus diesem Grund bieten wir unseren neuen Nutzern einen attraktiven Willkommensbonus,
bei dem die ersten vier Einzahlungen mit zusätzlichen Prämien belohnt werden. Wir wünschen viel Spaß
und vor allem Glück mit Ihrem 10 € Bonus ohne
Einzahlung bei Vulkanspiele!
References:
https://online-spielhallen.de/pistolo-casino-auszahlung-ihr-umfassender-leitfaden/
Australian players can play at online casinos by signing up at licensed sites like those featured here,
depositing funds, and choosing real money casino games.
Instead, the law completely outlawed all regular AU online casinos that offered real money games like pokies, card games, poker and live
dealer tables. Titles like Jackpot Raiders, Lucky
Cat, Dr. Fortuno, and Aztec Coins deliver that steady, suspenseful build-up loved by players chasing long-term
wins at top online casinos real money sites. The best online casinos Australia for real money typically offer match bonuses on first deposits.
Yes, winning real money while playing casino games is possible in online casinos that
accept Australian players and are licensed to accept real money wagers.
Whether you’re chasing bonuses, climbing tournament leaderboards, or
just looking for a fun, fast-paced way to play online casino games, the sites we’ve featured deliver.
Whether you’re new to real money casino games or trying out esports betting, here are a few quick tips to
help you play smarter and (ideally) win more often at the best
online casino sites. Australian online casinos
offer welcome bonuses, deposit bonus, free spins, loyalty
rewards, and some sort of cashback on losses. The newest online casinos
for Australian players aren’t just pokies platforms anymore
— they’re full-scale gaming libraries designed for every kind of player.
Still wondering what is the best online casino in Australia?
Just open your online casino account, verify you are human,
head to the cashier section, choose your method, and follow
the on-screen prompts. Here are the most common ways Aussies fund
and cash out at online gambling Australia sites.
Check the multiplier on wagering, whether it’s bonus-only or
deposit+bonus, max bet limits, and the timer to clear it.
Live experiences feature professional dealers
conducting real-time games with interactive
features. Wagering refers to playthrough requirements—the amount you must gamble before converting bonus funds into withdrawable
cash. Weekend reload bonuses offer 50% matches up to AUD $100 with 60 free spins, providing ongoing rewards beyond
initial registration.
The platform accepts AUD, supports PayID payments,
and tailors services specifically for the Australian market.
The combination of cutting-edge technology, licensed operation, and Aussie-specific features
positions Woo as a premier destination for
both newcomers and experienced players. All games undergo RNG certification by
independent testing laboratories like iTech Labs, guaranteeing
random outcomes on every spin and hand. Woo
casino operates under a Curacao eGaming license, ensuring adherence
to strict regulatory standards for fair play and player
protection. Multilingual assistance ensures non-English
speakers receive equal quality service, solidifying the casino’s commitment to inclusive player care.
References:
https://blackcoin.co/best-online-casinos-games-2025/
online casinos that accept paypal
References:
https://muwafag.com/
online casino real money paypal
References:
externalliancerh.com