ଠିକା ନିଯୁକ୍ତିର ଯୁଗ ଶେଷ ବୋଲି ଡିଣ୍ଡିମ ପିଟୁଥିବା ନବୀନ ସରକାର ପୁଣି ଠିକା ନିଯୁକ୍ତି ପାଇଁ କାହିଁକି ବିଜ୍ଞପ୍ତି ଜାରି କରିଛନ୍ତି

ଭୁବନେଶ୍ୱର  : ୨୦୨୨ ମସିହା ଅକ୍ଟୋବର ମାସ ୧୫ ତାରିଖ ଦିନ ରାଜ୍ୟ କ୍ୟାବିନେଟ୍ ନିଷ୍ପତି ଅନୁସାରେ ରାଜ୍ୟ ସରକାର ଆଉ କୌଣସି ସରକାରୀ ପଦ ପଦବୀ ପାଇଁ ଠିକା ନିଯୁକ୍ତି କରିବେ ନାହିଁ କିମ୍ବା ଆଉଟ୍‌ସୋରସିଙ୍ଗ କରିବେ ନାହିଁ ବୋଲି ଖୁବ୍  ପ୍ରଚାର କଲେ । ଏପରିକି ମିଷ୍ଟାନ୍ନ ମଧ୍ୟ ବାଂଟିବା ସହ କେକ୍ ମଧ୍ୟ କାଟିଲେ, କିନ୍ତୁ ଠିକ୍ ୧୦ ମାସ ପରେ ରାଜ୍ୟ ସରକାର ଗତ ଅଗଷ୍ଟ ୨୩ ତାରିଖ ଦିନ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ତଥା ମାଧ୍ୟମିକ ବିଦ୍ୟାଳୟ ପାଇଁ କନିଷ୍ଟ ଶିକ୍ଷକ ଠିକାରେ ନିଯୁକ୍ତି କରିବା ପାଇଁ ଗେଜେଟ୍ ନୋଟିଫିକେସନ କରିଛନ୍ତି । ୧୦ ମାସ ତଳେ ଠିକା ବ୍ୟବସ୍ଥାର ସଂପୂର୍ଣ୍ଣ ଉଚ୍ଛେଦ ପାଇଁ କ୍ୟାବିନେଟ୍ ଯେଉଁ ନିଷ୍ପତି ନେଇଥିଲା ହଠାତ୍ କାହିଁକି ଏ ନିଷ୍ପତିର ସଂପୂର୍ଣ୍ଣ ପରିବର୍ତନ ହେଲା ବୋଲି ଗୁରୁବାର ଦିନ ଏହି ପ୍ରସଙ୍ଗରେ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି । ରାଜ୍ୟରେ ଯେଉଁ ୨୦ ହଜାର ଯୋଜନା ଭିତିକ କନିଷ୍ଟ ଶିକ୍ଷକ ଠିକା ନିଯୁକ୍ତି କରିବା ପାଇଁ ଗେଜେଟ୍ ନୋଟିଫିକେସନ ପ୍ରକାଶ କରିଛନ୍ତି ତାହା ନିର୍ବାଚନକୁ ଆଖି ଆଗରେ ରଖି ଆଉ ଲଲିପପ୍ ଧରାଇଛନ୍ତି ଯାହାକୁ କଂଗ୍ରେସ ଘୋର ବିରୋଧ କରୁଛି । ଠିକା ନିଯୁକ୍ତି ପରିବର୍ତେ ସ୍ଥାୟୀ ନିଯୁକ୍ତି କରାଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି । ରାଜ୍ୟ ସରକାର ୨୦୧୩ ମସିହା ଠାରୁ ରାଜ୍ୟର ଆର୍ଥିକ ସ୍ଥିତି ଅତ୍ୟନ୍ତ ସୁଦୃଢ଼ ଏବଂ ରାଜ୍ୟ ଏକ ଆର୍ଥିକ ବଳକା ରାଜ୍ୟ ବୋଲି ଦାବି କରିଆସୁଛନ୍ତି । ଯଦି ରାଜ୍ୟର ଆର୍ଥିକ ସ୍ଥିତି ମଜୁଭୁତ ଓ ଆର୍ଥିକ କ୍ଷେତ୍ରରେ ବଳକା ରାଜ୍ୟ ତାହାଲେ ରାଜ୍ୟର ଶିକ୍ଷିତ ଯୁବକ ଓ ଯୁବତୀ ମାନଙ୍କୁ କାହିଁକି ଠିକାରେ ନିଯୁକ୍ତି କରାଯାଉଛି ବୋଲି ସେ କହିଛନ୍ତି । ପ୍ରକୃତ ଆର୍ଥିକସ୍ଥିତି ରାଜ୍ୟରେ ମଜଭୁତ ନା ଅତ୍ୟନ୍ତ ଦୁର୍ବଳ ବୋଲି ସେ ପ୍ରଶ୍ନ କରିଛନ୍ତି ? ରାଜ୍ୟର ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ବିଶ୍ୱ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ପର୍ଯ୍ୟନ୍ତ ସବୁ କିଛି ଆଜି ଠପ୍ ହୋଇଯାଇଛି । ରାଜ୍ୟରେ ସମୁଦାୟ ୯୨ ହଜାରରୁ ଅଧିକ ଶିକ୍ଷକ ପଦବୀ ବହୁ ବର୍ଷ ଧରି ପୁରଣ ନ ହୋଇ ଫାଙ୍କା ପଡ଼ିରହିଛି । ଏ ସମସ୍ତ ପଦବୀକୁ ତୁରନ୍ତ ସରକାର ସ୍ୱଚ୍ଛତାର ସହିତ ସ୍ଥାୟୀ ନିଯୁକ୍ତି ପ୍ରଦାନ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି । ଶ୍ରୀ ମହାନ୍ତି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିଭିନ୍ନ ଜିଲ୍ଲା ଗ୍ରସ୍ତ ପାଇଁ ରାଜ୍ୟ ରାଜକୋଷରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ଟଙ୍କାଟିଏ ଖର୍ଚ୍ଚ କରାଯାଇପାରୁ ନାହିଁ କାହିଁକି ? ରାଜ୍ୟବାସୀ ଏହାର ବିଚାର କରିବେ ? ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ପ୍ରଶାନ୍ତ ଶତପଥି ସାମ୍ବାଦିକ ମାନଙ୍କୁ କହିଥିଲେ ଯେ, ଉଭୟ ବିଜେପି ଓ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ । ଏମାନେ ଉଭୟ ଭାଇ ଭାଇ । ରାଜ୍ୟ ଏବଂ ଦେଶରେ ଶିକ୍ଷିତ ଯୁବକ ଓ ଯୁବତୀଙ୍କ ଭାଗ୍ୟ ସହିତ ଏମାନେ ସବୁବେଳେ ଖେଳ ଖେଳି ଆସୁଛନ୍ତି । କେନ୍ଦ୍ରର ବିଜେପି ସରକାର ଯେଉଁଭଳି ଭାବରେ ସେନାବାହିନୀରେ ଅଗ୍ନିବୀର ନାମରେ ଠିକା ନିଯୁକ୍ତି କଲେ, ଠିକ୍ ସେହିଭଳି ଭାବରେ ଓଡ଼ିଶାର ନବୀନ ପଟ୍ଟନାୟକ ସରକାର ବିଦ୍ୟାବୀର ନାମକ ଏକ ବର୍ଷିଆ ଚୁକ୍ତିଭିତିକ ଠିକା ଶିକ୍ଷକ ନିଯୁକ୍ତି ପାଇଁ ଗେଜେଟ୍ ନୋଟିଫିକେସନ ଜାରି କରିଛନ୍ତି । ଏହି କନିଷ୍ଠ ଶିକ୍ଷକମାନଙ୍କୁ ଏକ ବର୍ଷ ପାଇଁ ଠିକାରେ ନିଯୁକ୍ତି ଦିଆଯିବ ଓ ପରେ ସେମାନଙ୍କ କାର୍ଯ୍ୟ ସନ୍ତୋଷଜନକ ଥିଲେ ପ୍ରଧାନଶିକ୍ଷକଙ୍କ ପାଖରୁ ପତ୍ର ଆଣିଲେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଚାହିଁଲେ ତାଙ୍କ ଚାକିରୀର ନବିକରଣ କରାଯିବ । ଏହି ପ୍ରକ୍ରିୟାରେ ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ୁଛି । ଓଡ଼ିଶା ସରକାରଙ୍କୁ ସାମାନ୍ୟତମ ଲଜ୍ଜା ନାହିଁ ଏବଂ ଓଡ଼ିଶାର ଯୁବକ ଯୁବତୀ ମାନଙ୍କ ମନରେ ହସ ଫୁଟାଇବା ଓ ତାଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସାମାନ୍ୟତମ ନିଷ୍ଠା ନାହିଁ । ରାଜ୍ୟ ସରକାର ୨୦ ହଜାର ପଦବୀ ପରିବର୍ତେ ୯୨ ହଜାର ପଦବୀ ତୁରନ୍ତ ପୁରଣ କରନ୍ତୁ ଏବଂ ସମସ୍ତ ଯୋଗ୍ୟପ୍ରାର୍ଥୀ ସ୍ଥାୟୀ ନିଯୁକ୍ତି ପାଆନ୍ତୁ, ଏହା ହିଁ କଂଗ୍ରେସର ଦାବି । ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ଯେଉଁ କମ୍ପ୍ୟୁଟର ବେଷ୍ଟ ଟେଷ୍ଟିଙ୍ଗ ମାଧ୍ୟମରେ କରାଯାଉଛି, ତା’ର ସ୍ୱଚ୍ଛତା ରହିବ ତ ବୋଲି ସେ ଆଶଙ୍କ ପ୍ରକାଶ କରିଛନ୍ତି । ପ୍ରଦେଶ କଂଗ୍ରେସର ଅନ୍ୟତମ ମୁଖପାତ୍ର କୃଷ୍ଣଚନ୍ଦ୍ର ପତି ସାମ୍ବାଦିକମାନଙ୍କୁ କହିଥିଲେ ଯେ, ୨୦ ହଜାର କନିଷ୍ଟ ଶିକ୍ଷକ ଠିକା ନିଯୁକ୍ତି ଯୋଗୁଁ ରାଜ୍ୟରେ ୨୦ ହଜାର ପରିବାରକୁ ରାଜ୍ୟ ସରକାର ଠକୁଛନ୍ତି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ସ୍କିମାଟିକ୍ / ଯୋଜନା ଭିତିକ ଶିକ୍ଷକ ନିଯୁକ୍ତି ସଂପୂର୍ଣ୍ଣ ଉଚ୍ଛେଦ କରାଯାଉ । ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ବ୍ୟବସାୟୀକରଣ କରିସାରିଲେଣି । ଶିକ୍ଷା ଅଧିକାରରୁ ଆଜି ରାଜ୍ୟର ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ବଂଚିତ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ? ରାଜ୍ୟରେ ୧୧୭୧୦ ଟି ସ୍କୁଲରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ସେହିପରି ୬୭୮୨ ଟି ସ୍କୁଲରେ ଆବଶ୍ୟକୀୟ ଶ୍ରେଣୀ ଗୃହ ନାହିଁ ଯଦ୍ୱାରା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ପିଲାଙ୍କ ଗୋଟିଏ ଶ୍ରେଣୀରେ ଶିକ୍ଷାଦାନ ଜଣେ ଶିକ୍ଷକଙ୍କ ଦ୍ୱାରା କରାଯାଉଛିି । ରାଜ୍ୟରେ ୧୧୭୩୯ ଟି ଶ୍ରେଣୀଗୃହ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଅଛି ଯେଉଁଥିରେ କି ପିଲାମାନଙ୍କୁ ଶିକ୍ଷାଦାନ କରାଯାଉଛି । ରାଜ୍ୟରେ ୧୭୨୮ଟି ହାଇସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି । ୨୧୦୬୫ ଟି ସ୍କୁଲରେ ଖେଳପଡ଼ିଆ ନାହିଁ । ୪୧୯୯୬ ଟି ସ୍କୁଲର କମ୍ପ୍ୟୁଟର ନାହିଁ । ଏହି ଶିକ୍ଷାବର୍ଷରେ ମାଧ୍ୟମିକ ସ୍ତରରେ ଡ୍ରପଆଉଟ୍ ହାର ୨୭.୨୭ । ମୁଖ୍ୟମନ୍ତ୍ରୀ ଏକ ନମ୍ବର ମୁକୁଟ ପିନ୍ଧି ନିଜେ ନିଜ ଢ଼ୋଲ ପିଟୁଛନ୍ତି । ରାଜ୍ୟର ଶିକ୍ଷା ବ୍ୟବସ୍ଥା କେତେ ସଙ୍ଗିନ୍ ସ୍ଥିତି ଦେଇ ଗତି କରୁଛି ରାଜ୍ୟବାସୀ ଉପଲବ୍ଧି କରନ୍ତୁ । ବରିଷ୍ଠ କଂଗ୍ରେସ ନେତା ତଥା ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାସ ଠିକା କନିଷ୍ଟ ଶିକ୍ଷକ ନିଯୁକ୍ତି ନିଷ୍ପତିକୁ ବିରୋଧ କରି ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଥିଲେ ଯେ ରାଜ୍ୟରେ କି ଟ୍ରାନ୍‌ସ୍‌ଫରମେସନ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଟ୍ରାନ୍‌ସ୍‌ଫରମେସନ କ’ଣ ରାଜ୍ୟ ଟ୍ରାନ୍‌ସ୍‌ଫରମେସନ ବୋଲି କୁହାଯିବ କି? ରାଜ୍ୟର ଶିକ୍ଷା ବ୍ୟବସ୍ଥାର ସଂପୂର୍ଣ୍ଣ ବ୍ୟବସ୍ଥାଗତ ପରିବର୍ତନର ଆବଶ୍ୟକତା ରହିଛି । ରାଜ୍ୟ କଂଗ୍ରେସ ୨୦ ହଜାର କନିଷ୍ଠ ଶିକ୍ଷକ ଠିକା ଭିତିରେ ନିଯୁକ୍ତି ଦୃଢ଼ ଭାବରେ ବିରୋଧ କରୁଛି । ଏଥିପାଇଁ କଂଗ୍ରେସ ଦଳ ଆଗାମୀ ଦିନରେ ଜନଆନ୍ଦୋଳନ କରିବ ବୋଲି ଶ୍ରୀ ଦାସ କହିବା ସହିତ ରାଜ୍ୟର ଶିକ୍ଷିତ ଯୁବକ ଯୁବତୀମାନଙ୍କ ଭାଗ୍ୟ ସହିତ ଖେଳଖେଳିବାକୁ ଦିଆଯିବ ନାହିଁ ।

5 thoughts on “ଠିକା ନିଯୁକ୍ତିର ଯୁଗ ଶେଷ ବୋଲି ଡିଣ୍ଡିମ ପିଟୁଥିବା ନବୀନ ସରକାର ପୁଣି ଠିକା ନିଯୁକ୍ତି ପାଇଁ କାହିଁକି ବିଜ୍ଞପ୍ତି ଜାରି କରିଛନ୍ତି”

  1. Besonders ausländische Anbieter, die mit EU-Lizenzen operieren, bieten österreichischen Spielern eine legale Alternative , da diese durch die europäische Dienstleistungsfreiheit
    geschützt sind. Wer auf EU-lizenzierte Online Casinos zugreift,
    spielt legal und profitiert von umfangreichem Spielerschutz.
    Ich persönlich halte internationale Casinos für eine gute
    Wahl, da sie oft eine größere Auswahl an Spielen, bessere Aktionen und flexiblere Zahlungsmethoden als lokale Plattformen bieten. Online-Casinospiele dürfen nur von Plattformen mit einer gültigen Lizenz
    angeboten werden. Das staatlich betriebene Casino Win2Day ist das einzige
    offiziell lizenzierte Online Casino im Land.
    Was die Auszahlungsraten der Roulettespiele angeht, gibt
    es keine Unterschiede zwischen der Software- und der Live-Dealer-Variante.
    Auch bei diesem Tischspiel sind Auszahlungsraten kaum ein Thema, die insgesamt sehr hohen Werte basieren auf den üblichen Regeln und
    sind daher bei den besten Online Casinos gleich. Die meisten progressiven Jackpots findet man an Spielautomaten,
    aber auch Tischspiele kommen hier und da auch mit einem
    stetig steigenden Höchstgewinn daher. Im Internet ist die Auswahl um so viel mehr größer als
    in der Spielo oder Spielbank, so dass man die Novomatic- und Sonnenspiele kaum
    vermissen wird.

    References:
    https://online-spielhallen.de/amunra-casino-cashback-dein-koniglicher-vorteil-erklart/

  2. This makes it an acceptable option for some players, but there are
    better casinos for players who value a fair and
    safe environment in online gambling. We urge
    players to keep this in mind when searching for
    an online casino to play at. Skycrown Casino requires all registered players to verify their accounts.
    Playing real money slots or any other game requires a certain deposit to your casino account balance.
    In the following table, we list all the available software providers for
    Australian players and the number of games they supply the lobby with.

    Furthermore, visitors can click on ‘Top Winners’ or ‘Latest Winners’ to check details of the amount of players who have won and the games they played.

    These e-wallets are known for their fast processing times and added security, making them a popular
    choice among players. Players can set limits on their deposits, time spent playing, and even self-exclude from the platform
    if needed. SkyCrown Casino also promotes responsible
    gambling and provides a range of tools to help players manage their gaming habits.

    Their games also run on RNG (Random Number Generator) technology, which means game outcomes are random
    and technically fair. This review covers the key features to help you decide
    if it suits your playing style. Tailored to match various playing styles and preferences, these
    tables enhance your gameplay with higher stakes, personalized
    service, and dedicated hosts who cater specifically to your needs.

    From classic reel spins to high-stakes live tables, your next
    favorite game is just a click away. The Complaints
    Team had communicated that delays could occur due to KYC verification or high withdrawal
    volumes and had advised patience.

    References:
    https://blackcoin.co/slotimo-casino/

  3. Demo mode lets players test drive slots without financial commitment.
    Featured recommendations highlight trending games currently popular among Australian users.
    Deposits are credited instantly, allowing immediate gameplay.
    Successfully verified accounts gain access to higher withdrawal limits and
    exclusive promotions available only to confirmed users.

    Over 80+ world-class providers including NetEnt, Pragmatic Play,
    and Microgaming Play anonymously without identity verification – start gaming immediately with Bitcoin or cash “Love the Skycrown experience! Massive slot variety from Pragmatic Play and NetEnt. The VIP program rewards are genuinely worth it.” 300% bonus + 200
    Free Spins Our safe system guarantees fair play
    and safe transactions, frequent promotions maintain the excitement.
    Check our promotions page regularly to stay updated
    on the latest offers.

    References:
    https://blackcoin.co/gambling-laws-and-regulations-australia-2025/

Leave a Reply

Your email address will not be published. Required fields are marked *