ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତୀୟ ଲୋକ ପ୍ରଶାସନ ସଂସ୍ଥାନ (ଆଇଆଇପିଏ), ନୂଆଦିଲ୍ଲୀ ଏବଂ ଓଡ଼ିଶା ସରକାରଙ୍କ ଗୋପବନ୍ଧୁପ୍ରଶାସନିକ ଏକାଡେମୀ (ଜିଏଏ) ମଧ୍ୟରେ ଏକ ବୁଝାମଣାପତ୍ର ଶୁକ୍ରବାର ସ୍ୱାକ୍ଷରିତ ହୋଇଯାଇଛି । ଏହି ଦୁଇ ଅନୁଷ୍ଠାନ ମଧ୍ୟରେ ଏକ ସହଯୋଗୀ ଢାଞ୍ଚା ପ୍ରତିଷ୍ଠା କରିବା ପାଇଁ ଜିଏଏର ମହାନିର୍ଦ୍ଦେଶକ ଶ୍ରୀ ରାଜକୁମାର ଶର୍ମା ଆଇଆଇପିଏର ମହାନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ରନାଥ ତ୍ରିପାଠୀଙ୍କ ସହ ପର୍ଯ୍ୟାୟ କ୍ରମେ ଆଲୋଚନା କରିଥିଲେ । ଫଳ ସ୍ୱରୂପ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଶ୍ରୀ ଶର୍ମା ଏବଂ ଶ୍ରୀ ତ୍ରିପାଠୀଙ୍କ ମିଳିତ ଦୂରଦୃଷ୍ଟି ଏବଂ ନିରନ୍ତର ପ୍ରୟାସ ଉଭୟ ଅନୁଷ୍ଠାନର ଶିକ୍ଷାଦାନ ଏବଂ ଶିକ୍ଷଣ ଅଭିଜ୍ଞତାର ଗୁଣବତ୍ତା ବୃଦ୍ଧି କରିବ । ସମସ୍ତ ସମ୍ଭାବ୍ୟ ପାରସ୍ପରିକ ସହଯୋଗ ଓ ସୁଯୋଗ ଥିବା ବିଭିନ୍ନ କ୍ଷେତ୍ରରେ ରାଜ୍ୟ ତଥା ଦେଶରେ ପ୍ରଶିକ୍ଷଣ ଇକୋ-ସିଷ୍ଟମ୍ ର କ୍ଷମତା ବୃଦ୍ଧିରେ ଏହା ସହାୟକ ହେବ । ଏହି ସହଯୋଗ ରାଜ୍ୟର ସରକାରୀ କର୍ମଚାରୀଙ୍କ ଜ୍ଞାନ, ମନୋଭାବ ଓ ଦକ୍ଷତାରେ ଉନ୍ନତି ଆଣିବା ସହ ସୁଶାସନର ଗତିରେ ଗଠନମୂଳକ ପ୍ରଭାବ ପକାଇବ । ଆଇପିଏର ରେଜିଷ୍ଟ୍ରାର ଶ୍ରୀ ଅମିତାଭ ରଞ୍ଜନ ଏବଂ ଜିଏଏର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ଆରାଧନା ଦାସ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ଏହା ଭାଗିଦାରୀ ଭିତ୍ତିକ ଅଧ୍ୟୟନ ତଥା ପ୍ରଶିକ୍ଷଣରେ ଅଧ୍ୟାପକ ବିନିମୟ, ଯୁଗ୍ମ ଗବେଷଣା ପ୍ରକଳ୍ପ ଏବଂ ସୁବିଧା ଆଦାନ ପ୍ରଦାନ ଇତ୍ୟାଦିକୁ ପ୍ରୋତ୍ସାହିତ କରିବ । ଲୋକ ପ୍ରଶାସନ ଓ ଶାସନ ଉପରେ ବ୍ୟାପକ ଜ୍ଞାନ ଆହରଣ କରିବା ଏବଂ ଯୁବ ଓଉଦୀୟମାନ ପ୍ରଶାସକଙ୍କ ଆତ୍ମ ବିଶ୍ୱାସ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ତରଫରୁ ୨୦୨୦ (ଡିଆର୍) ବ୍ୟାଚ୍ ର୧୨୭ଜଣ ଓଏଏ ସ୍ପ୍ରୋବେସନରଙ୍କ ପାଇଁ୨୧ରୁ ୨୫ଅଗଷ୍ଟ୨୦୨୩ ପର୍ଯ୍ୟନ୍ତ ଆଇଆଇପିଏ ଠାରେ ଏକ ସପ୍ତାହବ୍ୟାପୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପ୍ରଥମଥର ପାଇଁ ଓଏଏସ ପ୍ରୋବେସନରମାନେ ରାଷ୍ଟ୍ରପତି ଭବନ, ସଂସଦଭବନ, ପିଏମ୍ ସଂଗ୍ରହାଳୟ, ଯୁଦ୍ଧ ସ୍ମାରକୀ ଓ ଜାତୀୟ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି । ଆଇଆଇପିଏ ଦ୍ୱାରା ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯାଇଥିବା ବେଳେ ଏହି ସଂସ୍ଥାନ ତରଫରୁ ଡଃ.ସୁରଭି ପାଣ୍ଡେ ଏବଂ ଗୋପବନ୍ଧୁ ଏକାଡେମୀର ଡ. ମମତାରାଣୀ ନାୟକ ଏହି ପ୍ରଶିକ୍ଷଣ ତଥା ଏକ୍ସପୋଜର ଭିଜିଟ୍ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
Manche Online-Casinos mit Echtgeld vergeben solche Boni
aber auch im Rahmen spezieller Aktionen an bestehende Kunden. Wenn Sie über Affiliate-Links in unseren Inhalten einzahlen, erhalten wir
möglicherweise eine Provision, ohne dass Ihnen dadurch zusätzliche Kosten entstehen. Sollte das Spielen doch Probleme bereiten, gibt es unabhängige Hilfeangebote,
die jederzeit erreichbar sind.
Wir empfehlen Dir, einige der erstaunlichen Bonus Angebote ohne Einzahlung online auszuprobieren. Ein Registrierungsbonus ohne
Einzahlung hat für beide Seiten Vorteile. Mobile Online
Casino Glücksspiele werden immer beliebter,
und die besten Online Casinos bieten aufgrund der neuen Technologien auch mobil das beste Spielerlebnis.
Einen Bonus ohne Einzahlung kannst Du Dir nicht als Bargeld auszahlen lassen. Wenn Du einen Online Casino Echtgeld Bonus ohne Einzahlung beanspruchst,
ist es immer wichtig zu wissen, dass dieser mit einer Reihe von Geschäftsbedingungen verbunden ist.
Manchmal dürfen Sie selbst bestimmen, ob Sie
den Bonus ohne Einzahlung für Slots, Tischspiele oder im Live-Casino einsetzen. Oft sind die Freispiele ohne Einzahlung auf einen bestimmten Spielautomaten begrenzt, z.
Freispiele ohne Einzahlung sind der Klassiker.
References:
https://online-spielhallen.de/casino-of-gold-bonus-spiele-anmeldung/
A chatbot is a computer program that simulates human conversation with an end user.
Plus, thanks to generative AI, these advanced chatbots are
not only able to have conversations with users but can also boost their
productivity in the workplace. You have most likely encountered chatbots in customer service when you need help accessing your bank account, returning a pair
of shoes, booking an appointment, or troubleshooting software on your computer.
QuillBot’s AI Chat is a conversational tool that uses advanced large language models to
understand natural language and respond in a human-like
way. Our conversational AI chat tool can generate clear,
context-aware responses to your questions instantly and help you brainstorm, learn, or solve problems.
You can fulfill your data protection and electronic communications requirements.
These bots provide quick and accurate responses,
handle multiple requests simultaneously, and work around the clock.
They can resolve customer issues, assist with troubleshooting, or provide information such as order status.
The newest version will be applied in the next chat with the bot.
Chatbots automate the process of qualifying leads by asking targeted questions to identify high-intent prospects.
Many top solutions also include customizable workflows and analytics,
making it easier to monitor and optimize customer interactions.
References:
https://blackcoin.co/asino-play-online-casino-games/
TeamViewer fulfills a wide range of remote support needs while improving productivity and maintaining connectivity for users across all industries and organizational sizes.
“In order to be able to react quickly, we needed a remote access solution that, in addition to the usual Windows PCs at the workstations, also supported iOS of the latest generation, and in particular our app.” Whether
you’re troubleshooting technical issues or managing business operations
remotely, our software provides a seamless and secure
connection. TeamViewer is designed for a variety of use cases, including IT
support, remote work, customer service, and embedded
device management. From enterprise operations to IT support,
TeamViewer is your trusted choice for secure, scalable,
and intelligent remote access. The built-in Windows tool requires significant configuration, poses potential security concerns when exposed
to the internet, and doesn’t offer native support for connecting to macOS, Android, or iOS devices.
While others compromise on security or core functionality, TeamViewer
delivers enterprise-grade protection and universal compatibility in an intuitive package.
Both methods allow you to send an invitation link to
your partner and connect using your partner’s ID
and password. Remote access should work wherever you are, whether you need on-premise or cloud access.
Experience all the core functionality you need without the commitment, and scale up only
if your needs grow beyond personal use.
References:
https://blackcoin.co/reasons-that-make-online-casinos-all-the-more-interesting/
paypal casino uk
References:
dubicly.com
online casino uk paypal
References:
https://kabayan.kr/bbs/board.php?bo_table=free&wr_id=64