SPECIAL HANDLOOM EXPO-2023 ଶୁଭାରମ୍ଭ ।

ଭୁବନେଶ୍ଵର : ସ୍ଥାନୀୟ ଏକ୍ରାମ ହାଟ, ୟୁନିଟ୍ -୩ ଠାରେ ରବିବାର ଦିନ ଠାରୁ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ଵାରା SPECIAL HANDLOOM EXPO-2023ର ଶୁଭାରମ୍ଭ ହୋଇଛି । ଏହା ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମାଷ୍ଟମୀ ଉପଲକ୍ଷେ ଏହି Expo ଆୟୋଜନ ହୋଇଛି । ୧୦%+ ୨୦% ରିହାତି ମୂଲ୍ୟରେ ପ୍ରତ୍ୟେକ ବସ୍ତ୍ର ମିଳୁଛି ।