ଭୁବନେଶ୍ୱର : ମହିଳାଙ୍କୁ ଦୁଷ୍କର୍ମ, ଯୁବକଙ୍କ ବେରୋଜଗାରୀ, ଭ୍ରଷ୍ଟାଚାର, ଦୁର୍ନୀତି, ଯୌନ କେଳେଙ୍କାରୀ, ଅପରାଧ ଓ ସମାଜକୁ ନଷ୍ଟ କରିବା ଭଳି ବିଭିନ୍ନ କାର୍ଯ୍ୟ ବିଜୁ ଜନତା ଦଳ ଦୀର୍ଘ ୨୨ବର୍ଷ ଶାସନରେ କରିଛି । ପୁରୀ ଜିଲ୍ଲା ନିମାପଡା ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା ଓ ଭୁବନେଶ୍ୱରର ଅର୍ଚ୍ଚନା ନାଗ କେଳେଙ୍କାରୀ ଘଟଣା ସମେତ ଦୁର୍ନୀତି, ଟେଣ୍ଡର ଫିକ୍ସିଂ, ମନି ଲଣ୍ଡରିଂରେ ଶାସକ ଦଳର ମାଳ ମାଳ ମନ୍ତ୍ରୀ, ବିଧାୟକ ଓ ନେତା ସଂଶ୍ଳିଷ୍ଟ । ଓଡ଼ିଶାବାସୀ ଟିକସ ଦେଉଥିବା କୋଟି କୋଟି ଟଙ୍କା ବିଜୁ ଜନତା ଦଳର ନେତାଙ୍କ ବିଳାଶବ୍ୟସନରେ ଲାଗୁଛି । ଗଣଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ କଥା ହେଉକି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ସ୍କାଣ୍ଡାଲରେ ଶାସକ ବିଜୁ ଜନତା ଦଳର ନେତାମାନେ ସଂଶ୍ଳିଷ୍ଟ । ଶାସକ ଦଳ ନେତାଙ୍କ ପୃଷ୍ଠପୋଷକତା, ତତ୍ୱାବଧାନରେ ଅପରାଧ କରାଯିବା ସହ ଅପରାଧି ସୃଷ୍ଟି କରାଯାଇ ଓଡ଼ିଶାବାସୀଙ୍କୁ ଶୋଷଣ କରାଯାଉଛି । ସ୍ୱର୍ଗତଃ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କରିବା ପୂର୍ବରୁ ଜଣେ ବନ୍ଧୁଙ୍କୁ ଫୋନ କରି ତାଙ୍କ ଆତ୍ମହତ୍ୟା ଲାଗି ଗଣଶିକ୍ଷାମନ୍ତ୍ରୀଙ୍କ ନାମ ନେଇଥିବା ଅଡିଓ ଭାଇରାଲ ହୋଇଥିଲା । ବିନ୍ଦାସ ଚିନୁ, ମୁନା ମହାପାତ୍ର ମଧ୍ୟ ସ୍ୱର୍ଗତଃ ସାହୁଙ୍କୁ ଆତ୍ମହତ୍ୟା ଲାଗି ଦାୟୀ ବୋଲି ଅଡିଓ ଭାଇରାଲ ହୋଇଥିଲେ ମଧ୍ୟ କାହିଁକି ଓଡ଼ିଶା ପୋଲିସ ଏହି ୩ ଅଭିଯୁକ୍ତଙ୍କୁ ଗିରଫ ନକରି ଘଣ୍ଟ ଘୋଡାଇଛି । ଏହାର ପ୍ରତିବାଦରେ ଗୁରୁବାର ଦିନ ରାଜଭବନ ସମ୍ମୁଖରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତି ତଳେ ବୁଦ୍ଧିଜୀବୀମାନେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ଶାସକ ଦଳର ମନ୍ତ୍ରୀ, ବିଧାୟକ ଓ ନେତାଙ୍କୁ ଦୁର୍ନୀତି, ଭ୍ରଷ୍ଟାଚାରୀ ଓ କେଳେଙ୍କାରୀ କରିବା ଲାଗି ଶାସକ ଦଳର ମୁଖିଆ ପ୍ରଶ୍ରୟ ଦେଉଛନ୍ତି । ଲେଡି ବ୍ଳାକମେଲର ଅର୍ଚ୍ଚନାଙ୍କ ବାସଭବନରେ ବିଜୁ ଜନତା ଦଳର ୧୨ରୁ ଊର୍ଦ୍ଧ୍ୱ ମନ୍ତ୍ରୀ, ୩୦ରୁ ଅଧିକ ବିଧାୟକ ଯା’ଆସ କରିବା ସହ ସେଠାରେ କୋଟି କୋଟି ଟଙ୍କାର ଟ୍ରାଞ୍ଜାକ୍ସନ କରାଯାଉଥିଲା । ଏପରିକି ଟ୍ରାନ୍ସଫର୍, ପୋଷ୍ଟିଂ ଓ ଟେଣ୍ଡର ଫିକ୍ସିଂ ଭଳି ନିଷ୍ପତି ନିଆଯାଉଥିଲା । ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟ ଓ ଧର୍ମେନ୍ଦ୍ର ସାହୁଙ୍କ ହତ୍ୟା ନିରପେକ୍ଷ ତଦନ୍ତ ଦାବି କରି ଗୁରୁବାର ଦିନ ଠାରୁ ୫୮ଟି ସବଡିଭିଜନରେ ଆନ୍ଦୋଳନ ପ୍ରତିବାଦ କରାଯାଉଛି । ଯଥାଶୀର୍ଘ ରାଜ୍ୟ ସରକାର ଶ୍ରୀ ସାହୁଙ୍କୁ ଓ ଅର୍ଚ୍ଚନା କଳାକାରନାର ପର୍ଦ୍ଦାଫାସ କରନ୍ତୁ । ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଜ୍ଜନ ଶର୍ମା, ଜୟପ୍ରକାଶ ମିଶ୍ର, କର୍ଣ୍ଣଲ ବିରେନ୍ଦ୍ର ବସ୍ତିୟା, ପଦ୍ମନାଭ ଦାସ, କିଶୋର ମଙ୍ଗରାଜ, ଶ୍ୟାମସୁନ୍ଦର ପାଇକରାୟ, ହିମାଂଶୁ ମହାନ୍ତି, ଭଗବାନ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ସେନାପତି, ବିବେକ ନାୟକ, ଗୋପାଳ କୁଣ୍ଡୁ, ନାରାୟଣ ବେହେରା, ସନତ ଭୋଇ ଓ କାହ୍ନୁ ଚରଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Das Bassbet Casino bietet eine große Auswahl an Spielen, die jeden zufrieden stellen. Spielen Sie
klassische Tischspiele wie Blackjack, Roulette und Poker.
Zusätzlich bieten wir umfassende Informationen und Prognosen in unserem Blog, wo du jede Woche die neuesten Sportwetten News und Vorhersagen findest.
Wählen Sie mit speziellen Schaltflächen den Einsatzbetrag aus,
platzieren Sie eine Wette und starten Sie das Spiel.
Jeder österreichische Spieler, der um Echtgeld spielt, hat
jede Chance, den Jackpot zu knacken, da jedes Spiel sorgfältig ausgewählt wird.
Darüber hinaus bietet GGBET Casino in Österreich höchste
Zuverlässigkeit und schnelle Auszahlungen. Die Registrierung dauert nur wenige Minuten, und der großzügige Willkommensbonus sorgt
für einen optimalen Start in das Spielerlebnis.
Von der umfangreichen Spielauswahl über großzügige Bonusangebote bis
hin zu sicheren Zahlungsmethoden – das XonBet Casino lässt keine
Wünsche offen.
References:
https://online-spielhallen.de/vegas-casino-freispiele-ihr-weg-zu-gewinnen-ohne-risiko/
UK players can fund play with familiar debit cards, leading e‑wallets and a broad crypto
range; credit cards are not used for gambling in Britain. Launched for modern players and regulated under the Curaçao Gaming
Control Board, Licence No. If you’re after a modern online casino that respects your
time and rewards your loyalty, Skycrown 2 is worth checking out.
This loyalty program ensures that frequent players are rewarded for
their continued engagement with the platform. The high RTP games, including poker, blackjack, and
roulette, are designed to keep players coming back for more.
Additionally, SkyCrown Casino provides a seamless gaming experience
on its mobile app, giving you access to all your favorite games anytime, anywhere.
And, the cherry on the cake is the Cashback bonus only exclusive for customers who wager via crypto
on live casino games at Sky Crown Casino. Keep in mind that
all deposit bonuses are subject to wagering requirements and a
withdrawal can only be requested when the wagering is completed.
There is a wide range of slot games available, which covers almost every section of the online casino games; from slots to live dealers to jackpots —
all available under one roof.
SkyCrown isn’t going to revolutionize online gambling, but it’s a legitimate option that delivers on its basic promises.
For high rollers or players who need the fastest possible banking,
you might want to look elsewhere. The site works as advertised, withdrawals arrive when promised, and the overall
experience is professional.
References:
https://blackcoin.co/fair-go-casino-login-guide/
Additionally, Playbet.io offers weekly promotions, including a
Wednesday Bonus and Friday Free Spins, enhancing the overall gaming experience.
Playbet.io has swiftly become a leading name in the crypto casino industry.
Players can use the promo code “75BIT” to unlock these
spins right after registration. 7Bit Casino is known for its extensive collection of games and enticing
promotions.
Alternatively, use the search bar located in the top-right corner of the homepage to directly
find jackpot games on the RocketPlay Casino site. Within the slot section, you’ll find categories listed, including
jackpot slots. To access the jackpot slots, visit the slot
section by clicking on “slots” at the top of the
homepage. These games are powered by software
providers such as Betsoft, Leander, Belatra, Playtech, Quickfire, and Red Tiger.
References:
https://blackcoin.co/gambling-laws-and-regulations-australia-2025/
online casinos that accept paypal
References:
125.141.133.9
online casino with paypal
References:
https://ahsazglobal.in/employer/australias-best-paypal-accepting-online-casinos-2025/