भुवनेश्वर: भारतीय रेलवे इंजीनियर्स सेवा (आईआरएसई) के अधिकारी श्री महेश कुमार बेहेरा ने पूर्व तट रेलवे (ईसीओआर) के अपर महाप्रबंधक का पद ग्रहण किया है । इससे पहले, वे पूर्व तट रेलवे के मुख्य योजना एवं डिजाइन इंजीनियर के रूप में कार्यरत थे । श्री बेहेरा ने यूनिवर्सिटी कॉलेज ऑफ इंजीनियरिंग, बुर्ला, संबलपुर से सिविल इंजीनियरिंग में स्नातक की उपाधि प्राप्त की है तथा आईआईटी, मद्रास से ओशन इंजीनियरिंग में एम.टेक किया है । 1991 में भारतीय रेलवे में शामिल होने के बाद उन्होंने रेलवे में मुख्य ब्रिज इंजीनियर, पूर्व तट रेलवे में मुख्य इंजीनियर (ब्रिज पुनर्वास) जैसे विभिन्न पदों पर काम किया । इसके साथ ही भुवनेश्वर में राइट्स के समूह महाप्रबंधक, पटना और मुंगेर में पूर्व मध्य रेलवे के तहत गंगा पुल के मुख्य अभियंता (निर्माण) और वरिष्ठ मंडल अभियंता (समन्वय), सम्बलपुर, पूर्व तट रेलवे में उप मुख्य सतर्कता अधिकारी और पूर्वोत्तर सीमांत रेलवे में उप प्रमुख इंजीनियर (निर्माण) पद पर अपनी सेवाएँ दी हैं ।

ଶ୍ରୀ ଏମ କେ ବେହେରା ପୂର୍ବତଟ ରେଳପଥର ନୂତନ ଅତିରିକ୍ତ ମହାପ୍ରବନ୍ଧକ ।
ଭାରତୀୟ ରେଳ ଇଞ୍ଜିନିୟର୍ସ ସେବା (ଆଇଆରଏସଇ) ର ଅଧିକାରୀ ଶ୍ରୀ ମହେଶ କୁମାର ବେହେରା ପୂର୍ବ ତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଭାବରେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି । ଏହାପୂର୍ବରୁ ସେ ଭୁବନେଶ୍ୱରରେ ପୂର୍ବତଟ ରେଳପଥର ମୁଖ୍ୟ ଯୋଜନା ଏବଂ ଡିଜାଇନ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ । ଶ୍ରୀ ବେହେରା ୟୁନିଭର୍ସିଟି କଲେଜ ଅଫ୍ ଇଞ୍ଜିନିୟରିଂ ବୁର୍ଲା, ସମ୍ବଲପୁର ଠାରୁ ସିଭିଲ୍ ଇଞ୍ଜିନିୟରିଂରେ ସ୍ନାତକ କରିବା ପରେ ସାମୁଦ୍ରିକ ଇଞ୍ଜିନିୟରିଂରେ ଆଇଆଇଟି ମାଡ୍ରାସରୁ ସ୍ନାତକତ୍ତୋର ଡିଗ୍ରୀ ହାସଲ କରି 1991 ରେ ଭାରତୀୟ ରେଳବାଇରେ ଯୋଗ ଦେଇଥିଲେ । ଶ୍ରୀ ବେହେରା ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଯଥା ପୂର୍ବତଟ ରେଳପଥର ଚିଫ ବ୍ରିଜ ଇଂଜିନିୟର, ଚିଫ ଇଂଜିନିୟର (ବ୍ରିଜ୍ ପୁନର୍ବାସ); ଭୁବନେଶ୍ୱର ସ୍ଥିତ ରାଇଟ୍ସ ର ଗୃପ ଜେନେରାଲ୍ ମ୍ୟାନେଜର, ପାଟନା ଏବଂ ମୁଙ୍ଗେରରେ ପୂର୍ବ କେନ୍ଦ୍ରୀୟ ରେଳ ଅଧୀନରେ ଥିବା ଗଙ୍ଗା ବ୍ରିଜର ମୁଖ୍ୟ ଇଞ୍ଜିନିୟର (ନିର୍ମାଣ) ସହିତ ସମ୍ବଲପୁର ଠାରେ ସିନିୟର ଡିଭିଜନାଲ ଇଞ୍ଜିନିୟର (କୋ-ଅର୍ଡିନେସନ୍), ପୂର୍ବତଟ ରେଳପଥ ମୁଖ୍ୟାଳୟ ଠାରେ ଉପ ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଏବଂ ଉତ୍ତର ସୀମାନ୍ତ ରେଳପଥର ମୁଖ୍ୟ ଇଞ୍ଜିନିୟର (ନିର୍ମାଣ) ଭାବରେ ସୁଚାରୁ ଭାବେ କାର୍ଯ୍ୟଭାର ତୁଲାଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।