ଜହ୍ନ ଉପରେ ଶୟନ ଗଜାନନ

ମହାପ୍ରଭୁ

ଚନ୍ଦ୍ରାୟନ – ୦୨କୁ ମନେ ରଖିବା ପାଇଁ କଟକ ଜିଲ୍ଲା ନିଆଳି ବ୍ଲକର ପୋଖରୀଗାଁ ର “ପୋଖରୀଙ୍ଗା ଯୁବଗୋଷ୍ଠୀ” ଜହ୍ନ/ଚନ୍ଦ୍ର ଉପରେ ଶୟନ ବେଶରେ ଥିବା ଗଜାନନ ମହାପ୍ରଭୁଙ୍କୁ ଏଥର ପୂଜା କରିଛନ୍ତି । ଦୀର୍ଘ ବର୍ଷ ଧରି ଏହି ଗାଁରେ ଗଜାନନଙ୍କୁ ପୂଜା କରାଯାଉଛି । ଆଖପାଖ ଅଞ୍ଚଳର ଶହଶହ ଭକ୍ତ ଗଣପତି ବାବାଙ୍କୁ ଦର୍ଶନ କରୁଛନ୍ତି । ବୁଧବାର ଦିନ ବିସର୍ଜନ ହେବ ବୋଲି ଯୁବଗୋଷ୍ଠୀ ସୂଚନା ଦେଇଛନ୍ତି । 

Categories
RELIGION
Newsroll

RELATED BY

  • ଗୁରୁ ନାନକ ଦେବଙ୍କ ବାଣୀ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ବାଣୀ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରିଛନ୍ତି । ସେ ସମନ୍ୱିତ ଚେକ ପୋଷ୍ଟ (ଆଇସିପି) ଏବଂ କର୍ତାରପୁର କରିଡର ଉଦଘାଟନ ଅବସରରେ ଆୟୋଜିତ...
  • ଗୋଟିଏ ରାଶିରେ ଏକାଠି ହୋଇଛନ୍ତି ଗୁରୁ ଓ ଶନି

    ଗୋଟିଏ ରାଶିରେ ଏକାଠି ହୋଇଛନ୍ତି ଗୁରୁ ଓ ଶନି, ସେ ହେଉଛି ଧନୁରାଶି କଣ ଫଳ ତାହା ବର୍ଣ୍ଣନା କରାଗଲା ୯ ରାଶି ଜାତକ ହେବେ ଶୁଭ ୩ ରାଶିଙ୍କ ଲାଗି ସଙ୍କଟର ସମୟ    ୧୨ ବର୍ଷରେ ଥରେ...
  • ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ଭୁବନେଶ୍ଵରରେ ବୈଠକ କରିବେ

    ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସମିତି ଅଖିଳ ଭାରତୀୟ କାର୍ଯ୍ୟକାରି ମଣ୍ଡଳ ବୈଠକ ଚଳିତ ବର୍ଷ ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ପରିସର-୨ରେ ଅନୁଷ୍ଠିତ ହେବ । ଏହି ବୈଠକରେ ସଂଘର  ସରସଂଘଚାଳକ  ଡ଼. ମୋହନରାଓ...
  • କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମୂର୍ତ୍ତି ପ୍ରଦାନ

    ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରତିଷ୍ଠିତ ଓଡିଆ ସ୍ଥପତି ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମାଁ ଲକ୍ଷ୍ମୀଙ୍କର ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ମୂର୍ତ୍ତି ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି । ଓଡିଶାର ଅନ୍ୟାନ୍ୟ ସାଂସଦ...