24×7 Live
ଭୁବନେଶ୍ୱର : ଲୋକସେବା ଭବନ ଠାରେ ଜାତୀୟ ସଂଖ୍ୟାଲଘୁ କମିଶନ ର ଅଧ୍ୟକ୍ଷ ଶ୍ରୀ ଇକବାଲ ସିଂହ ଲାଲପୁରା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର କରୁଛନ୍ତି ।