ଭୁବନେଶ୍ୱର: ରାଜ୍ୟର ସମସ୍ତ ଗ୍ରାହକଙ୍କୁ ୨୪ X ୭ ଗୁଣାତ୍ମକ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତଯୋଗାଣ କରିବାକୁ ଶକ୍ତି ବିଭାଗ ବିଦ୍ୟୁତ ଉତ୍ପାଦନ, ପରିବହନ ଏବଂ ବିତରଣ କ୍ଷେତ୍ରରେ ଅନେକ ପଦକ୍ଷେପ ନେଉଛି । ରାଜ୍ୟର ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଓପିଜିସି (OPGC) ୨୦୧୯ ରେ ଏହାର ଉତ୍ପାଦନ କ୍ଷମତାକୁ ୧,୩୨୦ ମେଗାୱାଟ୍ ବୃଦ୍ଧି କରିଛି । ସମ୍ପ୍ରତି ରାଜ୍ୟରେ ପାଖାପାଖି ୭,୨୯୦ ମେଗାୱାଟ୍ ବିଦ୍ୟୁତ ଉପଲବ୍ଧ ଥିବାରୁ, ରାଜ୍ୟର ହାରାହାରି ସର୍ବୋଚ୍ଚ ବିଦ୍ୟୁତ ଶକ୍ତି ଚାହିଦା, ଯାହାକି ପ୍ରାୟ ୪,୫୦୦ – ୫,୦୦୦ ମେଗାୱାଟ୍, ସୁରୁଖୁରୁରେ ପୂରଣ ହୋଇପାରୁଛି । ରାଜ୍ୟର ବିଦ୍ୟୁତ ପରିବହନ ଏବଂ ବିତରଣର ଭିତ୍ତିଭୂମି, ଉପଭୋକ୍ତା ସଂଖ୍ୟାରେ ବୃଦ୍ଧି ଏବଂ ଶିଳ୍ପ ଓ ସେବା କ୍ଷେତ୍ରର କ୍ରମବର୍ଦ୍ଧିଷ୍ଣୁ ଚାହିଦା ସହିତ ସମାନୁପାତିକ ଭାବରେ ବୃଦ୍ଧି ପାଇଛି ବୋଲି ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ପ୍ରକାଶ କରିଛନ୍ତି । ସୋମବାର ଦିନ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବଜେଟ୍ ୨୦୨୩-୨୪ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ ଗତ ୧୦ ବର୍ଷରେ, ବିଦ୍ୟୁତ ପରିବହନ ବ୍ୟବସ୍ଥାର ଉପଲବ୍ଧତା ୯୯.୯% ରୁ ଅଧିକ ରହିଛି । କିଛି ଦୂରଦୁରାନ୍ତରେ ଥିବା ଲୋ-ଭୋଲଟେଜ୍ ଅଞ୍ଚଳର ଗ୍ରାହକଙ୍କ ଭୋଲଟେଜ୍ ସମସ୍ୟାର ସମାଧାନ ପାଇଁ ବଜେଟରେ ଯଥାଯଥ ବ୍ୟବସ୍ଥା କରାଯାଇଛି । ମେକ୍ ଇନ ଓଡିଶା-୨୦୨୨ ସମୟରେ, ଆମେ ଏକ ନୂତନ ଅକ୍ଷୟ ((Renewable) ଶକ୍ତି ନୀତି ଉନ୍ମୋଚନ କରିଥିଲୁ । ସେହି ନୀତି କାର୍ଯ୍ୟକାରୀ କରିବା ପାଇଁ ବଜେଟ୍ରେ ବ୍ୟବସ୍ଥା ରହିଛି । ଏହି ବଜେଟରେ ସବୁଜ ଶକ୍ତି ପରିବହନ କରିଡର (ନୂତନ ଯୋଜନା) ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯିବା ସହିତ ଓଡିଶା ନବୀକରଣୀୟ ଶକ୍ତି ବିକାଶ ପାଣ୍ଠି (Renewable Energy Development Fund) (ନୂତନ ଯୋଜନା) ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୨୦୩୦ ମସିହା ସୁଦ୍ଧା ଆମେ ୧୦,୦୦୦ରୁ ଉର୍ଦ୍ଧ୍ଵ ମେଗାୱାଟ୍ ଅକ୍ଷୟ ଶକ୍ତିରୁ ବିଦ୍ୟୁତ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛୁ ବୋଲି ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି । ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ ମନ୍ତ୍ରୀ ଶ୍ରୀ ଦେବ ସୂଚନା ଦେଇଥିଲେ ଯେ ବର୍ତ୍ତମାନ କାର୍ଯ୍ୟକାରୀ ଯୋଜନା ଏବଂ ପ୍ରସ୍ତାବିତ ନୂତନ ଯୋଜନାଗୁଡିକୁ ଏକତ୍ର କରି, ବଜେଟରେ ଦୁଇଟି ସାମଗ୍ରିକ ଯୋଜନା (Umbrella Scheme)ର ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଶକ୍ତି ବିକାଶ କାର୍ଯ୍ୟକ୍ରମ (CMPDP) ବାବଦରେ ୧,୪୪୬.୫୦ କୋଟି ଟଙ୍କା ଓ ମୁଖ୍ୟମନ୍ତ୍ରୀଙ୍କ ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ (CMECP)) ନିମନ୍ତେ ୨୭୨.୬୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଶକ୍ତି ବିକାଶ କାର୍ଯ୍ୟକ୍ରମ (CMPDP ର ମୁଖ୍ୟ ଉପାଦାନ/ ପ୍ରମୁଖ ଭାଗ ଗୁଡିକ ମଧ୍ୟରେ ଓଡିଶା ବିଦ୍ୟୁତ ବିତରଣ ସଶକ୍ତିକରଣ କାର୍ଯ୍ୟକ୍ରମ (ODSSP) ପାଇଁ ୮୩୨.୫ କୋଟି ଟଙ୍କା, ରାଜ୍ୟ ରାଜଧାନୀ ଅଂଚଳ ବିଦ୍ୟୁତ ବ୍ୟବସ୍ଥା ଉନ୍ନତିକରଣ ଯୋଜନା (SCRIPS)) ପାଇଁ ୩୬୪.୯୮ କୋଟି ଟଙ୍କା, ବିପର୍ଯ୍ୟୟ ନିରୋଧୀ ଶକ୍ତି ବ୍ୟବସ୍ଥା (DRPS) ପାଇଁ ୧୦୦ କୋଟି ଟଙ୍କ ।, ସବ ଜୁ ଶକ୍ତି ପରିବହନ କରିଡର ପାଇଁ ୫୦ କୋଟି ଟଙ୍କା (ନୂତନ ଯୋଜନା)ର ବ୍ୟୟବରାଦ କରାଯାଇଛି । ଲେ।-ଭୋଲ ଟେଜ୍ ଅଂଚଳ ମାନ ଙ୍କ ରେ ଭୋଲ ଟେଜ୍ରେ ଉନ୍ନତି ପାଇଁ ମାର୍ଚ୍ଚ ୨୦୨୪ ସୁଦ୍ଧା ୧୦୦ ରୁ ଅଧିକ ୩୩/୧୧ କେଭି ସବ୍-ଷ୍ଟେସନ୍ କାର୍ଯ୍ୟକ୍ଷମ ହେବ । ବିପର୍ଯ୍ୟୟ ନିରୋଧୀ ଶକ୍ତି ଭିତ୍ତିଭୂମି ନିର୍ମାଣ ପାଇଁ, ରେଡିଆଲ୍ ଟୁ ରିଙ୍ଗ୍ କନଭର୍ସନ୍ ପ୍ରୋଜେକ୍ଟ (RRCP-ଦ୍ୱିତୀୟ ପର୍ଯ୍ୟାୟ), ରାଜ୍ୟ ରାଜଧାନୀ ଅଂଚଳରେ ଶକ୍ତି ଭିତ୍ତିଭୂମି ଉନ୍ନତିକରଣ (SCRIPS) ଓ ବିପର୍ଯ୍ୟୟ ନିରୋଧୀ ଶକ୍ତି ବ୍ୟବସ୍ଥା (DRPS–ଦ୍ୱିତୀୟ ପର୍ଯ୍ୟାୟ) ଭଳି ଯୋଜନାଗୁଡିକ କାର୍ଯ୍ୟକାରୀ କରିବା ପାଇଁ ସ୍ଥିର କରାଯାଇଛି ଏବଂ ଏଥିପାଇଁ ବଜେଟ୍ରେ ସାମୂହିକ ଭାବରେ ୪୭୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । CMECP ଅଧୀନରେ, ଘରୋଇ ଶକ୍ତି ଦକ୍ଷତା କାର୍ଯ୍ୟକ୍ରମ (ନୂତନ ସ୍କିମ୍) ପାଇଁ ୨୫୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି, ଯାହାକି ଘରମାନଙ୍କରେ ଏନେର୍ଜି ଏଫିସିଏଣ୍ଟ ଉପକରଣର ବ୍ୟବହାରକୁ ପ୍ରୋତ୍ସାହିତ କରିବ । ଶକ୍ତି ସଂରକ୍ଷଣ ଏବଂ ଶକ୍ତି ଦକ୍ଷତା ସଚେତନତା କାର୍ଯ୍ୟକ୍ରମର ଅଂଶ ଭାବରେ, ପ୍ରାୟ ୧,୦୦୦ ଗୋଟି ବିଦ୍ୟାଳୟରେ ଗଠିତ ‘ଶକ୍ତି କ୍ଲବ’ଗୁଡିକ ସମ୍ପ୍ରତି ସକ୍ରିୟ ଭାବରେ କାର୍ଯ୍ୟ କରୁଛି । ସମସ୍ତ ହାଇସ୍କୁଲଗୁଡିକରେ ମଧ୍ୟ ଏଭଳି କ୍ଲବ ଗଠନ କରିବା ପାଇଁ ପ୍ରସ୍ତାବ ରହିଛି । ଶକ୍ତି ବିଭାଗ ଏହାର ପ୍ରମୁଖ ଅଗ୍ରଣୀ କାର୍ଯ୍ୟକ୍ରମ ‘ବିଜୁ ଗ୍ରାମ ଜ୍ୟୋତି ଯୋଜନା’କୁ ଜାରି ରଖିଛି । ବିଦ୍ୟୁତ ସେବାରୁ ବଂଚିତ ସମସ୍ତ ପରିବାରକୁ ଆଗାମୀ ଅଗଷ୍ଟ ୨୦୨୩ ସୁଦ୍ଧା ବିଦ୍ୟୁତକରଣ କରିବା ପାଇଁ ୧୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୧ ରେ ‘ସୌଭାଗ୍ୟ’ ଯୋଜନାର ପରିସମାପ୍ତି ହେବା ପରେ, ଅବଶିଷ୍ଟ ଜନବସତି/ ପରିବାରକୁ ବିଦ୍ୟୁତ ଯୋଗାଇବା ପାଇଁ DISCOMମାନଙ୍କୁ ୪୧୫ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଛି । ହାତୀମାନଙ୍କୁ ବୈଦୁତିକ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ, ଏଲିଫ୍ୟାଣ୍ଟ କରିଡ଼ର ଯୋଜନାରେ ଆଗାମୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ରେ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । Elephant Corridor ଯୋଜନାରେ ବିଦ୍ୟୁତ ଭିତ୍ତିଭୂମିର ସଶକ୍ତିକରଣ ପାଇଁ ଏଯାବତ ୬୯୦.୨ କୋଟି ଟଙ୍କା ଆବଣ୍ଟନ କରାଯାଇସାରିଛି ବୋଲି ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି । ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ ଗ୍ରୀଡକୋ ୟୁନିଟ୍ ପିଛା ହାରାହାରି ୩.୧୨ ଟଙ୍କା ମୂଲ୍ୟରେ (ଆର୍ଥିକ ବର୍ଷ ୨୦୨୨-୨୩) DISCOMମାନଙ୍କୁ ବଳ୍ପରେ ଶକ୍ତି ଯୋଗାଉଛି, ଯାହା ସର୍ବଭାରତୀୟ ସ୍ତର ଠାରୁ କମ୍ ଅଟେ । ଗ୍ରୀଡକୋର ଆର୍ଥିକ ସ୍ଥିରତା ଓ ସ୍ୱଛଳତା ରାଜ୍ୟର ଶକ୍ତି ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ୩୧ ଡିସେମ୍ବର ୨୦୨୨ ସୁଦ୍ଧା, ଗ୍ରୀଡକୋର ବକେୟା ଦେୟ ପାଖାପାଖି ୬, ୫୦୦ କୋଟି ଟଙ୍କା ରହିଛି । ତେଣୁ, ରାଜ୍ୟ ସରକାର ଗ୍ରୀଡକୋକୁ ବାର୍ଷିକ ୫ ପ୍ରତିଶତ ସୁଧହାରରେ ଏବଂ ୫ ବର୍ଷର ମୋରାଟୋରିଅମ ଅବଧିରେ ଋଣ (Soft Loan ଦେବା ଆରମ୍ଭ କରିଛନ୍ତି । ଏହି କ୍ରମରେ, ଆର୍ଥିକ ବର୍ଷ ୨୦୨୨-୨୩ ରେ GRIDCO କୁ ୭୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ୭୦୦ କୋଟି ଟଙ୍କା ଋଣ ପ୍ରଦାନର ପ୍ରସ୍ତାବ ଦିଆଯାଇଛି । ଓପିଜିସି (OPGC))କୁ ୧୩୮ କୋଟି ଟଙ୍କା ଓ ଓପିଟିସିଏଲ (OPTCL)କୁ ୧୦୦ କୋଟି ଟଙ୍କାର ଅଂଶଧନ ପ୍ରଦାନ କରାଯାଇଛି । ଏବର୍ଷ ଶକ୍ତି ବିଭାଗ ମୋଟ ୩,୦୦୨.୫୩ କୋଟି ଟଙ୍କାର ବଜେଟ୍ ଆକଳନ କରିଅଛି । ଏଥିରେ, ଯୋଜନା/ ପରିକଳ୍ପନା/ କାର୍ଯ୍ୟକ୍ରମ ରୂପାୟନ ତଥା କାର୍ଯ୍ୟାନ୍ୱୟନ ପାଇଁ ୨,୯୫୪ କୋଟି ଓ ପ୍ରଶାସନିକ ଖର୍ଚ୍ଚ ପାଇଁ ୪୮.୫୩ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ଦିଆଯାଇଛି । ଏହି ସମସ୍ତ ପଦକ୍ଷେପ ଦ୍ୱାରା ରାଜ୍ୟର ବିଦ୍ୟୁତ ଉପଭୋକ୍ତାମାନଙ୍କର ଖୁଚୁରା ବିଦ୍ୟୁତ ଶୁଳ୍କକୁ କମ୍ ରଖିବାରେ ସହାୟକ ହୋଇପାରିବ ଏବଂ ଶିଳ୍ପ ଓ ଅର୍ଥନୀତିର ଅଭିବୃଦ୍ଧିକୁ ସୁଗମ କରିବ, ଯାହାଦ୍ୱାରା ରାଜ୍ୟର ଜନସାଧାରଣଙ୍କ ଜୀବନଶୈଳୀରେ ଉନ୍ନତି ଆସିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଧଳ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମଳନୀକୁ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁର୍ବୀର ସିଂ ପରିଚାଳନା କରିଥିବାବେଳେ ଶକ୍ତି ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି
ଯୋଗଦେଇଥିଲେ ।
Häufige Angebote umfassen Einzahlungsboni, Freispiele und
spezielle Aktionen zur Förderung neuer Spiele. Fat Pirate bietet eine Vielzahl von Bonusangeboten, von Willkommensboni
für neue Spieler bis hin zu regelmäßigen Promotions für treue Nutzer.
Fat Pirate ist ein Online-Casino, das Spielern eine breite Palette
von unterhaltsamen Spielen, darunter Slots, Tischspiele und Live-Casino-Optionen, bietet.
Fat Pirate bietet eine nahtlose Erfahrung mit schnellem Kundensupport und fairen Spielen.
Für Sportfans bietet das FatPirate Casino einen 100% Ersteinzahlungsbonus bis
zu 200 €. Das Casino bietet eine breite Auswahl an Tischspielen, einschließlich mehrerer Varianten von Blackjack, Roulette und Baccarat.
Sitzungstimer und Realitätschecks erinnern Sie sanft daran, wie
lange Sie schon spielen.
Jeder Slot läuft reibungslos auf Mobil- und Desktop-Geräten und gewährleistet Spitzenleistung, wo immer Sie spielen. Es gibt Jackpot-Spiele, Video-Slots mit Freispielen, Bonusrunden, Multiplikatoren und Optionen mit hoher Volatilität.
Sie können Spielautomaten, Tischspiele, Live-Dealer-Titel
und Sofortspiele spielen. Bei Fat Pirate Online spielen Sie
nicht nur —, Sie legen Ihren eigenen Kurs fest,
um Schätze zu sammeln. Sie können auf Ihrem Computer oder
Mobiltelefon spielen. Sie können auf dem Desktop oder Mobilgerät spielen, mit oder ohne App, und intelligente Tools für verantwortungsvolles Glücksspiel verwenden.
References:
https://online-spielhallen.de/bizzo-casino-cashback-ihre-ruckerstattung-leicht-gemacht/
The aim of the game is initially to bet either with or against the Shooter The aim of
the game of Blackjack is to draw cards totalling closer to 21 than those in the Dealer’s hand –
without exceeding 21. One of the most impressive venues in Brisbane, the
Treasury Casino offers entertainment, fine dining and, of course, magnificent gaming rooms.
The Treasury Casino is a casino located in Brisbane City.
The courtyard at the centre of the building was roofed over for the
conversion. The exterior of the building is highly intact while the interior has
had only minor modifications. Two wings containing toilets
and washrooms project into the courtyard space.The building has restrained rendered and
painted interiors that feature cedar joinery and ornamental plasterwork.
The structure of the third phase of the building consists of reinforced concrete slabs supported on loadbearing masonry columns and steel girders.
The layout is a carefully planned maze of heart-pounding gaming action,
plush seating areas, and top-tier facilities. The scale of the venue is truly awe-inspiring,
creating an atmosphere that gives any large Las
Vegas casino a run for its money. Sprawling over a massive 67,750 square feet, this casino is
a testament to grandeur and luxury. With 8 dedicated poker tables, the Treasury Casino is a hub for poker enthusiasts seeking a taste of thrill and victory.
Nestled in the heart of Australia’s vibrant city of Brisbane lies a gem of the gambling world – the Treasury Casino Brisbane.
Late check out time is 12.00 pm.
References:
https://blackcoin.co/ready-to-cast-some-winning-spells/
When we try to use the Sky go app on the computer it does not work properly.
Anybody with individual sports packs will need to upgrade.
Only customers with the complete Sky Sports pack will get access to Sky Sports+ at no extra cost.
As part of the Sky Sports+ launch, NOW members will also be able to pause and rewind live
sports content for the first time. Integrated into Sky TV,
streaming service NOW, and a revamped Sky Sports mobile app, Sky Sports+ will make it easier for fans to browse,
discover and watch the sport they love. Launching this August,
Sky Sports+ is transforming the amount of choice sports fans have, all at no extra cost
What’s notable is how Bing surrounds the AI answers with organic search results.
Below is a screenshot of the new generative AI search experience.
Bing’s announcement discusses new features that not only
make it easy for users to find information, Bing also makes it easy
for users to see the organic search results and click through and browse
websites. …Today, we’re excited to share an early view of our new generative search experience which is currently shipping to a small
percentage of user queries.”
This project is based on one of my other repositories, josStorer/chatGPT-search-engine-extension 该API Key用于转发API,需要将Host改为api.chatanywhere.tech(国内首选)或者api.chatanywhere.org(国外使用)。 Your support is greatly appreciated!
References:
https://blackcoin.co/the-star-sydney-a-complete-overview-for-online-players/
paypal online casinos
References:
emploi-securite.com
us poker sites that accept paypal
References:
http://fact18.com/