ସେଣ୍ଟ୍ରାଲ ୟୁନିଭରସିଟିର ଶ୍ରୀବୃଦ୍ଧି କରିବା ପାଇଁ ସବୁ ପଦକ୍ଷେପ ନିଆଯିବ

କୋରାପୁଟ: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ‘ଉତ୍କଳ ଦିବସ’ର ମହାନ ଅବସରରେ କୋରାପୁଟ ଜିଲ୍ଲା ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂତନ ଷ୍ଟାଡ଼ିୟମ ପାଇଁ ଭୂମିପୂଜନ କରିବା ସହ ପ୍ରାଧ୍ୟାପକଙ୍କ ପାଇଁ ଓ୍ୱାର୍କ ଷ୍ଟେସନ ଓ ଡିଜିଟାଲ ଭାଷା ଲ୍ୟାବର ଉଦଘାଟନ କରିଛନ୍ତି । ଏହାସହ ବିଶ୍ୱବିଦ୍ୟାଳୟରେ ସନ୍ଥ କବି ଭୀମ ଭୋଇ ଚେୟାର ପ୍ରତିଷ୍ଠା କରାଯାଇଛି । ଏହି ଅବସରରେ ଶ୍ରୀ ପ୍ରଧାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବି.ଇଡି ବିଭାଗ ଏବଂ ଓଡ଼ିଆ ବିଭାଗ ମିଳିତ ଭାବେ କୋରାପୁଟରେ କଥିତ ସମସ୍ତ ଜନଜାତି ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ବିଶ୍ୱବିଦ୍ୟାଳୟ ହଜାର ବର୍ଷ ପୂର୍ବରୁ ସମାଜର ପୂରଣ କରିବାର ଦାୟିତ୍ୱ ନେଇଥିଲେ । ଭାଷା ପାଇଁ ମଧ୍ୟ ମଧ୍ୟ ଦାୟିତ୍ୱ ନେବାକୁ ପଡିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ବର୍ତ୍ତମାନ ସମୟରେ ପେଟ୍ରୋକେମିକାଲ ସେକ୍ଟର ସବୁଠୁ ସ୍ପିଡରେ ଗ୍ରୋଥ କରୁଛି । କେବଳ ଫିଜିକ୍ସ ପଢାଇବା ନା ପେଟ୍ରୋକେମିକାଲ ରିଲେଟେଡ୍ ଆପ୍ଲାଏଡ ପେଟ୍ରୋକେମିକାଲ କେମେଷ୍ଟ୍ରି ପଢାଇବା । ତେଣୁ ଆଧୁନିକ ସମୟ ସହ ତାଳ ଦେଇ ପାଠପଢା ଉପରେ ଗୁରୁତ୍ୱ ଦେବାକୁ ସେ କହିଥିଲେ । ମହିମା ଗୋସାଇଁଙ୍କ ବିଚାରକୁ ପ୍ରଚାର ପ୍ରସାର କରିବା ଓ ଭୀମ ଭୋଇଙ୍କ ବୌଦ୍ଧିକ ପକ୍ଷକୁ ସମାଜ ସାମ୍ନାରେ ଉପସ୍ଥାପିତ କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଛତିଶଗଡ଼ ବିଳାସପୁର ସ୍ଥିତ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ପରେ ଆଜି ଉତ୍କଳ ଦିବସରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏହି ଚେୟାର ଖୋଲାଯିବା ଖୁସିର ବିଷୟ । ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଶହୀଦ ଲକ୍ଷ୍ମଣ ନାଏକଙ୍କ ଦାୟଦର ଯୁବବର୍ଗଙ୍କ ମଧ୍ୟରେ କ୍ରୀଡା, ଦକ୍ଷତା, ଜଙ୍ଗଲ ସୁରକ୍ଷା, ଜୈବ ବିବିଧତାକୁ ସମୃଦ୍ଧ କରିବା ଦିଗରେ ଅଦମ୍ୟ ସାହସ ଓ ଉତ୍ସାହ ଅଛି । କୋରାପୁଟ ମାନବ ସଭ୍ୟତାର ପ୍ରାଚୀନ ପ୍ରୟୋଗଶାଳା । ଏହି ଅମୂଲ୍ୟ ଜ୍ଞାନ ଭଣ୍ଡାରକୁ ଏକବିଂଶ ଶତାବ୍ଦୀରେ ପୁନର୍ଜୀବିତ କରିବା । ଏହାସହ ଓଡ଼ିଶା ୨୦୩୬ରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବାର ସମୟ ଅବଧିରେ ଯୁବପିଢିଙ୍କୁ ବଡ ଭାବିବା ବଡ ସ୍ୱପ୍ନ ଦେଖିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଥିଲେ । ଉଲ୍ଲେଖନୀୟ ଯେ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଏବଂ ପ୍ରାଧ୍ୟାପକଙ୍କ ସହ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ । କୋରାପୁଟର ସ୍ଥାନୀୟ କୁଇ ଭାଷାରେ ଗବେଷଣା କରିବା, ଅଞ୍ଚଳର ଜୈବିକ ଚାଷକୁ ପ୍ରୋତ୍ସାହନ, ଭାରତମାଳା ପ୍ରକଳ୍ପ ଦ୍ୱାରା ଅର୍ଥନୀତିର ଅଭିବୃଦ୍ଧି ଏବଂ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ଦିଗରେ ଆଲୋଚନା କରିଥିଲେ । ଏହାସହ ପ୍ରାଧ୍ୟାପକ ନିଯୁକ୍ତି ସହ କ୍ୟାମ୍ପସର ଓଭରାଲ କ୍ୟାପିଟାଲ ସ୍ପେଣ୍ଡିଂ, ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଆଧାରିତ ପାଠ୍ୟକ୍ରମ ନେଇ ଆଲୋଚନା ହୋଇଥିଲା । ସେଣ୍ଟରାଲ ୟୁନିଭରସିଟିର ଶ୍ରୀବୃଦ୍ଧି କରିବା ପାଇଁ ସବୁ ପଦକ୍ଷେପ ନିଆଯିବା ନେଇ ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ ।

4 thoughts on “ସେଣ୍ଟ୍ରାଲ ୟୁନିଭରସିଟିର ଶ୍ରୀବୃଦ୍ଧି କରିବା ପାଇଁ ସବୁ ପଦକ୍ଷେପ ନିଆଯିବ”

  1. Die extrem hohen Umsatzbedingungen, die oft sowohl den Bonus als auch die Einzahlung betreffen, machen es sehr schwierig, einen Gewinn
    zu erzielen und diesen auszuzahlen. Viele Spieler lassen sich
    von Bonussummen durch Freispiele, einem Startguthaben ohne Einzahlung oder integrierte Cashback Angebote anlocken. Diese Liste könnten wir noch um
    einiges erweitern und beinhaltet wirklich nur die wichtigsten Bonusangebote.
    Ein genauer Blick auf die Bonusbedingungen ist unerlässlich,
    um unerwartete Überraschungen zu vermeiden.
    Freispiele sind speziell für Online-Spielautomaten gedacht
    und können sowohl als Teil eines Willkommenspakets als
    auch als eigenständige Promotionen angeboten werden. Ähnlich wie Cashback-Boni,
    können Erstattungsboni unter verschiedenen Bedingungen oder Prozentsätzen angeboten werden. Diese Boni umfassen in der Regel Einzahlungsboni, Echtgeld Casino Bonus ohne Einzahlung, Cash Back Boni, VIP-Programme und Freispiele.
    Dabei haben wir uns die Willkommensboni, Boni ohne
    Einzahlung sowie weitere Bonusaktionen für Bestandskunden und die
    Bonusbedingungen angeschaut. Einen ohne Einzahlungsbonus und dazu noch ein Bonus ohne Umsatzbedingungen, das werdet ihr sehr selten sehen.

    References:
    https://online-spielhallen.de/druckgluck-casino-erfahrungen-ein-umfassender-testbericht/

  2. Here, you’ll enjoy not only magnificent French-inspired cuisine, but also unforgettable 360-degree views of Hobart.
    Its unique position as a pioneering establishment in the
    Australian casino industry has allowed it to refine its offerings to provide an exceptional
    experience for all its visitors. These specials can include discounts, promotions, and unique opportunities that enhance the gaming and Wrest Point
    Casino entertainment experience. When guests book
    a stay for two nights at the casino’s hotel, they are
    eligible to receive a 20% Wrest Point Casino prices discount on their
    accommodation. Wrest Point Casino, a premier entertainment
    destination in Hobart, Tasmania, enhances the gaming experience
    for its patrons through an array of bonuses and promotions.

    These enhancements fortify Wrest Point Casino’s commitment to delivering a well-rounded
    gambling experience, accommodating diverse player preferences.

    These tournaments, which welcome players over the age of 18, operate
    under strict Texas Hold’em Poker rules, guaranteeing a level playing field.
    Additionally, the casino features Federal Pontoon, a variation of blackjack with different rules, and Rapid
    Roulette portals that allow faster gameplay. Poker players are not left out,
    with Texas Hold’em and Caribbean Stud poker offering
    intense strategic play.
    In February 2006, Microsoft announced that it
    intended to expand its Redmond campus by 1,100,
    000 square feet (100,000 m2) at a cost of $1 billion and said that this would create space for between 7,000 and
    15,000 new employees over the following three years.
    In January 2006, Microsoft announced the purchase of Safeco’s Redmond campus after the company had begun consolidating its offices at the Safeco Tower in Seattle’s University District a
    year earlier. The first major expansion of the campus came in 1992, bringing the total amount
    of office space to 1.7 million square feet (160,000 m2) on 260 acres (110 ha) of land.
    The campus was originally leased to Microsoft
    from the Teachers Insurance and Annuity Association, a pension fund manager, until it was
    bought back in 1992. The initial campus was on a
    30-acre (12 ha) lot with six buildings, and was able to accommodate
    800 employees but eventually grew to 1,400 by 1988.

    References:
    https://blackcoin.co/best-neosurf-casinos-in-australia-2025/

  3. The VIP rewards program at RocketPlay Casino offers exclusive benefits and rewards
    to loyal players. With RocketPlay Casino’s deposit
    bonus, you can enjoy even more gaming action and increase your chances of winning big!
    Meeting the wagering requirements is essential to maximizing your no
    deposit bonus. With these strategies in place, you’ll be well on making the
    most of your RocketPlay no deposit bonus!
    They’re high-risk, high-reward games, so if you’re an adrenaline junkie, then these are for you.
    Crash games rely on fast-paced action where your winnings grow as every second passes.
    You’ll discover innovative versions of roulette and blackjack featuring boosted multipliers, as well as interactive
    game shows packed with exciting bonus features. Table
    games include well-known options such as blackjack, poker, roulette,
    and baccarat.
    RocketPlay maintains the highest security standards, utilizing advanced SSL encryption to protect
    all player data and financial transactions.
    Whether you need help with account creation, bonus terms clarification, or technical support, our professional team ensures prompt resolution. Our commitment to
    responsible gaming extends beyond simple tools, incorporating educational resources and proactive monitoring to ensure every
    Canadian player enjoys gaming in a safe environment. We support traditional banking
    methods alongside modern cryptocurrency options, providing flexibility for every player preference.

    Regular tournaments provide additional winning opportunities beyond standard gameplay.
    Don’t miss out—join the next game at our live dealer tables for
    an engaging and immersive experience.

    References:
    https://blackcoin.co/casinova-casino-review/

Leave a Reply

Your email address will not be published. Required fields are marked *