ଆମ ପଶ୍ଚିମ ଓଡ଼ିଶାର ପ୍ରବିତ୍ର ଗଣପର୍ବ ନୂଆଁଖାଇ ପାଳନ ଅବସରେ ମୋର ଅତି ପ୍ରିୟ ଭାଇ_ଭଉଣୀ ସହିତ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ । ମା’ ସମଲେଶ୍ଵରୀ ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ । ଜଗତର ମଙ୍ଗଳ କରନ୍ତୁ । ଏହା ମୋର ପ୍ରାର୍ଥନା ।
ସମୀର କୁମାର ସିଂହ , ସଂପାଦକ, ଓଡ଼ିଶା ନ୍ୟୁଜ୍ ମିଡ଼ିଆ ହାଉସ୍, ଭୁବନେଶ୍ଵର ।