ଅର୍ଚ୍ଚନାଙ୍କୁ ମିଳିଥିବା ସରକାରୀ ଆନୁଗତ୍ୟ, କଳାଧନ କାରବାରର ତଦନ୍ତ ହେଉ

ଭୁବନେଶ୍ୱର : ଅର୍ଚ୍ଚନା ନାଗ ମାମଲାର ନିରପେକ୍ଷ ତଦନ୍ତ ଦାବିରେ ମଙ୍ଗଳବାର ଦିନ ଆନ୍ଦୋଳନର ସ୍ୱରକୁ ଅଧିକ କରିଛି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ । ଅର୍ଚ୍ଚନାଙ୍କ ସମ୍ପର୍କରେ ରହିଥିବା ରାଜ୍ୟ ସରକାରଙ୍କ ନେତା, ମନ୍ତ୍ରୀ ଓ ବିଧାୟକଙ୍କ ସମେତ ପ୍ରଭାବଶାଳୀ ଅଧିକାରୀମାନଙ୍କ ପର୍ଦ୍ଦାଫାସ, ଅର୍ଚ୍ଚନାଙ୍କୁ ମିଳିଥିବା ସରକାରୀ ଆନୁଗତ୍ୟ ଓ ତାଙ୍କ ପଛରେ ଖର୍ଚ୍ଚ କରାଯାଇଥିବା ବିପୁଳ କଳାଧନର ତଥ୍ୟ ଉନ୍ମୋଚିତ ହେବା ଆବଶ୍ୟକ । ପୋଲିସ ଏସବୁ ଦିଗକୁ ନିରପେକ୍ଷ ଭାବେ ତଦନ୍ତ କରିବା ଦାବିରେ ମଙ୍ଗଳବାର ଦିନ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦ୍ୱୈତ ନଗରୀ ପୋଲିସ କମିଶନରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛି ।  ଡ. ଲେଙ୍କାଙ୍କ ନେତୃତ୍ୱରେ ଯୁବ କଂଗ୍ରେସ କର୍ମୀମାନେ ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ପ୍ଲାକାର୍ଡ ଧରି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଥିଲେ । ଏ ସମ୍ପର୍କରେ ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା କହିଛନ୍ତି ଯେ, ଅର୍ଚ୍ଚନା ନାଗ ମାମଲା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ରାଜ୍ୟ ସରକାରଙ୍କ ବହୁ ନେତା, ମନ୍ତ୍ରୀ, ବିଧାୟକ, ସରକାରୀ ଅଫିସର, ଉଚ୍ଚପଦସ୍ଥ ଅଧିକାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଅର୍ଚ୍ଚନାଙ୍କ ସମ୍ପର୍କ ରହିଥିବା ସୂଚନା ମିଳୁଛି । ଏପରିକି ଥାର୍ଡ ଫ୍ଲୋରକୁ ମଧ୍ୟ ଅର୍ଚ୍ଚନାଙ୍କ ଅବାଧ ପ୍ରବେଶ ଅନୁମତି ରହିଥିବା ଅଭିଯୋଗ ହେଉଛି । ଅର୍ଚ୍ଚନାଙ୍କ ପଛରେ ସରକାରୀ କଳର ଅପବ୍ୟବହାର କରାଯିବା ସହ ବହୁ କଳାଧନ ବିନିଯୋଗ କରାଯାଇଛି । ତେଣୁ ଘଟଣାର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା ରହିଛି । ରାଜ୍ୟରେ ଗରିବ ଜନସାଧାରଣ ପେଟପାଟଣା ପାଇଁ ପ୍ରତିଦିନ ସଂଘର୍ଷ କରୁଥିବାବେଳେ ଜନପ୍ରତିନିଧିମାନେ ଅର୍ଚ୍ଚନା ନାଗଙ୍କ ଭଳି ମହିଳାଙ୍କ ପଛରେ କୋଟି କୋଟି ଟଙ୍କା ଦୂରୁପଯୋଗ କରିବା ଓ ତାଙ୍କୁ ବିଭିନ୍ନ ପ୍ରକାର ସରକାରୀ ପ୍ରୋତ୍ସାହନ ପ୍ରଦାନ କରିବା ନିଶ୍ଚିତ ଭାବେ ନିନ୍ଦନୀୟ । ତେଣୁ ପୋଲିସ କୌଣସି ପ୍ରକାର ଚାପର ବସବର୍ତ୍ତୀ ନ ହୋଇ ଏହାର ଉପଯୁକ୍ତ ତଦନ୍ତ କରି ପ୍ରକୃତ ସତ୍ୟ ଉନ୍ମୋଚନ କରିବା ସହ ସମସ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସେ ଦାବି କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସମ୍ପାଦକ ତଥା ସହପ୍ରଭାରୀ ଅଭିନବ ଭଗତ, କୃଷ୍ଣ ମହାନ୍ତି, ରଞ୍ଜିତ ପାତ୍ର, ଜ୍ଞାନେନ୍ଦ୍ର ଦାସ, ଜ୍ଞାନରଞ୍ଜନ ରାଉତ, ସୁବ୍ରତ ବେହୁରା, ସୁଦୀପ ସାମଲ, ବିଶ୍ୱଜିତ ଲେଙ୍କା, ମାନସ ସାହୁ, ସ୍ୱାଗତ କର, ତପନ କାଣ୍ଡି, ରିତୁଲ ମହାରଣା, ମହମ୍ମଦ ଆସିଫ, ନଳିନୀ ନାୟକ, ସୁନେଶ ଧୀର, ସୁରଜ, ଇଲିୟସ ଅଲ୍ଲି, ଶିବଦତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

 

5 thoughts on “ଅର୍ଚ୍ଚନାଙ୍କୁ ମିଳିଥିବା ସରକାରୀ ଆନୁଗତ୍ୟ, କଳାଧନ କାରବାରର ତଦନ୍ତ ହେଉ”

  1. Möglich ist auch, dass Sie immer bessere Angebote erhalten, je weiter Sie im VIP-Programm eines Casinos aufsteigen. Wenn Sie damit gewinnen, müssen diese
    Gewinne nicht erst umgesetzt werden, sondern lassen sich direkt auszahlen. Ob Sie einen Bonus Code benötigen (egal ob für Freispiele oder Bonusguthaben), hängt im Übrigen von der jeweiligen Plattform ab.
    Diesen erhalten Sie entweder für Ihre Registrierung oder im
    Laufe der Zeit als bereits aktiver Spieler.
    Dazu gehören nicht nur ein neuer Casino Bonus, der Spieler anlockt, sondern auch ein großartiges Design und natürlich jede Menge Echtgeld Casino Spiele.

    So kann der Willkommens- oder Ersteinzahlungsbonus weiter abgearbeitet werden, indem Einsätze vor und
    nach den Online Casino Free Spins angerechnet werden. Meist sind die Casino Freispiele ohne Einzahlung bei diesem Angebot für unterschiedliche Slots, sodass der Spieler einen guten Überblick über verschiedene Spiele
    bekommt. Dieser Bonus wird nur von wenigen Online Casinos für
    die Registrierung angeboten. Auch hierbei gelten Umsatzbedingungen, die entweder für
    die 20 Freispiele pro Tag oder die 100 Freispiele insgesamt
    sind.

    References:
    https://online-spielhallen.de/die-marvel-casino-mobile-app-dein-spielvergnugen-fur-unterwegs/

  2. When you register with the best Aussie casinos and make
    a deposit, you can usually claim welcome bonuses and free spins.

    When playing casino games online, you can easily get carried away.
    Doing so lets you get familiar with the rules and gameplay
    and prepare for real money play. In most cases, you will have to wager real money first and then the bonus,
    but it may differ from one casino to the other.

    All of these games are hosted by professional
    dealers and are known for their interactive nature, making
    them a popular choice among online gamblers.
    With numerous paylines, bonus rounds, and progressive jackpots,
    slot games provide endless entertainment and the potential for big wins.
    Popular titles like ‘A Night with Cleo’ and ‘Golden Buffalo’ offer exciting themes and features to keep
    players engaged.
    What are the best payments for Canadian players? It meets our
    criteria, including a reliable Curacao Tourism Board license,
    a 96.2% payout rate, over 5,000 games, and payouts within 12 hours.
    Our blog covers new regulations, bonuses, and industry trends in a clear and concise format.
    Get the latest updates on online gambling in Canada.
    Avoid the sites listed below, as they don’t meet
    our standards for safe and reliable gambling. Some casinos, such as Spin Madness, have unattainable wagering requirements or lack a valid
    license.

    References:
    https://blackcoin.co/playzilla-your-ultimate-pokies-destination-in-2025/

  3. Australian players can place bets on a wide range of sports,
    from popular options like football and cricket to more niche sports such as rugby
    and tennis. The platform also provides Ricky Casino bonus codes,
    which can unlock special promotions, including Ricky Casino no deposit bonuses and Ricky Casino free spins.
    The live dealer section is designed to replicate the
    excitement of a real casino, ensuring that every moment spent on the site feels authentic and thrilling.

    To better assist you, please reach out to our customer support.
    Since we have valid certificates, we cannot influence
    your profit.To sum up, winning in a casino is completely random and depends on your luck.
    Our casino has an independent eCOGRA certificate confirming
    RTP. We were sad to hear about your experience. Thank you for taking the time to share your feedback.

    These targeted offers include bonus code for rocket casino deposits and special reload bonuses.

    We send personalised casino rocket deposit bonus codes to
    active players via email. That’s why the platform regularly updates its game selection,
    introduces new bonuses, and runs seasonal promotions that allow players to get
    the most out of their gaming experience. As one of Australia’s premier online casinos, Rocket
    Casino delivers a thrilling and secure gaming experience for all types of players.
    When it comes to online gaming, having reliable customer support is essential, and Rocket Casino delivers exceptional service to ensure players have a seamless
    experience. Rocket Casino is committed to providing exceptional customer support,
    especially for players engaging in live casino games and sports betting.

Leave a Reply

Your email address will not be published. Required fields are marked *