ବାବାଜୀ ଶିଶିର ଦାସଙ୍କର ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର : ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ୍‍ସ୍ଥିତ ବେନୁପଡ଼ାଠାରେ ଥିବା ପ୍ରସିଦ୍ଧ ଗାଦିବ୍ରହ୍ମ ପୀଠ ମଠର ନୂତନ ମହନ୍ତ ବାବାଜୀ ଶ୍ରୀଶ୍ରୀ ଶିଶିର ଦାସ ଦାୟିତ୍ୱ ଗ୍ରହଣ କରିଥିବା ଜଣାଯାଇଛି । ଶ୍ରୀଶ୍ରୀ ଅଲେଖ ସ୍ୱାମୀ ପ୍ରଭୁ ପ୍ରଖ୍ୟାତ ମହନ୍ତ ମହାରାଜ ଶ୍ରୀଶ୍ରୀ ଦାଶରଥି ଦାସଙ୍କର ଦେହାନ୍ତ ପରେ ଶ୍ରୀଶ୍ରୀ ଶିଶିର ଦାସଙ୍କୁ ପରବର୍ତ୍ତୀ ମଠାଧୀଶ ଭାବେ ଗାଦିସୀନ କରାଯାଇଛି । ବିଧି ମୁତାବକ ନବନିଯୁକ୍ତ ମହନ୍ତଙ୍କୁ ପୂର୍ବ ମହନ୍ତଙ୍କର ତୁଳସୀ ମାଳ, ଗଣ୍ଠିମାଳ, ବଂଶୀ ଓ ନିଶାଣ ବାଡ଼ି ପ୍ରଦାନ କରାଯାଇଛି । ଶ୍ରୀଶ୍ରୀ ଶିଶିର ଦାସ ଏବେ ଗାଦିବ୍ରହ୍ମ ପୀଠର ସର୍ବମୟ କର୍ତ୍ତା । ମଠର ନୀତି ନିୟମ ଅନୁଯାୟୀ ମହନ୍ତ ମହାରାଜ ପୀଠାସୀନ ହେବାମାତ୍ରେ ତାଙ୍କୁ ପରବର୍ତ୍ତୀ ସାରା ଜୀବନ ମଠ ମଧ୍ୟରେ ହିଁ କଟାଇବାକୁ ପଡ଼ିଥାଏ । ପରମ୍ପରା ଅନୁସାରେ ତାଙ୍କର କାର୍ଯ୍ୟ ପରିଧୀ ମଠର ୨୨ ଗୁଣ୍ଠ ଜମି ମଧ୍ୟରେ ହିଁ ସୀମିତ ରହିଥାଏ । କୌଣସି ପରିସ୍ଥିତିରେ ବି ସେ ମଠ ପରିସରକୁ ଛାଡ଼ି ବାହାରକୁ ଯିବା ନେଇ ଆକଟ ରହିଛି ବୋଲି ମଠର ପରିଚାଳକ ବାବାଜୀ କାଳୁଚରଣ ଦାସ ପ୍ରକାଶ କରିଛନ୍ତି । ପୁରୀ ଜିଲ୍ଲା ତଥା ସାରା ଓଡ଼ିଶାରେ ବ୍ୟାପକ ଭାବେ ଲୋକପ୍ରିୟତା ହାସଲ କରିଥିବା ବେନୁପଡ଼ା ଗାଦିବ୍ରହ୍ମ ପୀଠ ମଠ ଅଧୀନରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୭୫୨ଟି ଶାଖା ଏବେ କାର୍ଯ୍ୟ କରୁଛି । ମଠ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନା ପାଇଁ ମଠାଧୀଶ ମହନ୍ତଙ୍କୁ ପରାମର୍ଶ ଦେବା ସକାଶେ ଏକ ପରିଚାଳନା କମିଟି ରହିଛି । ଷୋଢ଼ସ ଶତାବ୍ଦୀରେ ଗାଦିବ୍ରହ୍ମ ମଠର ପ୍ରତିଷ୍ଠା ହୋଇଥିଲା । ଏହାର ପ୍ରତିଷ୍ଠାତା ଓ ପ୍ରଥମ ମହନ୍ତ ଥିଲେ ମହାପୁରୁଷ ବାଇଧର ଦାସ । ପିଲାଟି ବେଳୁ ବାପ ଛେଉଣ୍ଡ ବାଇଧର ଦାସ ମୂଲ ଲାଗି ପରିବାର ପୋଷଣ କରୁଥିବାବେଳେ ହଠାତ୍‍ ଦିନେ ନିକଟବର୍ତ୍ତୀ ଘରମାଣିଆ ତୋଟା ନିକଟରେ ଅଟକି ଯାଇଥିଲେ । ମା’ଙ୍କର କାକୁତି ମିନତୀ ସତ୍ତ୍ୱେ ସେ ଆଉ ଘରକୁ ଫେରି ନଥିଲେ । ସେଠାରେ ଶ୍ରୀ ଦାସ ଏହି ମଠ ନିର୍ମାଣ କରିଥିଲେ । ତାଙ୍କର ଚମତ୍‍କାରିତାର କାହାଣୀ ସର୍ବସାଧାରଣରେ ପ୍ରଚାର ହେବା ପରେ ପ୍ରତ୍ୟେକ ଦିନ ଏହି ପୀଠକୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କର ସୁଅ ଛୁଟିଲା । ମଠାଧୀଶ ମହାରାଜ ବାଇଧର ଦାସଙ୍କର ମହିମା ଦ୍ୱାରା ଲୋକଙ୍କର ମନୋସ୍କାମନା ପୂରଣ ହେଉଥିବାରୁ, ଗାଦିବ୍ରହ୍ମ ମଠର ପ୍ରସିଦ୍ଧି ଦିନକୁ ଦିନ ବଢ଼ିବଢ଼ି ଚାଲିଲା । ଫଳସ୍ୱରୂପ ଏହି ମଠ ଓ ଏହାର ମହନ୍ତଙ୍କର ସୁନାମ ବିଶ୍ୱବିଖ୍ୟାତ ହେବାକୁ ଲାଗିଲା । ମହାରାଜ ଦାଶରଥୀ ଦାସ ମାତ୍ର ୩୦ ବର୍ଷ ବୟସରେ ବହୁ ଚର୍ଚ୍ଚିତ ଗାଦିବ୍ରହ୍ମ ମଠର ଷଷ୍ଠ ମହନ୍ତ ଭାବେ ନିଯୁକ୍ତ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଜୀବନ ରାସ୍ତାରେ ଅନ୍ୟ ପିଲାମାନଙ୍କ ଭଳି ପାଠ ପଢ଼ି ବଡ଼ ହେବା ଲକ୍ଷରେ ଅଗ୍ରସର ହେଉଥିବା ଦାଶରଥୀଙ୍କର ମନରେ ହଠାତ୍‍ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହୋଇଥିଲା । ଅଗତ୍ୟା ସେ ଘରଦ୍ୱାର ଛାଡ଼ି ବେନୁପଡ଼ା ମଠକୁ ଯାଇ ସେଠାରେ ବାବାଜୀ ହେବାକୁ ସିଦ୍ଧାନ୍ତ ନେଇଥିଲେ । ପରବର୍ତ୍ତୀ କାଳରେ ତାଙ୍କର ଭଗବତ ସାଧନା ଓ ସିଦ୍ଧି ତାଙ୍କୁ ମଠାଧୀଶ ହେବାର ସୁଯୋଗ ଆଣି ଦେଇଥିଲା । ଆଜିଠୁ ଠିକ୍‍ ୨୫ବର୍ଷ ତଳେ ଶ୍ରୀଶ୍ରୀ ଦାସ ଏହି ଆଧ୍ୟାତ୍ମିକ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କର ଜୀବନଯାପନ ଶୈଳୀରେ ଅଭୂତପୂର୍ବ ପରିବର୍ତ୍ତନ ଆସିଥିଲା । ଜଣେ ସାଧାରଣ ମଣିଷରୁ ସେ ପାଲଟି ଯାଇଥିଲେ ଅସାଧାରାଣ ଓ ଅଲୌକିକ ମହାତ୍ମା । ମଠ ପରିସରରେ ମାନବ ସମାଜର ସର୍ବକଲ୍ୟାଣ ପାଇଁ ପୂଜାର୍ଚ୍ଚନା, ତପଜପ, ଧ୍ୟାନ ଏବଂ ପ୍ରବଚନ ଆଦିରେ ବାବାଜୀ ଶ୍ରୀଶ୍ରୀ ଦାସଙ୍କର ସମୟ ଅତିବାହିତ ହେଉଥିଲା । ସାରା ଓଡ଼ିଶାରୁ ମଠକୁ ଭ୍ରମଣ ପାଇଁ ଆସୁଥିବା ଭକ୍ତମାନଙ୍କ ପାଇଁ ଏଠାକାର ଅରୁଣ ସ୍ତମ୍ଭ, ସୁଶୋଭିତ ମଦନମୋହନ ମନ୍ଦିର ଏବଂ ଗର୍ଭଗୃହରେ ବିରାଜମାନ ଥିବା ଅଷ୍ଟଧାତୁ ପ୍ରତିମା ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ରହିଆସିଛି । ବାବାଜୀଙ୍କର ଭାଷାରେ “ଯିଏ ମହନ୍ତ ହେଲା ସେ ସମାଜର, ସମାଜ ପାଇଁ ଏବଂ ସମାଜ ଦ୍ୱାରା, ଏଣୁ ସମାଜର ହୀତ ସାଧନ କରିବା ମହନ୍ତଙ୍କର ପ୍ରଧାନ କର୍ତ୍ତବ୍ୟ ।” ମହନ୍ତ ମହାରାଜ ଦାଶରଥୀ ଦାସଙ୍କର ତ୍ୟାଗପୂତ ଜୀବନ, ନିସ୍କାମ ସେବା, ଉତ୍ସର୍ଗୀକୃତ ଭାବନା ଏବଂ ଐଶ୍ୱରୀୟ ପ୍ରତିଭା, ତାଙ୍କୁ ଶ୍ରଦ୍ଧାଳୁମାନଙ୍କ ନିକଟରେ ଅବତାରୀ ମହାପୁରୁଷର ମାନ୍ୟତା ପ୍ରଦାନ କରିଥିଲା । ୬୫ବର୍ଷ ବୟସରେ ଶ୍ରୀଶ୍ରୀ ଦାସ, ଚଳିତ ଅକ୍ଟୋବର ମାସ ୮ ତାରିଖରେ ଇହଲୀଳା ସମ୍ବରଣ କରିଛନ୍ତି ।

5 thoughts on “ ବାବାଜୀ ଶିଶିର ଦାସଙ୍କର ଦାୟିତ୍ୱ ଗ୍ରହଣ

  1. Spieler mit Sitz in Österreich und der Schweiz
    sind von den deutschen Lizenzauflagen nicht betroffen. Juli 2021 in Kraft getretene neue Glücksspielstaatsvertrag legalisiert
    das Glücksspiel für alle Online-Casinos mit einer deutschen Lizenz.

    Highroller spielen gern mit sehr hohen Einsätzen und werden deshalb von Online-Casinos auch VIPs genannt.
    Schließlich ist das Spielen mit Echtgeld in deutschen Online-Casinos der Hauptgrund für den Besuch einer Internet-Spielbank.
    Wir möchten unsere Leser beim Finden der besten Seiten im deutschen Sprachraum mit Hinblick auf die jeweiligen Bedürfnisse unterstützen.
    Hier spielen Sie gegen echte Croupiers über Streaming in HD-Qualität, was ein besonders aufregendes Spielerlebnis bietet.
    Die Lizenzierung durch die GGL ist ein Garant für die Legalität und Sicherheit der angebotenen Spiele im online casino in Deutschland.
    Ja, “StarGames.de” bietet eine mobile App, die es den Nutzern ermöglicht, ihre Lieblingsspiele bequem von ihren mobilen Geräten aus
    zu spielen. Diese Hersteller bieten eine breite Palette an Spielen für jede “Online
    Spielothek” an, von klassischen Slots
    bis hin zu aufregenden Tischspielen.
    Deshalb bieten wir eine Vielzahl von zuverlässigen und schnellen Zahlungsmethoden an. Ein weiteres großes Anliegen von NetBet ist das verantwortungsbewusste Glücksspiel online.

    Lese unseren NetBet Blog und genieße spannende Inhalte rund um dein Lieblingscasino!

    Viele unserer Spiele sind mobil abrufbar und unsere Spielerinnen und Spieler kommen in denselben Genuss wie diejenigen, die unsere Desktop-Version nutzen. Als
    Teil der NetBet-Gruppe bietet unsere Plattform ein unterhaltsames Spieleumfeld, das absolut sicher und zuverlässig ist.

    References:
    https://online-spielhallen.de/spinanga-casino-login-ihr-tor-zur-welt-des-online-glucksspiels/

  2. Sky Crown Casino provides 24/7 customer support through
    multiple channels. The casino uses advanced encryption technology similar to what major banking
    institutions employ. Yes, Sky Crown Online implements industry-standard security measures to protect all player information and transactions.
    Telephone support remains available for those preferring voice conversations about
    complex problems. Check for minimum amounts and possible fees before finalizing withdrawals.

    For players who like having everything in one place
    — pokies, live tables, bonuses, and reliable withdrawals — SkyCrown delivers a
    rounded experience that’s hard to overlook. Skycrown Casino
    is a leading online gaming destination for Australian players, offering a massive selection of over 6,000 games—including pokies,
    table games, live casino, blackjack, roulette, and progressive jackpots.
    The online casino scene in Australia is growing fast,
    with countless sites offering pokies, bonuses, and big jackpots.

    Reliable casinos like SkyCrown tick all these boxes,
    making them a solid choice for both beginners and seasoned players.

    When a site covers these basics — and backs them
    with a smooth mobile experience — you can play with confidence.

    Whether it’s a bonus question or a payment issue, responsive support can make your experience
    stress-free. The best online casinos process withdrawals within 24–72 hours, depending on the method.
    A reliable casino must have a mobile-friendly platform that runs smoothly on Android and iOS without
    extra downloads. Beyond pokies, check for live dealer tables,
    jackpots, and classic games.

    References:
    https://blackcoin.co/winx96-casino-in-australia-real-money-gaming-fun/

  3. In addition to classic slot games, you can find progressive jackpot
    and cryptocurrency pokies. The Curacao framework provides Australian players with confidence that Woo Casino operates under established
    rules and accountability mechanisms. Live dealer games provide authentic casino atmosphere streamed directly to your screen. The collection emphasizes quality over quantity, featuring certified fair-play games from established
    developers.
    Live experiences feature professional dealers conducting real-time games with interactive features.
    Wagering refers to playthrough requirements—the amount
    you must gamble before converting bonus funds into withdrawable cash.
    Weekend reload bonuses offer 50% matches up to AUD $100 with
    60 free spins, providing ongoing rewards beyond
    initial registration.

    References:
    https://blackcoin.co/fair-go-casino-the-ultimate-review/

Leave a Reply

Your email address will not be published. Required fields are marked *