ପିସିସି ଗଣମାଧ୍ୟମ ବିଭାଗର ବରିଷ୍ଠ ମୁଖପାତ୍ର, ମୁଖପାତ୍ର, ପ୍ୟାନେଲିଷ୍ଟ, ସମ୍ପାଦକ ଏବଂ ସଂଯୋଜକଙ୍କ ନାମ ଘୋଷଣା ।

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ବିଭାଗକୁ ସୁଦୃଢ଼ ତଥା ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ପିସିସି ଗଣମାଧ୍ୟମ ବିଭାଗର ବରିଷ୍ଠ ମୁଖପାତ୍ର, ମୁଖପାତ୍ର, ପ୍ୟାନେଲିଷ୍ଟ, ସମ୍ପାଦକ ଏବଂ ସଂଯୋଜକଙ୍କ ମାନଙ୍କର ତାଲିକାକୁ ଅନୁମୋଦନ କରିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

ବରିଷ୍ଠ ମୁଖପାତ୍ର : ପଞ୍ଚାନନ କାନୁନ୍‌ଗୋ, ଗଣେଶ୍ୱର ବେହେରା, ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ଲଲାଟେନ୍ଦୁ ମହାପାତ୍ର ।

ମୁଖପାତ୍ର : ହମିଦ୍ ହୁସେନ୍‌, ମନୋରଞ୍ଜନ ଦାସ, ସୁଦର୍ଶନ ଦାସ, ଇଂ ସସ୍ମିତା ବେହେରା, ଅଧିରାଜ ପାଣିଗ୍ରାହି, ପ୍ରଶାନ୍ତ ଶତପଥି, ନିଶିକାନ୍ତ ମିଶ୍ର, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ରଶ୍ମି ମହାପାତ୍ର, ଅପର୍ଣ୍ଣା ଧିର ସିଂ, କୃଷ୍ଣଚନ୍ଦ୍ର ପତି, ଅଭିଶେକ ମହାନନ୍ଦ, ଡ. ସ୍ମୃତିରଞ୍ଜନ ଲେଙ୍କା, ଅମୀୟ ପାଣ୍ଡବ, ରାଜୀବ ପଟ୍ଟନାୟକ, ଦେବାଶିଷ ଭୁୟାଁ ଓ ରବିନ୍ଦ୍ର ଆଚାର୍ଯ୍ୟ ।

ଗଣମାଧ୍ୟମ ସଂପାଦକ: ପ୍ରଶାନ୍ତ ଶତପଥି

ପ୍ୟାନେଲିଷ୍ଟ : ପଞ୍ଚାନନ ଦାସ, ଜିନେଶ ଦାସ, ପିତବାସ ପଣ୍ଡା, ଅମିତ ମହାନ୍ତି, ଅଡ଼ଭୋକେଟ୍ ଆଲବର୍ଟ କିଣ୍ଡୋ, ନଳିନୀକାନ୍ତ ନାୟକ, ମନଶା ତ୍ରିପାଠୀ, ଜୟଶ୍ରୀ ପାତ୍ର, ଝୁନା ପଟ୍ଟନାୟକ, ଶୁଭେନ୍ଦୁ ଶେଖର ମଲ୍ଲିକ, ସଂଗ୍ରାମ କିଶୋର ମାଝି ଓ କୈଳାଶ ମୁଖି ।

ବରିଷ୍ଠ ସଂଯୋଜକ : ଦୀପକ କୁମାର ମହାପାତ୍ର

ସଂଯୋଜକ : ବିରେନ କୁମାର ଦଳାଇ ଓ ହରି ଶଙ୍କର ଜେନା