ବିଜେପିର ରାଜ୍ୟ ସଂଯୋଜକଙ୍କ ନାମ ଘୋଷଣା ।

ଭୁବନେଶ୍ୱର : ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ବିଭିନ୍ନ ପ୍ରକୋଷ୍ଠର ବିଜେପି ରାଜ୍ୟ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରାଯାଇଛି ।

ବୁଦ୍ଧିଜୀବୀ ପ୍ରକୋଷ୍ଠ – ଶ୍ରୀ ସୁଦର୍ଶନ ନାୟକ

ଶିକ୍ଷକ ପ୍ରକୋଷ୍ଠ – ଶ୍ରୀ ଲକ୍ଷ୍ମୀକାନ୍ତ ମିଶ୍ର

ଆଇନଜୀବି ପ୍ରକୋଷ୍ଠ – ଶ୍ରୀ ସୌର ଚନ୍ଦ୍ର ମହାପାତ୍ର

ସମବାୟ ପ୍ରକୋଷ୍ଠ – ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ

ଶିଳ୍ପଦ୍ୟୋଗୀ ପ୍ରକୋଷ୍ଠ – ଶ୍ରୀ ପ୍ରଭାତ କେଶରୀ ମିଶ୍ର

ବ୍ୟବସାୟୀ ପ୍ରକୋଷ୍ଠ – ଶ୍ରୀ ଗୋବିନ୍ଦ ଅଗ୍ରୱାଲ

ସି.ଏ ପ୍ରକୋଷ୍ଠ – ଶ୍ରୀ ମିହିର ସାହୁ

ଅର୍ଥନୀତି ପ୍ରକୋଷ୍ଠ – ଡକ୍ଟର କେ.ସି ପାଣିଗ୍ରାହୀ

ନଗରାଞ୍ଚଳ ପ୍ରକୋଷ୍ଠ – ଶ୍ରୀ ଜୀବନ ପ୍ରଦୀପ ଦାସ (ପୂର୍ବତନ ବିଧାୟକ)

ପଞ୍ଚାତିରାଜ ପ୍ରକୋଷ୍ଠ-ଶ୍ରୀ ଶଙ୍କର୍ଷଣ ପରିଡା

ମେଡିକାଲ ପ୍ରକୋଷ୍ଠ-ଡାକ୍ତର କୈଳାଶ ବିଶ୍ୱାଳ

ଇ.ଡବ୍ଲ୍ୟୁ.ଏସ ପ୍ରକୋଷ୍ଠ-ଶ୍ରୀ କୁଳମଣି ମିଶ୍ର

ମତ୍ସ୍ୟଜୀବୀ ପ୍ରକୋଷ୍ଠ -ଶ୍ରୀ ବିଜୟ ମଲ୍ଲିକ

ସାଂସ୍କୃତିକ ପ୍ରକୋଷ୍ଠ-ଶ୍ରୀମତି ପିଙ୍କି ପ୍ରଧାନ

ପୂର୍ବସୈନିକ ପ୍ରକୋଷ୍ଠ-କର୍ଣ୍ଣେଲ. ବିରେନ୍ଦ୍ର ବସ୍ତିଆ

ପ୍ରବାସୀ ଓଡ଼ିଆ ପ୍ରକୋଷ୍ଠ-ଶ୍ରୀ ଜ୍ୟୋତି ରଞ୍ଜନ ନାୟକ