ରାଜ୍ୟପାଳଙ୍କୁ ସାକ୍ଷାତ କଲେ ବାଚସ୍ପତି ସୂର୍ଯ୍ୟନାରୟଣ ପାତ୍ର

ଏହା ପ୍ରଥମ ସାକ୍ଷାତ

Share this:

ଓଡ଼ିଶା ବିଧାନସଭାର ନବ ନିର୍ବାଚିତ ବାଚସ୍ପତି ସୂର୍ଯ୍ୟନାରୟଣ ପାତ୍ର ରାଜଭବନ ଯାଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିଛନ୍ତି ।  ରାଜ୍ୟପାଳଙ୍କୁ ତାଙ୍କର ଏହା ପ୍ରଥମ ସାକ୍ଷାତ । ଆଜିର ସାକ୍ଷାତ ଆଲୋଚନା ସମୟରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୁଦନ ପାଢ଼ୀ ଉପସ୍ଥିତ ଥିଲେ ।

RELATED BY

EDITOR
OFFICE