ରାଜସ୍ଥାନ କଟନଫ୍ୟାବ୍

ଜୁଲାଇ ୦୪ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ

ଭାରତର ୧୦ଟି ରାଜ୍ୟରୁ ଆସିଥିବା ଉତ୍କର୍ଷ ରେଶମ ସୂତା ବସ୍ତ୍ର ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଭୁବନେଶ୍ୱର ସ୍ଥିତ ଗେଟ୍ ନଂ-୩, ୟୁନିଟ୍-୩, ଖାରବେଳ ନଗର, ପ୍ରଦର୍ଶନୀ ପଡିଆଠାରେ ରାଜସ୍ଥାନ କଟନଫ୍ୟାବ୍ ୨୦୧୯ର ଏକ ବିରାଟ ପ୍ରଦର୍ଶନୀ ଜୁନ୍ ୧୦ ରୁ ଜୁଲାଇ ୦୪ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ପ୍ରଦର୍ଶନୀ ପ୍ରଥମଥର ପାଇଁ ଭୁବନେଶ୍ୱରରେ ଚାଲୁଛି ।
ବିଚାରଯୋଗ୍ୟ ଦେଶର ବିଭିନ୍ନ ପ୍ରକାର ପ୍ରଦର୍ଶନୀ ଆୟୋଜନ କରିବା ସମ୍ପୂର୍ଣ୍ଣ ଦାୟିତ୍ୱ ପୂର୍ଣ୍ଣ ଭୁବନେଶ୍ୱର ସମିତି ପସନ୍ଦ କରିଛି । ମନସୁନ୍ ସିଜନ୍ ଏବଂ ରଜ ଉତ୍ସବ ପାଇଁ ହସ୍ତଶିଳ୍ପ ବଜାର । ୧୦ଟି ରାଜ୍ୟର ୮୦ଟି ହସ୍ତଶିଳ୍ପୀ ଏହି ମେଳାରେ ଯୋଗଦେଇ ତାଙ୍କର ସାମଗ୍ରୀ ପ୍ରଦର୍ଶନ କରିବେ ଯାହା ଲକ୍ଷ୍ନୌର ଚିକନୱାକ୍ ଡ୍ରେସ୍ ମ୍ୟାଟେରିଆଲସ୍, ଶାଢୀ, କୁର୍ତ୍ତା, ପାଇଜାମା, ଟପସ୍, ରାଜସ୍ଥାନି ବ୍ଲକ ପ୍ରିଣ୍ଟେଡ୍, କୋଟା ଦରୀ ଡ୍ରେସ୍ ମ୍ୟାଟେରିଆଲସ୍, ଲେଡିଜ୍ କୁର୍ତ୍ତା, ଲେହେଙ୍ଗା-ଛୋଲି, ମଲ୍ମଲ, ବନେ୍ଧଜ୍ ସୁଇଟସ୍, ସ୍କିଟ୍ସ-ଟପ୍, ସାଲୱାର ଏବଂ ଦୁପଟା, ୱେଷ୍ଟ ବେଙ୍ଗଲର ସାନ୍ତିନିକେତନ ତନ୍ତ, କନ୍ଥା, ଧକାଇ ଜାମଦାନୀ ଶାଢୀ, ଟସର ଡ୍ରେସ୍ ସାମଗ୍ରି, ସିଫୋନ୍ ଏବଂ କ୍ରାପ୍, ଆନ୍ଧ୍ର ପ୍ରଦେଶର କଲାମକରୀ ଭେଜିଟେବୁଲ ଡାୟଡ, ମଙ୍ଗଲଗିରୀ, ଗଢୱାଲ ଜରୀ ବର୍ଡର ଡ୍ରେସ୍ ମ୍ୟାଟେରିଆଲ୍, ଉତ୍ତର ପ୍ରଦେଶର ପ୍ରସିଦ୍ଧ ବନାରସ ସିଲ୍କ ଏବଂ କଟନ ଶାଢୀ, ସୁଇଟ୍ ମ୍ୟାଟେଲିଆଲସ୍, ଦିଲ୍ଲୀର ଚିକନ୍ ଏମ୍ବ୍ରୋଡରୀ ଡ୍ରେସ୍ ମ୍ୟାଟେରିଆଲ୍ସ ଏବଂ ଶାଢୀ, ସିତାପୁରୀର ଏକ୍ସପୋର୍ଟ କ୍ୱାଲିଟ୍ ଦରି (ସାତରଙ୍ଗି), ମ୍ୟାଟସ୍, ରନର ଏବଂ ରଗସ୍, ବିଭିନ୍ନ ପ୍ରକାରର ଗହଣା, ରାଜସ୍ଥାନ ଷ୍ଟୋନ୍ ଓ ମେଟାଲ୍ ଗହଣା ।

Categories
BUSINESS

RELATED BY

  • ଗ୍ରାମାଞ୍ଚଳରେ ଅଧିକ ସ୍ଥାୟୀ ବ୍ୟାଙ୍କ୍‌ ଶାଖା ଖୋଲିବା ଉପରେ ଗୁରୁତ୍ୱ

    ଭୁବନେଶ୍ୱର: ରାଜ୍ୟର ଦୂରଦୂରାନ୍ତ ଏବଂ ପଛୁଆ ଅଞ୍ଚଳଗୁଡ଼ିକରେ ବ୍ୟାଙ୍କ ସେବାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ତଥା ରାଜ୍ୟର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ଗଠନମୂଳକ ଭୂମିକା ନିର୍ବାହ କରି ଆସିଛନ୍ତି । ଏହି ପ୍ରସଙ୍ଗରେ ଆଜି ଅନୁଷ୍ଠିତ ୧୫୫ତମ ବ୍ୟାଙ୍କର୍ସ...
  • Chief Minister Neveen Patnaik Releases Vision Report

    Chief Minister Shri Neveen Patnaik today released a Vision Report- “Economic Possibilities for Odisha Towards a One Trillion Dollar Economy”, jointly prepared by JSW Group and PWC India at...
  • ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା “ଏପି’’ ସିରିଜର ଉଠାଣ

    ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ଅର୍ଥ ବିଭାଗର ଆନୁକୂଲ୍ୟରେ ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନାର ୪୧ ତମ ଉଠାଣ (ଏପି ସିରିଜ) ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ରମେଶ...
  • ଭାରତକୁ ୫ ଟ୍ରିଲିୟନ ଅର୍ଥ ବ୍ୟବସ୍ଥାରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ

    କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ତାଙ୍କର ପ୍ରଥମ ବଜେଟ ଅଭିଭାଷଣ ରଖିବା ସହିତ ସଂସଦରେ ୨୦୧୯-୨୦ ବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । କେନ୍ଦ୍ର ବଜେଟ ୨୦୧୯ର ମୁଖ୍ୟାଂଶ...
WhatsApp chat