ସମ୍ବଲପୁର : ଆଜି ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ସମ୍ବିତ କୁମାର ଗଡ଼ନାୟକ ଯୋଗ ଦେଇଛନ୍ତି । ପୂର୍ବରୁ ସେ ଇଡ୍କୋ(IDCO) ଭୁବନେଶ୍ୱର ଠାରେ ଲ୍ୟାଣ୍ଡ ଅଫିସର ଭାବେ କାର୍ଯ୍ୟରତ ଥିଲେ । ଆଜି ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ପ୍ରଦୀପ କୁମାର ସାହୁ ଓଡିଶା ସରକାରଙ୍କ କୃଷି ଓ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛନ୍ତି ।
ସାମ୍ବାଦିକ ଅନୀଲ ଶ୍ରୀରାମକାଙ୍କ ରିପୋର୍ଟ , ସମ୍ବଲପୁର । ମୋବାଇଲ ନମ୍ବର : ୯୩୩୮୪୩୨୩୧୬